ଦିଲ୍ଲୀର GB ରୋଡ଼ରେ ଯେଉଁ ଯୁବତୀଙ୍କ ପାଖକୁ ନିୟମିତ ଯାଉଥିଲେ ଯୁବକ… ୨ ମାସ ପରେ ସେହି ଝିଅ ସହ ହେଇଗଲା ବିବାହ, ଆଉ ତାପରେ

ପ୍ରେମ ବି ବଡ଼ ଆଜିବି ଜିନିଷ ହେଇଥାଏ | କେତେବେଳେ ଜୀବନ ରେ କିଏ ଆସିଥାଏ କେହି ବି ଜାଣି ନାହାନ୍ତି | ଆଜି ଆମେ ଆପଣ ଙ୍କୁ ପ୍ରେମ ର ଏକ ଏପରି କାହାଣୀ କହିବାକୁ ଯାଉଛୁ ଯାହା ହେଉଛି ଦିଲ୍ଲୀ ର ଯିବି ରୋଡ଼ ର | ଦିଲ୍ଲୀ ର ମହିଳା ଆୟୋଗ ଯିବି ରୋଡ଼ ରେ 68 ନମ୍ବର କୋଠା ରେ ଜଣେ ନେପାଳୀ ଯୁବତୀ ଙ୍କ ର ରେସକୟୁ କରାଯାଇଥିଲା |

68 ନମ୍ବର ରେ ଥିବା ଏହି ମହିଳା ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲେ | ଯୁବକ ବି ଜାଣିପାରିଲେ କି ଯୁବତୀ ତାଙ୍କୁ ପ୍ରେମ କରୁଛନ୍ତି | ଯୁବକ ବି ସେହି ସଦର ବଜାର ରେ ରହୁଥିଲା | ଏବଂ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା | ଯୁବକ ଦୀର୍ଘ ଦୁଇ ମାସ ହେବ ଯୁବତୀ ଙ୍କ ସହ ସମ୍ପର୍କ ରେ ଥିଲେ | ଏବଂ ଯୁବକ ଦୁଇ ମାସ ହେବ ଗ୍ରାହକ ହେଇ ଯୁବତୀ ଙ୍କୁ ତାଙ୍କ ଘରେ ଯାଇ ସାକ୍ଷ୍ୟାତ କରୁଥିଲେ |

ଯୁବତୀ ଙ୍କ ର ସମସ୍ୟା ଏହା ଥିଲା କି ବିବାହ ପୂର୍ବ ରୁ ସେ ଚାହୁଁଥିଲେ କି ଯୁବକ ସେହି ଘରୁ ବାହାରି ଯାନ୍ତୁ ଏବଂ ସେ ସେହି ଜିବି ରୋଡ଼ ରୁ ଯାଇ ଅନ୍ୟତ୍ର ତାଙ୍କ ସହ ରହିବାକୁ ଚାହୁଁଥିଲେ |

ଯୁବତୀ ଙ୍କ ର ବିବାହ ର ଇଚ୍ଛା ଥିବା ରୁ ଯୁବକ ଜାଣି ନ ଥିଲା | ଏହି ଯୁବକ ଶକ୍ତିବାହିନୀ ଏନଜିଓ ସହ ମିଶି ଦିଲ୍ଲୀ ମହିଳା ଆୟୋଗ ପହଂଚିଥିଲେ |

ରେସକୟୁ ପରେ ଯୁବତୀ ଆର୍ଥିକ ସମସ୍ୟା କାରଣ ରୁ ସେ ଏହି କାମ ଭାରତ ରେ କରୁଥିଲେ | ଏବଂ ଭାରତ ରେ କାମ ଖୋଜୁ ଖୋଜୁ ସେ ଏଠି ଆସି ପହଂଚିଥିଲେ | ଘର ଲୋକ ଙ୍କୁ ବି ତାଙ୍କ ର ଏହି ସମ୍ବନ୍ଧ ରେ କିଛି ଆପତୀ ନ ଥିଲା | ଏବଂ ଖୁବ ଶୀଘ୍ର ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି |