ସ୍ମୃତି ଇରାନୀ ଦେଲେ ବଡ ବୟାନ, କହିଲେ- ଦୀପିକା ଝିଅଙ୍କର ପ୍ରାଇଭେଟ ଅଙ୍ଗ ଉପର….

ଦୀପିକା ପଡୁ଼କୋଂନ ନିଜ ର ଫିଲ୍ମ “ଛାପାକ ” ପରେ ଦୀର୍ଘ 2 ବର୍ଷ ପରେ ହିଁ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଫେରୁଛନ୍ତି I ଦୀପିକା ପଡୁ଼କୋଂନ ଙ୍କ ର ପ୍ରତିଟି ଫିଲ୍ମ କାହାଣୀ ସର୍ବଦା କୌଣସି ନା କୌଣସି ବାସ୍ତବିକ ଘଟଣା ସହ ଜଡିତ ଅଟେ I ଆଗାମୀ ସମୟ ରେ ମେଗା ବଜେଟ ଫିଲ୍ମ “ତାନାଜି” ସମୁଖ ରେ ଛାପାକ କମଜୋର ପଡିଯାଇଛି I ତେଣୁ ଦୀପିକା ପଡୁ଼କୋଂନ ବେଶ ଚର୍ଚା କୁ ଆସିଥିଲେ I

ବିଗତ ଦିନ ରେ ଦୀପିକା ପଡୁ଼କୋଂନ ସ୍ଟୁଡେଣ୍ଟ ୟୁନିୟନ ସହ ଠିଆ ହେଇଥିଲେ I ସେଠାରେ ସ୍ଟୁଡେଣ୍ଟ ୟୁନିୟନ ର ପ୍ରେସିଡେଣ୍ଟ ଇଷି ଘୋଷ ଙ୍କ ସହ ଦୀପିକା ପଡୁ଼କୋଂନ ଠିଆ ହେଇଥିଲେ I ବିଗତ 5 ଜାନୁୟାରୀ ରେ JNU ରେ ହେଇଥିବା ହିଂସା ରେ ଇଷି ଗମ୍ଭୀର ରୂପେ ଆଘାତ ପାଇଥିଲେ I ଏହା ପରେ ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଦୀପିକା ପଡୁ଼କୋଂନ ଙ୍କ ର JNU ଗସ୍ତ ଉପରେ ଆଲୋଚନା କରିଥିଲେ I ବିଗତ ଦିନ ରେ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ର ଆୟୋଜିତ ଏକ ସମ୍ମିଳନୀ ରେ ସ୍ମୃତି ଇରାନୀ ଯୋଗ ଦେଇଥିଲେ I

ଏହି ସମୟ ରେ ହୋଷ୍ଟ ସ୍ମୃତି ଇରାନୀ ଙ୍କୁ ଦୀପିକା ପଡୁ଼କୋଂନ ଙ୍କ ର JNU ଗସ୍ତ ବାବଦ ରେ ପ୍ରଶ୍ନ କରିଥିଲେ I ପଚରାଯାଇଥିଲା ଦୀପିକା ପଡୁ଼କୋଂନ ଯେଉଁ ଲୋକ ଙ୍କ ସହ ଠିଆ ହେଇଛନ୍ତି ସେମାନେ ଭାରତ ର ବିନାଶ ଚାହୁଁଛନ୍ତି I

ସ୍ମୃତି ଇରାନୀ ଏହା ମଧ୍ୟ କହିଛନ୍ତି କି ଦୀପିକା ପଡୁ଼କୋଂନ ସେଠାରେ ଏପରି ଲୋକ ଙ୍କୁ ସମର୍ଥନ କରିଥିଲେ ଯେଉଁମାନେ ଯୁବତୀ ଙ୍କ ର ପ୍ରାଇଭେଟ ପାର୍ଟ ଉପରେ ଲାଠି ମାଡ଼ କରିଥିଲେ I

ବିଗତ ଦିନ ରେ ଦୀପିକା ପଡୁ଼କୋଂନ ଙ୍କ ର JNU ଗସ୍ତ କୁ ନେଇ ଅନେକ ପ୍ରକାର ର ଟ୍ୱିଟ ଆସିଥିଲା I କିଛି ଲୋକେ ଦୀପିକା ପଡୁ଼କୋଂନ ଙ୍କୁ ସମର୍ଥନ ଦେଇଥିଲେ ଓ କିଛି ସଂଗଠନ ଏହା ର ବିରୋଧ ମଧ୍ୟ କରିଥିଲେ I ରିପୋର୍ଟ ଅନୁସାରେ ଫିଲ୍ମ ତାନାଜି ପ୍ରଥମ ଦିନ ରେ 15.10 କୋଟି ର ରୋଜଗାର କରିଛି I ଏବଂ ଛାପାକ ପ୍ରାୟ 4.75 କୋଟି ର ରୋଜଗାର କରିଛି I

Share Your Comments Below