୧୭ ନଭେମ୍ବରରେ ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବେ; କେଉଁ ରାଶି ଙ୍କ ଉପରେ ପଡିବ ଶୁଭ ଓ ଅଶୁଭ ପ୍ରଭାବ, ଜାଣନ୍ତୁ

ଜୋତିଷ ଶାସ୍ତ୍ର ଅନୁସାରେ କୌଣସି ରାଶି ର ବ୍ୟକ୍ତି ଙ୍କ ର ରାଶି ଚକ୍ର ରେ ଥିବା ଗ୍ରହ ଙ୍କ ର ଶୁଭ ଓ ଅଶୁଭ ପ୍ରଭାବ କୁ ନେଇ ସେହି ଲୋକେ ସୁଖ ଓ ଦୁଃଖ ଭୋଗ କରିଥାନ୍ତି I ଅଶୁଭ ପରିସ୍ଥିତି କୁ ନେଇ ଲୋକେ ଅଶୁଭ ଫଳ ଭୋଗ କରିଥାନ୍ତି ଓ ଶୁଭ ପରିସ୍ଥିତି କୁ ନେଇ ଶୁଭଫଳ ଭୋଗ କରିଥାନ୍ତି I ଜୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ 17 ନଭେମ୍ବର 2019 ସକାଳ 1.08 ଘଟିକା ସମୟ ରୁ ବିଛା ରାଶି ର ପ୍ରବେଶ କରିବେ I ଏହି ରାଶି 16 ଡିସେମ୍ବର 2019 ପର୍ଯ୍ୟନ୍ତ ରହିବ I

ତେବେ ଚାଲନ୍ତୁ ଜାଣିବା ସୂର୍ଯ୍ୟ ଙ୍କ ର ରାଶି ପରିବର୍ତନ କୁ ନେଇ କେଉଁ କେଉଁ ରାଶି ଉପରେ ରହିବ ଶୁଭ ପ୍ରଭାବ
ସିଂହ ରାଶି ର ଲୋକ ଙ୍କ ର ରାଶି ଚକ୍ର ରେ ଚତୁର୍ଥ ଭାଗ ରେ ସୂର୍ଯ୍ୟ ଙ୍କ ର ପ୍ରଭାବ ରହିବ I ଯାହା ଦ୍ୱାରା କିଛି ମହତ୍ବପୂର୍ଣ ନିଷ୍ପତି ନେଇପାରନ୍ତି I ଲୋକେ ସରକାରୀ ଚାକିରୀ ସହ ଜଡିତ କିଛି ଶୁଭ ଫଳ ପ୍ରାପ୍ତି କରିବେ I କାର୍ଯ୍ୟ କ୍ଷେତ୍ର ରେ ଆପଣ ଅନେକ ଉର୍ନତି କରିବେ I ଆମଦାନୀ ର ଉତ୍ତମ ମାର୍ଗ ପ୍ରଶସ୍ତ ହେବ I

କନ୍ୟା ରାଶି ର ଲୋକଙ୍କ ର ରାଶି ଚକ୍ର ରେ ସୂର୍ଯ୍ୟ ତୃତୀୟ ସ୍ଥାନ ରେ ଗୋଚର କରିବେ I ଏହା ଦ୍ୱାରା ଆପଣ ପରାକ୍ରମୀ ହେବେ I ଭାଗ୍ୟ ର ପୁର୍ଣ ସହଯୋଗ ପ୍ରାପ୍ତି ହେବ I ପରିବାର ଲୋକ ଙ୍କ ସହ କୌଣସି ଧାର୍ମିକ ସ୍ଥାନ କୁ ଯାତ୍ରା କରିପାରନ୍ତି I ଆପଣ ଙ୍କ ର ଅଧୁରା କାର୍ଯ୍ୟ ପୁରା ହେବ I

