ସ୍ତ୍ରୀ ସବୁଦିନ କହୁଥିଲେ ଦେହ ଦରଜ ଅଛି, ସ୍ୱାମୀଙ୍କୁ ସନ୍ଦେହ ହେଲା ତ ଲଗାଇଲେ ସିକ୍ରେଟ କ୍ୟାମେରା, ଆଉ ତାପରେ…

ପ୍ରେମ ରେ ଧୋକା ମିଳିବା ସାଧାରଣ କଥା ଅଟେ I କିଛି ଲୋକେ ଏହା ସହ୍ୟ କରିପାରନ୍ତି ନାହିଁ I ଏବଂ ଏପରି କିଛି କରିବସିଥାନ୍ତି ଯାହା କି ଚର୍ଚା ର କାରଣ ପାଲଟିଥାଏ I ଏହିପରି ଏକ ଘଟଣା ଲଣ୍ଡନ ର ଅଟେ I ଲଣ୍ଡନ ର ଉଦ୍ୟୋଗପତି ନିଜ ର ଦ୍ୱିତୀୟ ପତ୍ନୀ ଙ୍କ ସତ୍ୟତା ଜାଣି କିଛି ଏପରି ଘଟଣା ଘଟାଇଥିଲେ ଯାହା କି ବେଶ ଚଡଚ ର କାରଣ ରହିଛି I

ମିରର ର ରିପୋର୍ଟ ଅନୁସାରେ 54 ବର୍ଷୀୟ ପିଟର ମାର୍ଗଣ ଇଂଲଣ୍ଡ ରେ ଜଣେ ବ୍ୟବସାୟୀ ଅଟନ୍ତି I ଦିନେ ସେ କ୍ଳବ ଯାଇଥିଲେ ଓ ସେଠାରେ ଜଣେ ସୁନ୍ଦରୀ ଡ୍ୟାନ୍ସର ଙ୍କ ପ୍ରେମ ରେ ପଡି ଯାଇଥିଲେ I ପୀଟର ଙ୍କ ବୟସ 54 ଓ ତାଙ୍କ ପ୍ରେମିକା ଙ୍କ ବୟସ ଥିଲା 25 ବର୍ଷ I ଏହି ଡ୍ୟାନ୍ସର ଙ୍କ ନାମ ଝିଅଝିଣ ସାଇମଣ୍ତ I ବିବାହିତ ହେଇକି ମଧ୍ୟ ସେ ଉକ୍ତ ପ୍ରେମିକା ଙ୍କ ସହ ରହିଲେ I

କିନ୍ତୁ ଏହି ସାଇମଣ୍ତ ନାମ ଡ୍ୟାନ୍ସର ଯିଏ କି ଗୋଟେ ସନ୍ତାନ ର ମା ସେ ପୂର୍ବ ରୁ ଡ୍ୟାନ୍ସର ଥିବା ପରେ ଏକ ବେସ୍ୟା ର ଜୀବନ ମଧ୍ୟ ଅତିବାହିତ କରିଛନ୍ତି I ଏବଂ ଦରମା ରେ 10000 ମୁଦ୍ରା ମଧ୍ୟ ଦେଇଥିଲେ I ଉଭୟ ଙ୍କ ମଧ୍ୟ ରେ ନିକଟତା ବୃଦ୍ଧି ପାଇଥିଲା I

ଏହା ପରେ ପୀଟର , ସାଇମଣ୍ତ ଙ୍କ ଉପରେ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ I ତିନି ବର୍ଷ ମଧ୍ୟ ରେ ସେ ସାଇମଣ୍ତ ଙ୍କୁ ଅନେକ ଉପହାର ମଧ୍ୟ ପ୍ରଦାନ କରିଛନ୍ତି I ଏହା ସହ ଅନେକ ବୁଲାବୁଲି କରିବା ଦାମୀ ହୋଟେଲ ରେ ରହିବା ଆଦି ର ସଉକ ମଧ୍ୟ ପୁରା କରିଥିଲେ I କିନ୍ତୁ କିଛି ବର୍ଷ ଏକାଠି ରହିବା ପରେ ମହିଳା ଙ୍କ ର ମନ ବଦଳିଯାଇଥିଲେ ଓ ସେ ଆଉ ଏକ ସାଥି ଖୋଜିଥିଲେ I ଏବଂ ପତି ଯେତେବେଳେ ପାଖ ଦରଜ ର ବାହାନା କରୁଥିଲେ I

ପୀଟର ଙ୍କ ର ସନ୍ଦେହ ବଢିବା ରୁ ସେ ସିସି କ୍ୟାମେରା ଲଗାଇଥିଲେ I ଏବଂ ଏହି କ୍ୟାମେରା ରେ ଯାହା ରେକର୍ଡ ହେଇଥିଲା ଏହା ଦେଖି ପୀଟର ଆଶ୍ଚଯ୍ୟ ହେଇଥିଲେ I କାରଣ ଏହି ସାଇମଣ୍ତ ଆଜି ମଧ୍ୟ ନିଜ ର ଦେହବ୍ୟାବସାୟ ରେ ଲିପ୍ତ ଥିଲେ I ତେଣୁ ପୀଟର ରାଗିଯାଇ ନିଜ ପତ୍ନୀ ଙ୍କ ର ହତ୍ୟା କରିଥିଲେ I ବର୍ତମାନ ପୀଟର ଜେଲ ରେ ଅଛନ୍ତି I