ପିତା-ମାତା ଙ୍କର ପସନ୍ଦକୁ ସମ୍ମାନ ଦେଇ ଜଣେ ସାଧାରଣ ଲୋକଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ଫିଲ୍ମ ଜଗତ ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ର ମନ ପସନ୍ଦ ଅନୁସାରେ ଏକ ଜୀବନସାଥୀ ଙ୍କୁ ଚୟନ କରିଥାନ୍ତି ଓ ବିବାହ କରିଥାନ୍ତି I କିନ୍ତୁ କିଛି ଏପରି ମଧ୍ୟ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପିତାମାତା ଙ୍କ ର ପସନ୍ଦ କୁ ହିଁ ନିଜ ର ପସନ୍ଦ ବୋଲି ମାନିଥାନ୍ତି I ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ହେଉଛନ୍ତି କାଜଲ ଅଗ୍ରୱାଲ I ସେ ଫିଲ୍ମ ଜଗତ ର ସଫଳ ଅଭିନେତ୍ରୀ ଙ୍କ ମଧ୍ୟ ରେ ଅନ୍ୟତମ ଅଟନ୍ତି I

ବିଗତ ଦିନ ରେ ଏକ ଇଣ୍ଟରଭିୟୁ ରେ କାଜଲ ନିଜ ପତି ଙ୍କ ବିଷୟ ରେ କିଛି ବିଶେଷ କଥା ର ଆଲୋଚନା କରିଥିଲେ I ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜ ଇଣ୍ଟରଭିୟୁ ରେ କହିଥିଲେ କି ସେ କୌଣସି ଅଭିନେତା ଙ୍କ ର ସହ ବିବାହ କରିବେ ନାହିଁ I ଏବଂ ତାଙ୍କ ର ପାର୍ଟନର ତାଙ୍କ ର ଯେପରି ଅଧିକ କେୟାର କରିପାରୁଥିବ ସେହିପରି ସେ ଏକ ପାର୍ଟନର ଙ୍କ ର ଚୟନ କରିବେ I
ଯେଉଁ ଯୁବକ ଙ୍କ ସହ କାଜଲ ବିବାହ କରିବାକୁ ଯାଉଛନ୍ତି ସେହି ଯୁବକ କୁ ସେ ନିଜେ ଜାଣିନାହାନ୍ତି କାରଣ ଏହି ପ୍ରସ୍ତାବ ତାଙ୍କ ପିତାମାତା ଙ୍କ ର ଅଟେ I ଏବଂ ଆଗାମୀ ସମୟ ରେ କାଜଲ ନିଜ ପିତାମାତା ଙ୍କ ର ଅନୁରୋଧ ଅନୁସାରେ ବିବାହ କରିବାକୁ ଯାଉଛନ୍ତି I ସେ ପିତାମାତା ଙ୍କ ର ପସନ୍ଦ କୁ ହିଁ ସ୍ୱୀକାର କରିଛନ୍ତି I


ବର୍ତମାନ କାଜଲ ଅଗ୍ରୱାଲ ଇଣ୍ଡିଆନ 2 ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି I ଏଥିରେ କମଲ ହସନ ଙ୍କ ସହ ସେ ନଜର ଆସିବେ I ଏହି ଫିଲ୍ମ ଟି 1996 ରେ ଆସିଥିବା ଇଣ୍ଡିଆନ ଫିଲ୍ମ ର ଦ୍ୱିତୀୟ ଭାଗ ଅଟେ I ଏଥିରେ କାଜଲ , କମଲ ହାସନ , ସିଦ୍ଧାର୍ଥ , ରକୁଳ , ବିବେକ , ପ୍ରିୟା ଆଦି କଳାକାର ଙ୍କୁ ଦେଖିବାକୁ ମିଳିବ I