ଶ୍ରଦ୍ଧାଙ୍କୁ ଛାଡିଲା ପରେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ କିପରି ସମୟ ବିତାଉଛନ୍ତି Raj Rajesh, ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଯୋଡି ରାଜେଶ୍ ଓ ଶ୍ରଦ୍ଧାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ କିଛିଦିନ ପୂର୍ବେ ଦୁହିଁଙ୍କର ବ୍ରେକଅପ୍ ହୋଇ ଯାଇଥିଲା ଆଉ ବ୍ରେକଅପ୍ ହେବାପରେ ବର୍ତ୍ତମାନ ସମୟରେ ରାଜେଶ୍ ଲୁମରେନାଙ୍କ ସହିତ ନଜର ଆସିଛନ୍ତି। ରାଜେଶ୍ ଲୁମରେନାଙ୍କୁ ଭଲ ପାଉଛନ୍ତି ବୋଲି ସୋସିଆଲ ମିଡିଆରେ ଏହି ଖବର ଭାଇରାଲ୍ ହେଉଛି |

କିନ୍ତୁ ଏହାକୁ ନେଇ ଦୁହେଁ ମୁଁହ ଖୋଲି ନାହାଁନ୍ତି ରାଜେଶ୍ ଏହାକୁ ନେଇ କିଛି କହିନାହାଁନ୍ତି କି ଅନ୍ୟପଟେ ଲୁମରେନା ମଧ୍ୟ ଏହାକୁ ନେଇ କିଛି ବି ହେଲେ ଉତ୍ତର ଦେଇ ନାହାଁନ୍ତି ଆଉ ଏହାରି ମଧ୍ୟରେ ରାଜେଶ୍ ଓ ରିୟାଙ୍କର ବୋହୁତ ସାରା ଫଟୋ ସୋସିଆଲ ଭାଇରାଲ୍ ହେବାରେ ଲାଗିଛି |

କିନ୍ତୁ ପ୍ରକୃତ ଘଟଣା ହେଉଛି ଆଗାମୀ ଦିନମାନଙ୍କରେ ରାଜେଶ୍ ଓ ରିୟାଙ୍କର ଗୋଟିଏ ନୂଆ ଫିଲ୍ମ ଆସିବାକୁ ଯାଉଛି ଏବଂ ଏହି ଫିଲ୍ମରେ ଆପଣମାନେ ଏମାନଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ପାଇବେ ଏବଂ ଏହି ଫିଲ୍ମରେ ଆପଣମାନେ ତାଙ୍କର ଜବରଦସ୍ତ ରୋମାନ୍ସ ସିନ୍ ଦେଖିବାକୁ ପାଇବେ।

ବର୍ତ୍ତମାନ ସମୟରେ ରାଜେଶ୍ ଓ ରିୟାଙ୍କର ମଧ୍ୟ ବୋହୁତ ସାରା ରୋମାଣ୍ଟିକ୍ ଫଟୋ ସୋସିଆଲ ଭାଇରାଲ୍ ହେବାରେ ଲାଗିଛି ଯାହାକି ତାଙ୍କର ଆଗାମୀ ଦିନମାନଙ୍କରେ ରିଲିଜ୍ ହେବାକୁ ଯାଉଥିବା ଗୋଟିଏ ଫିଲ୍ମର ଫଟୋ ଅଟେ। ଅନ୍ୟପଟେ ଲୁମରେନାଙ୍କ ସହିତ ରାଜେଶ୍ ଙ୍କର ଯେଉଁ ଫଟୋଗୁଡ଼ିକ ଭାଇରାଲ୍ ହେଉଛି ତାହା ହେଉଛି ଗୋଟିଏ ଫଟୋ ସୁଟ୍ ର ଫଟୋ ଯେଉଁଥିରେ ଲୁମରେନା ଓ ରାଜେଶ୍ ଫଟୋ ଉଠାଉଛନ୍ତି |

ଆଉ ବର୍ତ୍ତମାନ ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ଆଉ ଯାହା ଜଣା ପଡିଛି ରାଜେଶ୍ ଲୁମରେନା କିମ୍ବା ରିୟାଙ୍କୁ ଭଲ ପାଉଛନ୍ତି ଏବଂ ଏହାଛଡା ରାଜେଶ୍ ମଧ୍ୟ ଗୋଟିଏ ଇଣ୍ଟର୍ଭ୍ୟୁରେ କହିଥିଲେ କି ସେ ଜଣଙ୍କୁ ବର୍ତ୍ତମାନ ସମୟରେ ଡେଟ୍ କରୁଛନ୍ତି। ରାଜେଶ୍ ଶ୍ରଦ୍ଧାଙ୍କୁ ଛାଡ଼ିବା ପରେ ଏହି ଦୁଇ ହିରୋଇନ୍ ଙ୍କ ମଧ୍ୟରୁ କାହାକୁ ଭଲ ପାଉଛନ୍ତି ତାହା ତ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ହେଲେ ଦର୍ଶକ ବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି ରାଜେଶ୍ ଏହି ଦୁଇ ହିରୋଇନ୍ ଙ୍କ ମଧ୍ୟରୁ କାହାକୁ ଭଲ ପାଉଛନ୍ତି ଆମକୁ କମେଣ୍ଟ ବକ୍ସରେ ଜାଣନ୍ତୁ।