ଶୋଇବା ପୂର୍ବରୁ ଖାଇ ଦିୟନ୍ତୁ ଏହି ଗୋଟେ ଜିନିଷ ଦଶ ଗୁଣା ବଢ଼ିଯିବ ପୁରୁଷତ୍ୱ ଶକ୍ତି, ବିଛଣାରେ କରିବେ କମାଲ

ଆଜିକା ସମୟ ରେ ଲୋକେ ନିଜ ର କିଛି ଖରାପ ଅଭ୍ୟାସ କୁ ନେଇ ଓ ଖରାପ ଖାଦ୍ୟପେୟ କୁ ନେଇ ନାନା ଶାରୀରିକ କମଜୋରୀ ର ଶିକାର ହେଇଥାନ୍ତି I ଶାରୀରିକ କମଜୋରୀ ରେ ଲୋକ ଙ୍କ ର ଶରୀର ଦୂରଭାଲ ହେଇଯାଇଥାଏ I ଯାହା ଦ୍ୱାରା ନିଜ ପାର୍ଟନର ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିପାରନ୍ତି ନାହିଁ I

କିଛି ଲୋକେ ଅଧିକ ସମୟ ଶାରୀରିକ ସମ୍ବନ୍ଧ ରଖିବାକୁ ଔଷଧ ମଧ୍ୟ ସେବନ କରିଥାନ୍ତି I କିନ୍ତୁ ଏହି ଔଷଧ ସେବନ ଦ୍ୱାରା ମାତ୍ର କିଛି ସମୟ ପାଁଇ ଶାରୀରିକ କ୍ଷମତା ବୃଦ୍ଧି ପାଇଥାଏ I ତେଣୁ ଆଜି ଆମେ କିଛି ଏପରି ଘରୋଇ ଉପାୟ ବିଷୟ ରେ କହିବାକୁ ଯାଉଛୁ ଯାହା ର ବ୍ୟବହାର ରେ ଶାରୀରିକ ଶକ୍ତି ସର୍ବଦା ବୃଦ୍ଧି ପାଇଥାଏ I

ଆଜି ଆମେ ଆପଣ ଙ୍କୁ ଯେଉଁ ଜିନିଷ ବିଷୟ ରେ କହିବାକୁ ଯାଉଛୁ ତାହା ହେଉଛି ଅଳେଇଚ I ଏହା ବିଶେଷ ରୂପେ ଲାଭକାରୀ ହେଇଥାଏ I ଏହି ସବୁଜ ଅଳେଇଚ ପୁରୁଷ ଙ୍କ ର ଶୂକ୍ରାଣୁ ବୃଦ୍ଧି କରିଥାଏ I ପୁରୁଷ ଙ୍କ ର ଶାରୀରିକ ଶକ୍ତି ବୃଦ୍ଧି କରିଥାଏ I

ଯଦି ଆପଣ ଶାରୀରିକ କମଜୋରୀ ଦୂର କରିବାକୁ ଚାହୁଁଛନ୍ତି ତେବେ ରାତି ରେ ଏକ ଗ୍ଲାସ କ୍ଷୀର ରେ 3 ଗୋଟି ସବୁଜ ଅଳେଇଚ ଖାଇପାରିବେ I ଏହା ଦ୍ୱାରା ଶରୀର ରେ କ୍ୟାଲସିୟମ ମଧ୍ୟ ବୃଦ୍ଧି ହେଇଥାଏ I