ଶୀତ ଦିନରେ ଶରିରୀକ ସମ୍ବନ୍ଧ ବନାଇଲେ ହେଇଥାଏ ଏହି ଗଜବ ଫାଇଦା, ସବୁ ପତି-ପତ୍ନୀଙ୍କୁ ଜଣା ଥିବା ଦରକାର ଏହି କଥା

ଶୀତ ଋତୁ ରେ ସେକ୍ସ କରିବା ପାଁଇ ଏହା ଏକ ଉତ୍ତମ ହେଇଥାଏ I ଦେଖିବାକୁ ଗଲେ ଗରମ ଦିନ ତୁଳନା ରେ ଶୀତ ଦିନେ ଶାରୀରିକ ସମ୍ବନ୍ଧ ରଖିବା ବେଶ ଲାଭଦାୟକ ହେଇଥାଏ I ଏହି ଦିନ ରେ ସେକ କରିବା ଦ୍ୱାରା ଶରୀର କୁ ଏହା ଫିଟ ରଖିଥାଏ I

ତେବେ ଆଜି ଆମେ ଏହିପରି କିଛି ଫାଇଦା ବିଷୟ ରେ କହିବାକୁ ଯାଉଛୁ , ଯାହା ଜାଣି ଆପଣ ଖୁସି ହେବେ I ଶୀତ ଋତୁ ରେ କେକ , ଚକଲେଟ ଓ ଗାଜର ପରି କ୍ୟାଲୋରୀ ଯୁକ୍ତ ଖାଦ୍ୟ ଶରୀର ପାଁଇ ବେଶ ଲାଭଦାୟକ ଅଟେ ଏବଂ କିଛି ଗବେଷକ ମଧ୍ୟ ଏହା ପ୍ରକାଶ କରିଛନ୍ତି କି ସେକ୍ସ କରିବା ଦ୍ୱାରା ଓଜନ କମିଥାଏ I

ଶୀତ ଦିନ ରେ ଫର୍ଟିଲାଇଟି ପାୱାର ଅଧିକ ରହିଥାଏ ତେଣୁ ଏହି ଶୀତ ଋତୁ ରେ ହିଁ ଅଧିକ ପ୍ରେଗ୍ନେନ୍ସି ମାମଲା ଦେଖିବାକୁ ମିଳିଥାଏ I ଏବଂ ଏହି ଥଣ୍ଡା ଦିନ ରେ ସେକ୍ସ କରିବା ଦ୍ୱାରା କମ ଥକାପଣ ଅନୁଭବ ହେଇଥାଏ I ଏବଂ ବଡି ଆକ୍ଟିଭ ରହିଥାଏ I

ଏବଂ ଏହି ଥଣ୍ଡା ଦିନ ରେ ସେକ୍ସ କରିବା ଦ୍ୱାରା ଆପଣ ଙ୍କୁ ଆନନ୍ଦ ପ୍ରଦାନ କରିବା ସହ ଆପଣ ଙ୍କୁ ଅନେକ ରୋଗ ରୁ ଦୁରେଇ ରଖିଥାଏ I ଏବଂ ଶରୀର ରେ ଇମ୍ୟୁନିଗ୍ଲୋବିନ ର ମାତ୍ରା ବୃଦ୍ଧି କରିଥାଏ I ଏବଂ ଏହା ଦ୍ୱାରା ଆପଣ ନିଜ ପାର୍ଟନର ସଠିକ ବୁଝାମଣା ରେ ମଧ୍ୟ ରହିଥାନ୍ତି I ବୈବାହିକ ସମ୍ବନ୍ଧ ଅତି ଉତ୍ତମ ରହିଥାଏ I ଶୀତ ଋତୁ ରେ ଖରା ର ମାତ୍ରା କମ ଥିବା କାରଣ ରୁ ଭିଟାମିନ ଡି କମ ମିଳିଥାଏ I ଏବଂ ଶୀତ ସମୟ ରେ ସେକ୍ସ କରିବା ଦ୍ୱାରା ଏହା ଶରୀର କୁ ଆକ୍ଟିଭ ରଖିଥାଏ I