ସିନ୍ଦୁରର ଅଧିକାର ସିରିଏଲ ଆକ୍ଟର ମାନେ ପିଲା ବେଳେ କେମିତି ଦେଖା ଯାଉଥିଲେ, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ, ସବୁଠୁ ଖରାପ ଇଏ ଦିଶୁଥିଲେ ଆଜି ହିରୋଇନ

ନମସ୍କାର ବନ୍ଧୁଗଣ ସିନ୍ଦୂରର ଅଧିକାର ଧାରାବାହିକ ତ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ ହେଲେ ଦର୍ଶକ ବନ୍ଧୁ ଏହି ଧାରାବାହିକରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କର ପିଲାବେଳର ଫଟୋ ଆପଣମାନେ କେବେ ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ତେବେ ଆସନ୍ତୁ ଦେଖିବା।

ନିକି: ନିକିଙ୍କୁ ଏହି ଧାରାବାହିକରେ ବୋହୁତ ସୁନ୍ଦର ଅଭିନୟ କରୁଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ| ତେବେ ଦର୍ଶକ ବନ୍ଧୁ ଇଏ ହେଉଛି ନିକିଙ୍କର ଛୋଟବେଳର ଫଟୋ ଯାହାକି ସେ ତାଙ୍କ ପରିବାର ଲୋକଙ୍କ ସହିତ ଉଠାଇ ଥିବାର ନଜର ଆସିଛନ୍ତି।

ରୋମୀ: ରୋମୀଙ୍କୁ ମଧ୍ୟ ଆପଣମାନେ ଏହି ଧାରାବାହିକରେ ସାଇଡ୍ ହିରୋ ଭାବରେ ବୋହୁତ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛି ରୋମୀଙ୍କ ଛୋଟବେଳର ଫଟୋ। ଛୋଟବେଳରୁ ରୋମୀ ବୋହୁତ ସୁନ୍ଦର ଅଭିନୟ କରୁଥିବାର ନଜର ଆସିଛନ୍ତି।

କାମ୍ୟା: କାମ୍ୟାଙ୍କୁ ମଧ୍ୟ ଆପଣମାନେ ଏହି ଧାରାବାହିକରେ ବୋହୁତ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। କାମ୍ୟା ମଧ୍ୟ ଛୋଟବେଳରୁ ନିଜ ଅଭିନୟ ଆରମ୍ଭ କରିଥିଲେ ଏବଂ ଏହି ଧାରାବାହିକକୁ ଆସିବା ପାଇଁ ସେ ଅଡିସନ୍ ଦେଇ ଆସିଥିଲେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛି କାମ୍ୟାଙ୍କ ପିଲାବେଳର ଫଟୋ।

ମୀଠୁ: ମୀଠୁଙ୍କୁ ଆପଣମାନେ ସିନ୍ଦୂରର ଅଧିକାର ଧାରାବାହିକରେ ଦେଖିବାକୁ ପାଉଛନ୍ତି ଏବଂ ଏହା ପୂର୍ବରୁ ଆପଣମାନେ ମୀଠୁଙ୍କୁ ସିନ୍ଦୂର ବିନ୍ଦୁ ଧାରାବାହିକରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛି ମୀଠୁଙ୍କ ପିଲାବେଳର ଫଟୋ।

ଧନଶ୍ରୀ: ଧନଶ୍ରୀଙ୍କୁ ଆପଣମାନେ ଏହି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକବନ୍ଧୁ ଇଏ ହେଉଛି ଧନଶ୍ରୀଙ୍କର ପିଲାବେଳର ଫଟୋ। ଛୋଟବେଳରୁ ବୋହୁତ ସୁନ୍ଦର ଦେଖା ଯାଉଥିଲେ ଧନଶ୍ରୀ।

ଇତି: ଇତିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ, ଇତି ହେଉଛନ୍ତି ଏହି ଧାରାବାହିକର ମୁଖ୍ୟ ନାୟିକା। ଛୋଟବେଳରୁ ହିଁ ସେ ବୋହୁତ ସୁନ୍ଦର ଦେଖା ଯାଉଥିଲେ ଏବଂ ଛୋଟବେଳରୁ ହିଁ ତାଙ୍କର ଅଭିନୟ ପ୍ରତି ବୋହୁତ ଅଧିକ ରୁଚି ରହିଥିଲା। ତେବେ ଇଏ ହେଉଛି ଇତିଙ୍କ ପିଲାବେଳର ଫଟୋ।