ସୌଭାଗ୍ୟସାଳି ହେଇଥାନ୍ତି ସେହି ମହିଳାମାନେ ଯେଉଁ ମହିଳା ଙ୍କର ଏହି ୫ଗୋଟି ଅଙ୍ଗ ବଡ଼ ହୋଇଥାଏ, ତେବେ ଘରକୁ ଆସିଥାଏ ଖୁସି

ଭାରତ ରେ ସ୍ତ୍ରୀ ଙ୍କୁ ଦେବୀ ଙ୍କ ସମାନ ତୁଳନା କରାଯାଇଥାଏ I ଯଦି ମହିଳା ନ ଥାନ୍ତେ ତ ଏ ଦୁନିଆ ରେ ମନୁଷ୍ୟ ର ଅସ୍ତିତ୍ୱ ନ ଥାନ୍ତା I କିନ୍ତୁ ଆଜି କଳିଯୁଗ ରେ ପରିସ୍ଥିତି ମହିଳା ଙ୍କ ର ବହୁତ ଜଟିଳ ଅଟେ I ସଂସାରର ଯିଏ ମୂଳ ସୂତ୍ରଧର ଲୋକେ ତାଙ୍କ ର ସଂମାନ କରୁନାହାନ୍ତି I କିନ୍ତୁ ଆଜିକା ସମୟ ରେ କିଛି ପୁରୁଣା ଚିନ୍ତାଧାରା ର ଗାଁ ରହିଛି ଯେଉଁଠାରେ କି ଝିଅ ଜନ୍ମ ହେବା ମାତ୍ରେ ଲୋକେ ଖୁବ ଖୁସି ହେଇଥାନ୍ତି I

ଆପଣ ଏହା ଜାଣି ନାହାନ୍ତି କି ପୁଅ ଆପଣ ଙ୍କୁ ଛାଡ଼ିଯାଇପାରେ କିନ୍ତୁ ଝିଅ ସର୍ବଦା ପିତା ମାତା ଙ୍କ ର ସୁଖ ଦୁଃଖ ରେ ଭାଗିଦାରୀ ହେଇଥାଏ I ଏହା ବି ସତ କି ଝିଅ ବିବାହ ପରେ ଝିଅ ରହିଥାଏ କିନ୍ତୁ ପୁଅ ମାନେ ବିବାହ ପରେ କାହାରି ସ୍ୱାମୀ ହେଇଥାନ୍ତି I କିଛି ଲୋକେ ଝିଅ ଜନ୍ମ ହେଲେ କହିଥାନ୍ତି କି ବହୁତ ବହୁତ ଶୁଭ କାମନା ଆପଣ ଙ୍କ ଘର କୁ ମାତା ଲକ୍ଷ୍ମୀ ଆସିଛନ୍ତି କିନ୍ତୁ କଣ ସବୁ ଲୋକେ ଏହି କଥା କୁ ଗ୍ରହଣ କରିଥାନ୍ତି I

ତେବେ କିଛି ଝିଅ ଙ୍କ ର ଏପରି କିଛି ଲକ୍ଷଣ ରହିଛି ଯାହା ଦ୍ୱାରା କି ଜଣାପଡିଥାଏ ସେମାନେ ଖୁବ ଭାଗ୍ୟଶାଲୀ ହେଇଥାନ୍ତି I

ଲମ୍ବା ଆଙ୍ଗୁଳି
ଯେଉଁ ମହିଳା ଙ୍କ ର ଆଙ୍ଗୁଳି ଲମ୍ବା ରହିଥାଏ ସେହି ମହିଳା ମାନେ ଅଧିକ ଜ୍ଞାନୀ ହେଇଥାନ୍ତି I ଏବଂ ପାଠ ପଡିବା ରେ ଅଧିକ ସଉକ ରହିଥାଏ I ଯଦି ଏହି ମହିଳା ଙ୍କୁ ପଇସା ଦିଆ ଯାଇଥାଏ ତ ସେ ଏହା କୁ ଡବଲ କିପରି କରିବେ ଏପରି ବି ଭଲ ଗୁଣ ରହିଛି I

ଲମ୍ବା ନାକ
ଯେଉଁ ମହିଳା ଙ୍କର ଲମ୍ବା ନାକ ରହିଥାଏ ସେ କୌଣସି ବି ସମସ୍ୟା କୁ ଶାନ୍ତି ସହକା ରେ ସମାଧାନ କରିଥାନ୍ତି I ଏହି ମହିଳା ଙ୍କ ର ଖର୍ଚ୍ଚ କରିବା ର ସଉକ ରହିଥାଏ କିନ୍ତୁ କୌଣସି ବେକାର କାମ ରେ ନୁହେ I

ଲମ୍ବା ବେକ
ଲମ୍ବା ବେକ ଥିବା ମହିଳା ମାନଙ୍କୁ ଟିକେ ଭାଗ୍ୟଶାଲୀ ବୋଲି ଲୋକେ କହିଥାନ୍ତି I

ବଡ଼ ଆଖି
ବଡ଼ ଆଖି ଥିବା ମହଲା ଦେଖିବାକୁ ସୁନ୍ଦର ଏବଂ ଯେଉଁ ମହିଳା ଙ୍କ ର ଆଖି ବଡ଼ ସେମାନେ ନିଜ ସ୍ୱାମୀ ଙ୍କୁ ଅଧିକ ପ୍ରେମ କରିଥାନ୍ତି I

ଲମ୍ବା ବାଳ
ଯେଉଁ ମହିଳା ଙ୍କ ର ଲମ୍ବା ବାଳ ରହିଥାଏ ସେମାନେ ନିଜ ପରିବାର ପାଁଇ ଭାଗ୍ୟଶାଲୀ ହେଇଥାନ୍ତି ଆଉ ଆପଣ ବି ଦେଖିଥିବେ ମାତା ଲକ୍ଷ୍ମୀ ଙ୍କ ର ବି ଲମ୍ବା ବାଳ I