ସିନ୍ଦୁରର ଅଧିକାର ସିରିଏଲର Iti ଙ୍କର ପ୍ରକୃତ ବୟଫ୍ରେଣ୍ଡ କିଏ? ଜାଣିଲେ ଆପଣ ବି ବିଶ୍ୱାସ କରିବେ ନାହିଁ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ଇତି ପ୍ରକୃତରେ କାହାକୁ ଭଲ ପାଉଛନ୍ତି ଏହି ପ୍ରଶ୍ନଟି ଆପଣମାନଙ୍କ ମନରେ ନିଶ୍ଚୟ ଭାବରେ ଥିବ ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଇତି ପ୍ରକୃତରେ କାହାକୁ ଭଲ ପାଉଛନ୍ତି ଆରବଙ୍କୁ ନା ତାଙ୍କ ଵୟେଫ୍ରେଣ୍ଡ୍ ସଞ୍ଜୟଙ୍କୁ।

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିନ୍ଦୂରର ଅଧିକାର ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି ଇତି ଆଉ ଏଥିରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି ଆରବ। ଏହି ଧାରାବାହିକରେ ଇତି ଓ ଆରବଙ୍କର ଜବରଦସ୍ତ ଲଭ୍ ଷ୍ଟୋରି ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ।

ଏପଟେ ଇତିଙ୍କ ରିୟଲ ଲାଇଫରେ ତାଙ୍କର ଜଣେ ଵୟେଫ୍ରେଣ୍ଡ୍ ଅଛି ଯାହାଙ୍କ ନାଁ ହେଉଛି ସଞ୍ଜୟ ମହାପାତ୍ର ସେ ତାଙ୍କ ଵୟେଫ୍ରେଣ୍ଡ୍ ସହ ବୋହୁତ ସାରା ସମୟ ବିତାଉଥିବାର ନଜରରେ ଆସିଛନ୍ତି ଏବଂ ତାଙ୍କ ଵୟେଫ୍ରେଣ୍ଡ୍ ସହ ସପିଂ ମହଲ ଏବଂ ପାର୍କ ଯାଇଥିବାର ମଧ୍ୟ ନଜର ଆସିଛନ୍ତି |

ଏବଂ ଫଟୋ ଉଠାଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେୟାର କରିଛନ୍ତି ଯାହା ଏବେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଦର୍ଶକ ବନ୍ଧୁ ଏଠାରେ ଆପଣମାନେ ଭାବୁଥିବେ ଯେ ଇତି ପ୍ରକୃତରେ କାହାକୁ ଭଲ ପାଉଛନ୍ତି।

ତେବେ ବନ୍ଧୁଗଣ ପ୍ରକୃତ ଘଟଣାଟି ହେଉଛି ଇତି ଓ ସଞ୍ଜୟ ପରସ୍ପରକୁ ଭଲ ପାଉଛନ୍ତି ଆଉ ଆଗାମୀ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଚର୍ଚ୍ଚା ହେଉଛି କିନ୍ତୁ ଏହି କଥାଟି ଇତି ବା ସଞ୍ଜୟ ସ୍ପଷ୍ଟ କରି କହିନାହାଁନ୍ତି ଏହା ଏକ ମିଥ୍ୟା ଗୁଜବ ବୋଲି ମନା ଯାଉଛି। ତାହେଲେ ବନ୍ଧୁଗଣ ଆପଣମାନଙ୍କୁ ଇତି ଓ ଆରବଙ୍କର ଯୋଡି ଭଲ ଲାଗୁଛି ନା ଇତି ଆଉ ସଞ୍ଜୟଙ୍କ ଯୋଡି ଭଲ ଲାଗୁଛି ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇ ଦିଅନ୍ତୁ।