ନା କୌଣସି ଫିଲ୍ମ ଷ୍ଟାର, ନା କୌଣସି ଟିଭି ଷ୍ଟାର, ବରଂ ଏହି ଖେଳାଳିଙ୍କ ଉପରେ ଫିଦା ହେଲା ୨୨ ବର୍ଷୀୟ ଟିକଟକ ଷ୍ଟାର |

ଟିକଟକ ର ଏହି 22 ବର୍ଷୀୟ ଷ୍ଟାର ଏହି ଖେଳାଳି ଙ୍କ ର ପ୍ରେମ ରେ ପାଗଳ ହେଇଯାଇଛନ୍ତି I

ବଲିଉଡ ଓ ଟିଭି ଜଗତ ର ସମବନ୍ଦ ଏକା ପରି ଅଟେ I ଅନେକ ଷ୍ଟାର ନିଜ କୋ ଷ୍ଟାର ଙ୍କୁ ପ୍ରେମ କରନ୍ତି I ଏବଂ ଏପରି ମଧ୍ୟ ଅନେକ କଳାକାର ଅଛନ୍ତି ଇଣ୍ଡଷ୍ଟ୍ରି ବାହାରେ ଅନ୍ୟତ୍ର ନିଜ ର ଜୀବନସାଥୀ ଙ୍କୁ ସନ୍ଧାନ କରିଥାନ୍ତି I ତେବେ ଆମେ ଆଜି ଯେଉଁ ଷ୍ଟାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଏହା ସମ୍ପୂର୍ଣ ଭିର୍ନ ଅଟେ I

କୌଣସି ଫିଲ୍ମ କିମ୍ବା ଟିଭି ଷ୍ଟାର ଙ୍କ ପାଁଇ ନୁହେଁ ଜଣେ ଭାରତୀୟ କ୍ରିକେଟର ଙ୍କ ଉପରେ ଏହି ଟିକଟକ ଷ୍ଟାର ଅଭିନେତ୍ରୀ ଫିଦା ହେଇଛନ୍ତି I ଏହି ଯୁବତୀ ଙ୍କ ର ନାମ ନିସା ଗୁଂର୍ଗେନ ଏବଂ ତାଙ୍କ ବୟସ 22 ବର୍ଷ ଅଟେ I ଗୁଂର୍ଗେନ ଜଣେ ଟିକଟକ ଷ୍ଟାର ଅଟନ୍ତି I ଏବଂ ସେ ଅନେକ ଆଲବମ ମଧ୍ୟ କରିଛନ୍ତି I

ନିଜ ସୁନ୍ଦରତା କୁ ନେଇ ନିଶା ଗୁଂର୍ଗେନ ଅନେକ ଲୋକପ୍ରିୟ ଅଟନ୍ତି I ଏବଂ ତାଙ୍କ ର ଭିଡିଓ ବେଶ ଲୋକପ୍ରିୟ ହେଇଥାଏ I ଏହି ଯୁବତୀ 22 ବର୍ଷ ବୟସ ରେ କ୍ରିକେଟ ଟିମ ର ଖେଳାଳି ଲୋକେଶ ରାହୁଲ ଙ୍କ ଉପରେ ଫିଦା ହେଇଛନ୍ତି I

ସେ ନିଜେ ଦେଇଥିବା ଇଣ୍ଟରଭିୟୁ ରେ କହିଛନ୍ତି କି ସେ କ୍ରିକେଟର ଲୋକେଶ ରାହୁଲ ଙ୍କୁ ପସନ୍ଦ କରୁଛନ୍ତି I ଏବଂ ତାଙ୍କ ସହ ଡେଟ ରେ ଯିବାକୁ ଚାହୁଁଛନ୍ତି I