ସ୍ତ୍ରୀ ହୁଅନ୍ତୁ କି ପୁରୁଷ ବିଷ୍ଣୁ ପୁରାଣରେ କୁହାଯାଇ ଥିବା ଏହି ଦୁଇଟି କାମକୁ ଅଧିକ ସମୟ ପର୍ଯ୍ୟନ୍ତ କରିବା କଥା ନୁହେଁ

ବିଷ୍ଣୁ ପୁରାଣ ସବୁଠାରୁ ପ୍ରାଚୀନ ପୁରାଣ ଅଟେ I ଏହା କୁ ଶ୍ରୀ ପରାଶର ରୁଷି ଲେଖିଥିଲେ I ଏହା ଭଗବାନ ବିଷ୍ଣୁ ଙ୍କ ର ଉପରେ ଆଧାରିତ ଅଟେ I ଯିଏ କି ସୃଷ୍ଟି ର ଆଦିକାରଣ , ନିତ୍ୟ , ମନ୍ବନ୍ତର , କଳ୍ପ ବିଭାଗ , ସମ୍ପୂର୍ଣ ଏବଂ ଚରିତ୍ର ର ବିଶେଷ ବର୍ଣ୍ଣନ କରାଯାଇଛି I ଏହି ପୁରାଣ ଭଗବାନ ବିଷ୍ଣୁ ଓ ଶିବ ଙ୍କ ର ଅଭିନର୍ତା ର ପ୍ରତିପଦାକ ଅଟେ I ବିଷ୍ଣୁ ପୁରାଣ ରେ ରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ର ଚରିତ୍ର ର ବର୍ଣ୍ଣନ ହେଇଚି I

ଆଜି ଆମେ ଆପଣ ଙ୍କୁ ବିଷ୍ଣୁ ପୁରାଣ ରେ କୁହାଯାଇଥିବା 2 ଗୋଟି କାର୍ଯ୍ୟ ବିଷୟ ରେ କହିବା କୁ ଯାଉଛୁ ଯାହା କୁ ଅଧିକ ସମୟ କରିବା ଉଚିତ ନୁହେଁ I

1.ସ୍ତ୍ରୀ ହେଉ କି ପୁରୁଷ ନିଦ୍ରା ରୁ ଉଠିବା ର ସଠିକ ସମୟ ହେଉଛି ବ୍ରହ୍ମୁହୂର୍ତ୍ତ I ଏହି ସମୟ ରେ ଯେଉଁ ବ୍ୟକ୍ତି ଉଠିଯାଇଥାନ୍ତି ସେହି ବ୍ୟକ୍ତି ଜୀବନ ରେ ଅନେକ ସଫଳତା ପ୍ରାପ୍ତି କରିଥାନ୍ତି I

2.ଜଣେ ବ୍ୟକ୍ତି ଙ୍କୁ ସ୍ନାନ ସମୟ ରେ ଅଧିକ ସମୟ ଲଗାଇବା ଉଚିତ ନୁହେଁ I ଅଧିକ ସମୟ ସ୍ନାନ କରିବା ଦ୍ୱାରା ଜଣେ ବ୍ୟକ୍ତି ଙ୍କ ର ଅନେକ ସ୍ଵାସ୍ତ୍ୟ ସମ୍ବନ୍ଧିତ ସମସ୍ୟା ହେଇଥାଏ I