କୋହଲିଙ୍କୁ ପଚରାଗଲା- ଧୋନୀ, ରାହୁଲ, ଋଷବ ବା ସେମସନ ଙ୍କ ମଧ୍ୟରେ ଏବେ କିଏ ହେବେ ଵିକେଟ କିପର, ଉତ୍ତର ଶୁଣିକି ଖୁସି ହୋଇଯିବେ ଆପଣ

ଭାରତୀୟ ଟିମ ବିଗତ ଦିନ ରେ ଅଷ୍ଟ୍ରେଲିଆ କୁ ୱାନଡେ ସିରିଜ ରେ 2-1 ରେ ପରାଜିତ କରିଛି I ଏହି ସିରିଜ ର ତୃତୀୟ ମ୍ୟାଚ ରେ ଭାରତୀୟ ଟିମ 7 ଵିକେଟ ରେ ବିଜୟ ହାସିଲ କରିଛି I

ଏହି ମ୍ୟାଚ ଜିତିବା ପରେ ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ପୋଷ୍ଟ ମ୍ୟାଚ ର ପ୍ରେସ କନ୍ଫରେନ୍ସ ରେ ଯୋଗ ଦେଇଥିଲେ I ସେଠାରେ ତାଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା I

ଏହି ସମୟ ରେ ବିରାଟ କୋହଲି କହିଛନ୍ତି କେଏଲ ରାହୁଲ ଙ୍କ ର ବ୍ୟାଟିଂ ଶୈଳୀ କୁ ସେ ବେଶ ପସନ୍ଦ କରିଛନ୍ତି I ଏବଂ ଵିକେଟକିପର କୁ ନେଇ ସେ କହିଛନ୍ତି ରାହୁଲ ଜଣେ ଭଲ ଵିକେଟ କିପର ରୂପେ ବେଶ ଭଲ ଖେଳ ପ୍ରଦର୍ଶନ କରିଛନ୍ତି I 2003 ର ବିଶ୍ୱକପ ରେ ମଧ୍ୟ ଆମେ ଏପରି ଦେଖିବା କୁ ପାଇଥିଲୁ ଯେତେବେଳେ ରାହୁଲ ଦ୍ରାବିଡ଼ ଙ୍କ ର ଭାଇ ଵିକେଟକିପର ଥିଲେ I

ଏହା ପରେ ବିରାଟ କୋହଲି ଙ୍କୁ ଅନ୍ୟ ପ୍ରଶ୍ନ କରାଯାଇଥିଲା I ଇତି ମଧ୍ୟ ରେ ଜଣେ ଙ୍କୁ ପଚାରିଥିଲେ ଏହି ସିରିଜ ରେ ରାହୁଲ ଵିକେଟ କିପର ର ଦାଇତ୍ୱ ପୁରା କରିଛନ୍ତି I କିନ୍ତୁ ଆଗାମୀ ସମୟ ରେ ଆପଣ ରାହୁଲ , ଋଷବ , ସେମସନ ଓ ଧୋନି ଙ୍କ ର ଖେଳ କୁ କିପରି ଦେଖୁଛନ୍ତି I ସେ ହସି ହସି କହିଲେ ଆପଣ ଏକ ଭଲ ଗୁରୁତ୍ୱପୂର୍ଣ ପ୍ରଶ୍ନ ପଚାରିଛନ୍ତି I

କୋହଲି ଉତର ରେ କହିଛନ୍ତି କି ଦେଖନ୍ତୁ ଆମେ କେବଳ ତାଙ୍କ ବିଷୟ ରେ ଭାବୁଛେ ଯିଏ କି ବର୍ତମାନ ଟିମ ରେ ରହିଛନ୍ତି I ଯେପରି କି ମୁ କହିଲି ରାହୁଲ ଙ୍କ ର ଆସିବା ପରେ ଟିମ ରେ ବାଲାନ୍ସ ରହିଛି I ଏବଂ ରାହୁଲ ଙ୍କ ର ବ୍ୟାଟିଂ ଓ ଵିକେଟ କ୍ୱିପିଙ୍ଗ ମଧ୍ୟ ଭଲ ରହିଛି I ତେଣୁ ବର୍ତମାନ ତାଙ୍କ ସହ ଏହି ରୋଲ ରେ ଆଗ କୁ ବଢିବା ଉଚିତ I

ବିରାଟ ଙ୍କ ର ଏହି ବୟାନ ପରେ ଏହା ସ୍ପଷ୍ଟ ହେଇଯାଇଛି କି କେଏଲ ରାହୁଲ ହିଁ ଭାରତ ର ବର୍ତମାନ ର ଵିକେଟକିପର ଅଟନ୍ତି ଏବଂ ତାଙ୍କ ର ଖେଳ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି I