ଶିଳ୍ପ ସେଠିଙ୍କ ଠାରୁ ଆହୁରି ଅଧିକ ସୁନ୍ଦର ଦେଖିବାକୁ ତାଙ୍କର ଭଉଣୀ, ସୁନ୍ଦରତା ଆଗରେ ଅନେକ ହିରୋଇନ ମାରିବେ ଫେଲ, ୪୧ ବର୍ଷ ବୟସରେ ଏବେବି ଅଛନ୍ତି କୁଆଁରୀ

ବଲିଉଡ ରେ କ୍ୟାରିୟର ରେ ଦୁଃଖ ସେତେବେଳେ ଆସିଥାଏ ଯେତେବେଳେ ଜଣେ କଳାକାର ଙ୍କୁ ଲୋକେ ନିଜ ପରିଚୟ ରେ ନୁହେ ଅନ୍ୟ ର ପରିଚୟ ରେ ଚିନ୍ହିଥାନ୍ତି I ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏପରି କଳାକାର ଙ୍କ ର ଅନେକ ବଡ଼ ଲିଷ୍ଟ ରହିଛି I ତେବେ ଏହି ଲିଷ୍ଟ ରେ ଆମେ ଜଣେ ଅଭିନେତ୍ରୀ ଙ୍କ ର ବିଷୟ ରେ ଆଜି ଆଲୋଚନା କରିବା ଯିଏ କି ନିଜ ର ଭଉଣୀ ଙ୍କ ନାମ ରେ ପରିଚିତ ଅଟନ୍ତି I ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କ ର ଭଉଣୀ ସମିତା ସେଠୀ I ସମିତା ସେଠୀ ବଲିଉଡ ରେ ଅନେକ ବର୍ଷ ହେବ I ଫିଲ୍ମ କ୍ୟାରିୟର ର ଆରମ୍ଭ ରେ ସମିତା ସେଠୀ ଫିଲ୍ମ ମୋହବତେ ରେ ଅଭିନୟ କରିଥିଲେ I ଆଜିକା ସମୟ ରେ ସମିତା ସେଠୀ ନିଜ ର 41 ତମ ଜନ୍ମଦିନ ପାଳନ କରୁଛନ୍ତି I କିନ୍ତୁ ଆଜି ପର୍ଯ୍ୟନ୍ତ ସମିତା ସେଠୀ ଅବିବାହିତ ହେଇ ରହିଛନ୍ତି I

ସମିତା ସେଠୀ ଙ୍କ ର ଜନ୍ମ ମେଁଙ୍ଗଲୁରୁ ରେ ହେଇଥିଲା I ସମିତା ସେଠୀ ନିଜ ର ସ୍କୁଲ କ୍ୟାରିୟର ଅନ୍ତୋନି ଗାର୍ଲସ ହାଇସ୍କୁଲ ରେ ପୁରା କରିଥିଲେ I ଏହା ପରେ ମୁମ୍ବାଇ ର ସିଡେନହମ କଲେଜ ରେ ଗ୍ରାଜୁଏସନ ପୁରା କରିଥିଲେ I ଗ୍ରାଜୁଏସନ ପରେ ସମିତା ସେଠୀ ମୁମ୍ବାଇ ରେ ଫ୍ୟାସନ ଡ଼ିଜାଇନିଂ ଆରମ୍ଭ କରିଥିଲେ I ଧୀରେ ଧୀରେ ସମିତା ସେଠୀ ଲୋକପ୍ରିୟ ଫ୍ୟାସନ ଡିଜାଇନର ମନୀଷ ମାଲୋହତ୍ର ଙ୍କୁ ସାକ୍ଷ୍ୟାତ କରିଥିଲେ ଏବଂ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ I ଫିଲ୍ମ ମୋହବତ ରେ ସୁନ୍ଦର ଅଭିନୟ କୁ ନେଇ ସମିତା ସେଠୀ ବେଷ୍ଟ ଡେବ୍ୟୁ ଆକ୍ଟର ଆୱାର୍ଡ ପାଇଥିଲେ I

2001 ମସିହା ରେ ସମିତା ସେଠୀ ଗୀତ ଶରାରା ଶରାରା ରେ ଅନେକ ସଫଳତା ପାଇଥିଲେ I 2005 ମସିହା ରେ ଫିଲ୍ମ ଜହର ରେ ସମିତା ସେଠୀ ସବୁଠାରୁ ଅଧିକ ଲୋକପ୍ରିୟତା ହାସିଲ କରିଥିଲେ I ସମିତା ସେଠୀ ମୁମ୍ବାଇ ରେ ରୟାଲ୍ଟି ନାମ କ ଏକ କ୍ଲବ ର ଡିଜାଇନ ମଧ୍ୟ କରିଥିଲେ I ଏହା ଛଡା ଚଣ୍ଡୀଗଡ଼ ରେ ସେ ଲସିସ ସ୍ପା ର ଡିଜାଇନ ମଧ୍ୟ କରିଥିଲେ I ଏହା ଛଡା ସମିତା ସେଠୀ ଙ୍କୁ ଆପଣ ବିଗ ବସ ଓ ଖତରୋ କେ ଖିଲାଡୀ ପରି ରିୟାଲିଟି ସୋ ରେ ଦେଖିଥିବେ I ସମିତା ସେଠୀ ବଲିଉଡ ରେ ଫ୍ଲପ ହେବା ପରେ ବର୍ତମାନ ବଲିଉଡ ଜଗତ ରୁ ଦୁରେଇ ଯାଇଛନ୍ତି I

ଫିଲ୍ମ ଫିଲ୍ମ ରେ ସମିତା ସେଠୀ ସଫଳ ନ ହେବା ପରେ ଅନେକ ତେଲୁଗୁ ଓ ତାମିଲ ଫିଲ୍ମ ରେ କାମ କରିଥିଲେ I ନିଜ ର ଫ୍ଲପ କ୍ୟାରିୟର ବିଷୟ ରେ ସମିତା ସେଠୀ ଏକ ଇଣ୍ଟରଭିୟୁ ରେ ମଧ୍ୟ ପ୍ରକାଶ କରିଥିଲେ I ସେ ନିଜ ଫିଲ୍ମ କ୍ୟାରିୟର ରେ ଅନେକ ଭୁଲ କରିଥିଲେ ଅର୍ଥାତ ସଠିକ ଫିଲ୍ମ ର ଚୟନ କରି ନ ଥିଲେ ଯାହା କୁ ନେଇ ଆଜି ସେ ନିଜ କ୍ୟାରିୟର ଏ ଫ୍ଲପ ହେଇଛନ୍ତି I ସମିତା ସେଠୀ ଙ୍କ କହିବା ଅନୁସାରେ ଏକ ଫିଲ୍ମ ବିଷୟ ରେ ସଠିକ ଅନୁଧ୍ୟାନ କରିକି ହିଁ ସେହି ଫିଲ୍ମ ରେ ଅଭିନୟ କରିବା ଉଚିତ I ତେଣୁ ମୁ ଯଦି ଭଲ ଫିଲ୍ମ ର ଚୟନ କରିଥାନ୍ତି ହୁଏତ ଏକ ଭଲ ଅଭିନେତ୍ରୀ ହେଇପାରିଥାନ୍ତି I