ସଚିନ ତେନ୍ଦୁଲକର, ବିଲ ଗେଟସ ଓ ସୌରଭଙ୍କ ମଧ୍ୟରୁ କାହା ଝିଅ ସବୁଠୁ ଅଧିକ ସୁନ୍ଦର, ନିଜେ ଦେଖିକି କୁହନ୍ତୁ, ସୁନ୍ଦରତା ଆଗରେ ବଡ ବଡ ହିରୋଇନ ଫେଲ

ସଚିନ ରମେଶ ତେନ୍ଦୁଲକର କ୍ରିକେଟ ଇତିହାସ ରେ ବିଶ୍ୱ ର ସର୍ବଶ୍ରେଷ୍ଟ ଖେଳାଳି ରୂପେ ପରିଚିତ ଅଟନ୍ତି I ସେ ସର୍ବୋଚ୍ଚ ନାଗରିକ ସଂମାନ ଭାରତ ରତ୍ନ ରେ ସଂନମାନିତ ଅଟନ୍ତି I 2008 ରେ ସେ ପଦ୍ମ ବିଭୂଷଣ ପୁରସ୍କାର ମଧ୍ୟ ପ୍ରାପ୍ତି କରିଥିଲେ I ତେବେ ଚାଲନ୍ତୁ ଜାଣିବା ସଚିନ , ବିଲ ଗେଟସ ଓ ସୌରଭ ଙ୍କ ମଧ୍ୟ ରେ କାହାର ଝିଅ ଅଧିକ ସୁନ୍ଦର ଅଟନ୍ତି I

ନମ୍ବର 01 – ଏହି ଶୁଚି ରେ ସର୍ବ ପ୍ରଥମ ନାମ ହେଉଛି ସଚିନ ଙ୍କ ର ଝିଅ ଯାହା ଙ୍କ ର ନାମ ସାରା ତେନ୍ଦୁଲକର ଅଟେ I ସେ ଦେଖିବା କୁ ମଧ୍ୟ ଖୁବ ସୁନ୍ଦର ଅଟନ୍ତି I

ନମ୍ବର 02 – ଭାରତ ର ପୂର୍ବ ସଫଳତମ କ୍ୟାପଟେନ ସୌରଭ ଗାଙ୍ଗୁଲି ଙ୍କ ର ଝିଅ ଜଣେ ସଂସ୍କରୀ ଓ ଦେଖିବା କୁ ସୁନ୍ଦର ଅଟନ୍ତି I ଏହା ର ଜ୍ୱଳନ୍ତ ଉଦାହରଣ ଆପଣ ଫୋଟୋ ରେ ଦେଖିପାରିଥିବେ I

ନମ୍ବର 03 – ଦୁନିଆ ରେ ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସ ଙ୍କ କଥା ଦେଖିବା କୁ ଗଲେ ସେ ବହୁତ ଫିଟ ଅଟନ୍ତି I ଏହା ର ଜ୍ୱଳନ୍ତ ଉଦାହରଣ ଆପଣ ଫୋଟୋ ରେ ଦେଖିପାରିବେ I