ଶିବପୁରାଣ ଅନୁସାରେ ସୋମ ପ୍ରଦୋଷ ବ୍ରତକୁ କରନ୍ତୁ ଏହି ଉପାୟରେ, ଜୀବନର ସବୁ ମନୋକାମନା ଖୁବଶୀଘ୍ର ହୋଇଯିବ ପୁରଣ

ସବୁ ଦେବା ଦେବୀ ଙ୍କ ମଧ୍ୟ ରେ ମହାଦେବ ମୁକ୍ଷ୍ୟ ଦେବତା ଅଟନ୍ତି I ମହାଦେବ ନିଜ ଭକ୍ତ ଙ୍କ ଉପରେ ଶୀଘ୍ର ପ୍ରସନ୍ନ ହେଇଯାଇଥାନ୍ତି I ଖୁବ କମ ପୂଜା ଅର୍ଚନା ରେ ହିଁ ମହାଦେବ ଶୀଘ୍ର ପ୍ରସନ୍ନ ହେଇଯାଇଥାନ୍ତି I ଆଜି ମାର୍ଗଶିର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶ ତିଥି ରେ ମହାଦେବ ଙ୍କ ର ସୋମ ପ୍ରଦୋଷ ବ୍ରତ ର ପାଳନ କରାଯାଇଥାଏ I ଏହି ବ୍ରତ ପାଳନ ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ପ୍ରାପ୍ତି ହେଇଥାଏ I

ଶାସ୍ତ୍ର ଅନୁସାରେ ପ୍ରଦୋଷ ବ୍ରତ ଦ୍ୱାରା ଲୋକେ ସୁଖ ପ୍ରଦାନ ପ୍ରାପ୍ତି କରିବେ I ଏହା ଏକ କଲ୍ୟାଣକାରୀ ବ୍ରତ ଅଟେ I ଏହି ସମୟ ରେ ଆପଣ କିଛି ସରଳ ଉପାୟ କୁ ଆପଣେଇ ଆପଣ ନିଜ ର ମନୋକାମନା ପୁରା କରିପାରିବେ ଓ ମହାଦେବ ଙ୍କୁ ଶୀଘ୍ର ପ୍ରସନ୍ନ କରିପାରିବେ I

ଚାଲନ୍ତୁ ଜାଣିବା ସୋମ ପ୍ରଦୋଷ ବ୍ରତ
-ଆପଣ ଯଦି ଜୀବନ ରେ ସୁଖ ସମୃଦ୍ଧି ପ୍ରଦାନ କରିବା କୁ ଚାହିଁଥାନ୍ତି ତେବେ ଲାଲ ଓ ଧଳା ଫୁଲ କୁ ମହାଦେବ ଙ୍କୁ ଅର୍ପଣ କରିବେ I

– ବିଦ୍ୟାର୍ଥୀ ବର୍ଗ ର ପିଲାମାନେ ଶିବ ପୁରାଣ ଅନୁସାରେ ବେଶ ଭଲ ବିଦ୍ୟା ଅର୍ଜନ କରିବେ I ଆଜି ଆପଣ କ୍ଷୀର ରେ ଚିନି ମିଶାଇ ସେବନ କରନ୍ତୁ I

-ଯଦି କୌଣସି ବ୍ୟକ୍ତି ଙ୍କୁ ସୁନ୍ଦର ଓ ସୁଶୀଲ ପତ୍ନୀ ଆବଶ୍ୟକ ତେବେ ସେମାନେ ମଧ୍ୟ ସୋମ ପ୍ରଦୋଷ ବ୍ରତ କରିପାରିବେ I ଏହି ଉପାୟ ବିଶେଷ ଲାଭକାରୀ ଅଟେ I

-ଯଦି ଆପଣ ମହାଦେବ ଙ୍କୁ ଦୁବ ଅର୍ପଣ କରନ୍ତି ତେବେ ଆପଣ ଙ୍କ ର ଆୟୁ ବୃଦ୍ଧି ହେଇଥାଏ I

– ଘରେ ସୁଖ ଶାନ୍ତି ବୃଦ୍ଧି ହେଇଥାଏ ତେଣୁ ଲୋକେ ସୋମ ପ୍ରଦୋଷ ବ୍ରତ କୁ ଆପଣେଇଥାନ୍ତି I ଆପଣ ଙ୍କ ର କାର୍ଯ୍ୟ ଦକ୍ଷତା କୁ ନେଇ ପରିବାର ରେ ଆପଣ ପ୍ରସଂଶିତ ହେଇଥାନ୍ତି I

-ଏହି ଦିନ ରେ ଆପଣ ସୁଖ ସମୃଦ୍ଧି ପ୍ରାପ୍ତି କରିବା କୁ ହେଲେ ସୋମ ପ୍ରଦୋଷ ବ୍ରତ ରେ ସୁଗନ୍ଧିତ ତେଲ କୁ ଶିବଲିଙ୍ଗ ରେ ଅଭିଷେକ କରନ୍ତୁ I

ସୋମ ପ୍ରଦୋଷ ବ୍ରତ ଏକ ମହତ୍ୱ ବ୍ରତ ଅଟେ I ଏବଂ ଏହି ବ୍ରତ ଆପଣେଇଥିବା ବ୍ୟକ୍ତି ଙ୍କ ଉପରେ ମହାଦେବ ଶୀଘ୍ର ପ୍ରସନ୍ନ ହେଇଥାନ୍ତି I ଧନ ସମ୍ପତି ସହ ଜଡିତ ସମସ୍ୟା ଆଦି ଦୂର ହେଇଥାଏ I ଅବିବାହିତ ଯୁବକ ଯୁବତୀ ଙ୍କ ର ଏହି ସୋମ ପ୍ରଦୋଷ ବ୍ରତ କରିବା ଦ୍ୱାରା ଶୀଘ୍ର ବିବାହ ର ଯୋଗ ହେଇଥାଏ I ପରିବାର ରେ ସୁଖ ଶାନ୍ତି ଆଦି ମଧ୍ୟ ବୃଦ୍ଧି ହେଇଥାଏ I