ଶୋଇବା ପୂର୍ବରୁ ସ୍ତ୍ରୀଙ୍କ ସହ ନିଶ୍ଚିନ୍ତ କରନ୍ତୁ ଏହି ୫ ଗୋଟି କାମ, କେବେବି ପର ପୁରୁଷଙ୍କ ସହ ରଖିବେନି ସମ୍ବଦ୍ଧ

କୁହାଯାଇଥାଏ କି ବିବାହ କରିବା ପିଲା ଖେଳ ନୁହେ I ଏହାକୁ ବହୁତ ଦାଇତ୍ୱ ର ସହ ହିଁ ପୂରଣ କରିବାକୁ ପଡିଥାଏ I ଆପଣ ଙ୍କ ଦ୍ୱାରା ହେଇଥିବା ଏକ ସମସ୍ୟା ଭୁଲ ପ୍ରତୋକ ଭଲ ସମ୍ପର୍କ କୁ ମଧ୍ୟ ଖରାପ କରିଥାଏ I ଅଧିକାଂଶ ସମୟ ରେ ଆପଣ ଦେଖିଥିବେ କି କିଛି ମହିଳା ମାନେ ତାଙ୍କ ସ୍ୱାମୀ ଙ୍କ ସହ ଵିଶ୍ଵାସଘାତ କରିଥାନ୍ତି ଏବଂ ଅନ୍ୟ ପୁରୁଷ ଙ୍କ ସହ ସମ୍ପର୍କ ବଢାଇଥାନ୍ତି ତ ଘଟଣା ସମ୍ପର୍କ ରେ ଯେତେବେଳେ ସ୍ୱାମୀ ଜାଣିଥାନ୍ତି ତ ସବୁ ଦୋଷ ସ୍ତ୍ରୀ ଙ୍କ ର ହିଁ ଦେଇଥାନ୍ତି I

ଅନେକ ସମୟରେ ଏପରି ହେଇଥାଏକି କାର୍ଯ୍ୟ ବ୍ୟସ୍ତତା କାରଣ ରୁ ନିଜ ସ୍ତ୍ରୀ ଙ୍କୁ ପର୍ୟାପ୍ତ ସମୟ ଦେଇପାରନ୍ତି ନାହିଁ I ଏପରି କ୍ଷେତ୍ରରେ ଆପଣ ଙ୍କ ର ସ୍ତ୍ରୀ ନିଜ କୁ ଏକାକୀ ଭାବିଥାନ୍ତି I

ତେବେ ବୈବାହିକ ଜୀବନରେ ଆପଣ ଙ୍କର କିଛି ସମସ୍ୟା ନ ହେଉ ଏଥିପାଇ ଆମେ ଆପଣ ଙ୍କୁ କିଛି ଉପାୟ କହିବାକୁ ଯାଉଛୁ I

1.ରୋମାଣ୍ଟିକ କଥା
ବୈବାହିକ ଜୀବନରେ ମଧୁରତା ଆଣିବାକୁ ହେଲେ କିଛି ମଧୁର କଥା ଅତ୍ୟନ୍ତ ଆବଶ୍ୟକ ହେଇଥାଏ I ଯେ ପର୍ଯ୍ୟନ୍ତ ଦାମ୍ପନ୍ତି ଙ୍କ ମଧ୍ୟ ରେ ରୋମାନ୍ସ ଚାଲିଥାଏ ସେ ପର୍ଯ୍ୟନ୍ତ ସମ୍ପର୍କ ଭଲ ରହିଥାଏ ତେଣୁ ସର୍ବଦା ସ୍ତ୍ରୀ ଙ୍କ ସହ ଭଲ ସମ୍ପର୍କ ରଖିବାକୁ ହେଲେ ରାତି ରେ କିଛି ସମୟ ନିଶ୍ଚିତ ରୂପେ ରୋମାଣ୍ଟିକ କଥା ହୁଅନ୍ତୁ I

2.ଆଲିଙ୍ଗନ କରିବା
ଯେତେବେଳେ ଆମେ କାହାରିକୁ ଆଲିଙ୍ଗନ କରିଥାଉ ତ ସମୁଖ ରେ ଥିବା ବ୍ୟକ୍ତି ଦୁନିଆ ର ସବୁ ଦୁଃଖ କୁ ଭୁଲିଯାଇଥାଏ I ତେଣୁ ଏପରି କରିବା ଦ୍ୱାରା ଆପଣ ନିଜ ସ୍ତ୍ରୀ ଙ୍କ ସହ ଭାବନାତ୍ମକ ରୂପେ ଯୋଡି ହେଇଥାନ୍ତି I

3.କିସ କରନ୍ତୁ
କିସ କରିବା ଏକ ଏପରି ଜିନିଷ ଯାହା କି ବ୍ୟକ୍ତି ଙ୍କୁ ଇମୋସନଲ କରିଥାଏ I ନିୟମିତ ନିଜ ପତ୍ନୀ ଙ୍କୁ କିସ କରିବା ଦ୍ୱାରା ସେ ଏହା ହୃଦୟଙ୍ଗମ କରିଥାନ୍ତି କି ସର୍ବଦା ତାଙ୍କ ସ୍ୱାମୀ ତାଙ୍କ I

4.ଶାରୀରିକ ସମ୍ବନ୍ଧ ବନାନ୍ତୁ
ପୁରୁଷ ଙ୍କ ପରି ମହିଳା ମାନେ ମଧ୍ୟ ଶାରୀରିକ ସମ୍ପର୍କ ବନେଇବାକୁ ଇଚ୍ଛା ରଖିଥାନ୍ତି I ତେଣୁ ବିବାହ ର କିଛି ବର୍ଷ ପରେ ଯେତେବେଳେ ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କ ର ଏହି ଇଚ୍ଛା କୁ ପୁରଣ କରିବା ବନ୍ଦ କରିଥାନ୍ତି I ତେବେ ସ୍ତ୍ରୀ ଙ୍କ ର ମନ ବିଚଳିତ ହେଇଥାଏ I

5.ପ୍ରଶଂସା କରିବା
ମହିଳା ମାନେ ନିଜ ପ୍ରଶଂସା ଶୁଣିବାକୁ ବେଶ ପସନ୍ଦ କରିଥାନ୍ତି ତେଣୁ ଆପଣ ନିଜ ନିଜ ପତ୍ନୀ ଙ୍କ ର ପ୍ରଶଂସା କରନ୍ତୁ ଦେଖିବେ ଆପଣ ଙ୍କ ଜୀବନରେ ପ୍ରେମ ର କେବେ ହେଲେ ଅଭାବ ରହିବ ନାହିଁ I