ଶିବଲିଙ୍ଗକୁ ହଟାଉଥିଲେ ଲୋକେ ହଟାତ ଫଁ ଫଁ ହୋଇ ତଳୁ ବାହାରିଲେ ଅନେକ ସାପ, ଆଉ ତାପରେ …

ୟୁପି ରେ ହାଥରସ ଥାନା ର ଚଣ୍ଡାପା ଅଂଚଳ ରେ ଏକ ପ୍ରାଚୀନ ଶିଵ ମନ୍ଦିର ର ମରାମତି କାର୍ଯ୍ୟ ଚାଲିଥିଲା ଏବଂ ଏହି ସମୟ ରେ ଅଚାନକ ସେଠାରୁ ସାପ ବାହାରିଥିଲେ I

ସାପ ଦେଖି ସ୍ଥାନୀୟ ଲୋକେ ଡରିଯାଇଥିଲେ ଏବଂ ସେହି ସମୟ ରେ କିଛି ଲୋକେ କ୍ଷୀର ଆଣି ସାପ ଙ୍କୁ ପିଆଇ ଥିଲେ ଓ ସାପ ଙ୍କ ର ପୂଜା ମଧ୍ୟ କରିଥିଲେ I ଏବଂ ଏହା ପରେ ସେହି ଅଂଚଳ ରେ ଲକ୍ଷ ଲକ୍ଷ ସଂଖ୍ୟା ରେ ଲୋକଙ୍କ ର ଭିଡ଼ ଦେଖିବାକୁ ମିଳିଛି I

ତେବେ ଏହି ଅଂଚଳ ରେ ବର୍ତମାନ କୌତୁହଳ ର ବାତାବରଣ ଦେଖିବାକୁ ମିଳିଛି I କାରଣ ଏଠାରେ ଜଣେ ଯୁବକ ଅସୁସ୍ତ ଥିଲେ ଓ ସେ ଏହି ମନ୍ଦିର ରେ ମାନସିକ ରଖିଥିଲେ କି ଭଲ ହେଇଗଲେ ଭଗବାନ ଙ୍କ ର ଏହି ମନ୍ଦିର ର ମରାମତି କରିବେ I

ଏବଂ ଏହା ପରେ ସେ ଭଲ ହେଇଯାଇଥିଲେ ଓ ମନ୍ଦିର ମରାମତି ଆରମ୍ଭ କରିଥିଲେ I ଯେଉଁ ସମୟ ରେ ମନ୍ଦିର ମରାମତି ଚାଲିଥିଲା ସେହି ସମୟ ରେ ଏଠାରେ ଥିବା ଏକ ଶିବଲିଙ୍ଗ କୁ ହଟାଇ ଅନ୍ୟ ଜାଗା ରେ ରଖାଯାଉଥିଲା ଏବଂ ସେହି ଶିବଲିଙ୍ଗ ତଳୁ ପ୍ରଥମେ ଏକ ସାପ ଆସି ଶିବଲିଙ୍ଗ ଉପରେ ବସିଥିଲା I

ଏହା ପରେ କିଛି ସମୟ ପରେ ଅନେକ ସାପ ସେଠାରୁ ବାହାରିଥିଲେ I ଏବଂ ମନ୍ଦିର ମରାମତି କାମ କରୁଥିବା ଲୋକେ ବି ଡରିଯାଇଥିଲେ I

ତେବେ କିଛି ଲୋକେ ଏହି ସାପ ଙ୍କୁ ସେଠାରୁ ହଟାଇବାକୁ କହିଥିଲେ କିନ୍ତୁ କିଛି ଲୋକେ ଏହାର ବିରୋଧ କରିବା ର ଦେଖିବାକୁ ମିଳିଛି I ଏହା କୁ ଲୋକେ ମହାଦେବ ଙ୍କ ର ଚମତ୍କାରିତା ବୋଲି ମଧ୍ୟ କହୁଛନ୍ତି I

ଏହି ଘଟଣା କୁ ଶୁଣିବା ପରେ ଅନେକ ଦୂର ର ଲୋକେ ବି ସେଠାରେ ଆସି ଭଗବାନ ଙ୍କ ର ପୂଜା ରେ ଲାଗିପଡିଛନ୍ତି I ଦେଖିବାକୁ ଗଲେ ଏହି ମନ୍ଦିର ଖୁବ ପୁରାତନ ଅଟେ I

ତେବେ ଏହି ଯୁବକ ଙ୍କ ର ମାନସିକ ଅନୁସାରେ ତ ସେ ଏହି ମନ୍ଦିର ମରାମତି ଆରମ୍ଭ କରିଦେଇଥିଲେ କିନ୍ତୁ ବର୍ତମାନ ଏପରି ପରିସ୍ଥିତି ରେ କାର୍ଯ୍ୟ ବନ୍ଦ ରହିଛି ଏବଂ ସ୍ଥାନୀୟ ଲୋକେ ଏହା କୁ ଆସ୍ଥା ଓ ବିଶ୍ୱାସ ବୋଲି ମାନୁଛନ୍ତି I