ଧନୁ ରାଶି ର ଲୋକଙ୍କ ର ରାଶି ରେ ସୂର୍ଯ୍ୟ ଦ୍ୱାଦଶ ସ୍ଥାନ ରେ ଗୋଚର କରିବେ I ଯାହା ଦ୍ୱାରା କି ଆମଦାନୀ ବୃଦ୍ଧି ହେବ I ଘରୋଇ ସୁଖ ଶାନ୍ତି ପ୍ରାପ୍ତି ହେବ I ଶାରୀରିକ ଓ ମାନସିକ କଷ୍ଟ ଦୂର ହେବ I ବିଦେଶ ଗସ୍ତ ର ମଧ୍ୟ ଯୋଗ ରହିଛି I ଆମଦାନୀ ବିଶେଷ ରୂପେ ଫଳପ୍ରଦ ହେବ I କାର୍ଯ୍ୟ କ୍ଷେତ୍ର ରେ ମାନ ସଂମାନ ବୃଦ୍ଧି ହେବ I

ମକର ରାଶି ର ଲୋକ ଙ୍କ ର ଏଗାରତମ ସ୍ଥାନ ରେ ସୂର୍ଯ୍ୟ ଗୋଚର କରିବେ I ଆମଦାନୀ ବୃଦ୍ଧି ର ଯୋଗ ରହିଛି I ଜୀବନସାଥୀ ଙ୍କ ସହ ଆପଣ ଉତ୍ତମ ଜୀବନ ବ୍ୟତୀତ କରିବେ I ଯାହା ଦ୍ୱାରା କାର୍ଯ୍ୟ କ୍ଷେତ୍ର ରେ ଆପଣ ବିଶେଷ ରୂପେ ଉର୍ନତି କରିବେ I ଜୀବନ ରେ ଅନେକ ଉର୍ନତି କରିବେ I

କୁମ୍ଭ ରାଶି ର ଲୋକେ ସୂର୍ଯ୍ୟ ଙ୍କ ର ଦଶମ ସ୍ଥାନ ରେ ଗୋଚର କରିବେ I ଯାହା ଦ୍ୱାରା ଚାକିରୀ କରୁଥିଲା ଲୋକେ ଶୁଭ ଫଳ ପ୍ରାପ୍ତି କରିବେ I ଆପଣ ଅନେକ ନୂଆ ନୂଆ ଯୋଜନା ମଧ୍ୟ କରିବେ I ଜୀବନ ରେ ଯାହା ମଧ୍ୟ କଠିନ ପରିସ୍ଥିତି ରହିଛି ସେଥିରୁ ମୁକ୍ତି ପାଇବେ I ଘର ପରିବାର ଓ ଆର୍ଥିକ ସ୍ତିତି ରେ ସୁଧାର ଆସିବ I

ମୀନ ରାଶି ର ଲୋକ ଙ୍କ ର କୁଣ୍ଡଳୀ ରେ ସୂର୍ଯ୍ୟ ନବମ ସ୍ଥାନ ରେ ଗୋଚର କରିବେ I ଆପଣ ଖୁବ ଭାଗ୍ୟଶାଲୀ ହେବେ I ଆପଣ ଅନେକ କ୍ଷେତ୍ର ରୁ ଆର୍ଥିକ କ୍ଷେତ୍ର ରେ ସହାୟତା ପ୍ରାପ୍ତି କରିବେ I ସମାଜ ରେ ବେଶ ସଂନମାନିତ ହେବେ I ସନ୍ତାନ ତରଫରୁ ଆପଣ ବିଶେଷ ଶୁଭ ଖବର ହାସିଲ କରିବେ I ଜୀବନ ରେ ଅନେକ ସୁଖଦ ଖବର ପ୍ରାପ୍ତି କରିବେ I ନିଜ ପରିଶ୍ରମ ଅନୁସାରେ ହିଁ ପ୍ରତୋକ କାର୍ଯ୍ୟ ରେ ସଫଳ ହେବେ I