ଶିଖର ଧାୱନ ଓ ତାଙ୍କ ପତ୍ନୀ ଆୟସା ମୁଖାର୍ଜୀ ଙ୍କର ପୁରା ସମ୍ପତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆଲୋଚନା କରିବା ଇଣ୍ଡିଆନ କ୍ରିକେଟ ଟିମ ର ଓପନର କ୍ରିକେଟର ଶିଖର ଧାୱନ ଙ୍କ ବିଷୟ ରେ I ଶିଖର ଧାୱନ , ରୋହିତ ଶର୍ମା ଙ୍କ ସହ ଓପନର ଖେଳାଳି ରୂପେ ମୈଦାନ କୁ ଓଲ୍ହାଇଥାନ୍ତି I ତେବେ ଆଜି ଆମେ ଜାଣିବା ତାଙ୍କ ର ମୋଟ ସମ୍ପତି କେତେ I ଏବଂ ସେ ବିସିସିଆଇ ରୁ କେତେ ଦରମା ପାଇଥାନ୍ତି I ଦେଖିବାକୁ ଗଲେ ଶିଖର ଧାୱନ ଙ୍କ ର ପତ୍ନୀ ଜଣେ ବକ୍ସର ଅଟନ୍ତି I

ଏକ ନ୍ୟୁଜ ରିପୋର୍ଟ ଅନୁସାରେ ଶିଖର ଧାୱନ IPL 2019 ରେ 5.2 କୋଟି ଟଙ୍କା ଦରମା ପାଇଥିଲେ I ଶିଖର ଧାୱନ ଙ୍କ ପାଖ ରେ 13 କୋଟି ଟଙ୍କା ର ଏକ ବଙ୍ଗ୍ଲୋ ରହିଛି I ଏବଂ ତାଙ୍କ ପାଖ ରେ ମୋଟ 100 କୋଟି ଟଙ୍କା ର ସମ୍ପତି ରହିଛି I

ବର୍ତମାନ ପର୍ଯ୍ୟନ୍ତ ଶିଖର ଧାୱନ 133 ଗୋଟି ୱାନଡେ ମ୍ୟାଚ ରେ 5518 ରନ କରିଛନ୍ତି I ଯେପରି ଶିଖର ଧାୱନ ଜଣେ ପରାକ୍ରମୀ କ୍ରିକେଟର ରୂପେ ପରିଚିତ ଅଟନ୍ତି ସେହିପରି ତାଙ୍କ ପତ୍ନୀ ମଧ୍ୟ ଜଣେ ଭଲ ବକ୍ସର ଖେଳାଳି ଅଟନ୍ତି I ବର୍ତମାନ ସୁଦ୍ଧା ତାଙ୍କର 3 ଗୋଟି ସନ୍ତାନ ରହିଛି I

Share Your Comments Below