ସ୍ତ୍ରୀ କହିଲେ ନପୁଂସକ ତ ସ୍ୱାମୀ ଦେଖେଇଲେ ଏପରି ପୁରୁଷତ୍ୱ କି ଅଧା ରାତିରେ ଘର ଦୌଡ଼ି ପଳାଇଲେ ସ୍ତ୍ରୀ

ଆଜିକା ସମୟ ରେ ଆମ ଦେଶ ରେ ଅପରାଧ ର କିଛି କମି ନାହିଁ I ତେବେ ଏହି ଅପରାଧିକ କାର୍ଯ୍ୟକଳାପ କୁ ରୋକିବା ପାଁଇ ସରକାର ଅନେକ ନୂଆ ନୂଆ ନିୟମ ପ୍ରଣୟନ କରିଛନ୍ତି I ତେବେ ବିଗତ ଦିନ ଅପେକ୍ଷା ଆଜିକା ସମୟ ରେ ଆମେ ଅନେକ ପ୍ରକାର ର ଘଟଣା ସମ୍ପର୍କ ରେ ଜାଣିବାକୁ ପାଇଥାଉ I ତେବେ ଆଜିକା ସମୟ ରେ ଯଦି ଦେଖିବା ତ ଅପରାଧ ନିଜ ର ଚରମ ସୀମା ରେ ପହଁଚିଯାଇଛି I ତେବେ ଏପରି ଘଟଣା ପାଁଇ ସରକାର ଙ୍କ ତରଫରୁ ବି ଅନେକ ବଡ଼ ବଡ଼ ପ୍ରୟାସ ଜାରି ରହିଛି I ଏବଂ ମହିଳା ଙ୍କ ସହ ହେଉଥିବା ଅପରାଧିକ କାର୍ଯ୍ୟକଳାପ କୁ ଧ୍ୟାନ ରେ ରଖି ଅନେକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି I

ନବବିବାହିତ ମହିଳା ଙ୍କ ର ନିଜ ସ୍ୱାମୀ ଙ୍କ ଦ୍ୱାରା ଅତ୍ୟାଚାର
ତେବେ ଖବର ଅନୁସାରେ ଏଠାରେ ଏକ ବ୍ୟକ୍ତି ନିଜ ପତ୍ନୀ ଙ୍କୁ ହିଁ ମାଡ଼ ମାରିଥିଲେ I ଏବଂ ଏହି ମାରପିଟ ରେ 23 ବର୍ଷୀୟ ମହିଳା ଆଘାତ ପାଇଥିଲେ I

ଶିକ୍ଷକ ସ୍ୱାମୀ କରିଲେ ଏପରି ହରକତ
ଏହି ବ୍ୟକ୍ତି ଜଣଙ୍କ ଜଣେ ଶିକ୍ଷକ ଏବଂ ତାଙ୍କ ନାମ ରାଜେଶ ରେଡି , ସେ ଶନିବାର ଦିନ ରାତି ରେ ନିଜ ପତ୍ନୀ ଙ୍କୁ ଖୁବ ମାଡି ମାରି ଥିଲେ I ଏହା ର କାରଣ ହେଉଛି ତାଙ୍କ ପତ୍ନୀ ତାଙ୍କୁ ନପୁଂସକ କହିଥିଲେ I

ମାଡ଼ ମାରିବା ଦ୍ୱାରା ସେ ଆଘାତ ପାଇଥିଲେ
ମହିଳା ଙ୍କ ର ଏହି କଥା ରେ ମର୍ମାହତ ହେଇ ସେହି ବ୍ୟକ୍ତି ତାଙ୍କ ପତ୍ନୀ ଙ୍କୁ ଖୁବ ମାଡ଼ ମାରିଥିଲେ I

ଆରୋପି ଙ୍କୁ ପୋଲିସ ଧରିଥିଲେ
ବର୍ତମାନ ଖବର ଅନୁସାରେ ସେହି ମହିଳା ବର୍ତମାନ ନିକଟସ୍ଥ ହସ୍ପିଟାଲ ରେ ଚିକିସସହିତ ହେଉଛନ୍ତି I ଏବଂ ଆରୋପି ବର୍ତମାନ ଜେଲ ରେ ଅଛନ୍ତି I