ସୁନ୍ଦରୀ ଚେହେରା ଥିବା ଏହି ମହିଳାଙ୍କର କାରନାମା ଆପଣଙ୍କ ହୋସ ଉଡେଇଦେବ, ଯୌବନ ନିଶାରେ କରିଲେ ଏପରି

ଏହି ଘଟଣା ଟି ଅନୈତିକ ପ୍ରେମ ସମ୍ବନ୍ଧ ର ଏକ ଘଟଣା ଅଟେ | ତେବେ କଣ କେହି ମହିଳା ନିଜ ର ଯୌନ ଲାଳସା କୁ ମେଣ୍ଟାଇବାକୁ ଯାଇ ଏତେ ତଳ କୁ ଖସିପରେ କେହି କେବେ କଳ୍ପନା ବି କରି ନ ଥିବେ | ସେ ନିଜ ର ହିଁ ପିଲା ଙ୍କ ର ହତ୍ୟା କରିଦେଥିଲେ |

ଜୟପୁର ଶିବାଜୀ ପାର୍କ ଥାନା ଅଂଚଳ ର ବିନୋଦ ସ୍ମରୀୟ ଙ୍କ ର କହିବା ଅନୁସାରେ ଶିବାଜୀ ପାର୍କ ଘର ନମ୍ବର 454 ରେ ଭଡା ରେ ରହୁଥିଲେ ବନବାରି ଲାଲ (ବବିଲି ), ତାଙ୍କ ପୁଅ ମୋହିତ , ହାପି , ଅଜ୍ଜୁ , ଭଣଜା ନିଁକ୍କୀ ଙ୍କ ର ପୁଅ ମୁକେଶ ଙ୍କ ର ଛୁରୀ ରେ ହତ୍ୟା କରାଯାଇଛି | ପୋଲିସ ଘଟଣା ସମ୍ପର୍କ ରେ ଜାଣିବା ପରେ ଘଟଣା ସ୍ଥଳ ରେ ବ୍ୟବହାର ହେଇଥିବା ଛୁରୀ କୁ ଜବତ କରିବା ସହ ଯାଞ୍ଚ ପ୍ରକ୍ରିୟା ବି ଆରମ୍ଭ କରିଥିଲା | ସୂଚନା ମୁତାବିକ ମୃତକ ବନବାରି ଙ୍କ ର ପତ୍ନୀ ସନ୍ତୋଷ ଓ ହନୁମାନ ପ୍ରସାଦ ଙ୍କ ର ପ୍ରେମ ପ୍ରସଙ୍ଗ ଦୀର୍ଘ ଦିନ ରୁ ଚାଲି ଆସୁଥିଲା | ତାଙ୍କ ପ୍ରେମ ରେ ତାଙ୍କ ସ୍ୱାମୀ ଓ ତାଙ୍କ ପୁଅ ମୋହିତ ବାଧକ ସଜଉଥିଲେ ତେଣୁ ହନୁମାନ ଏକ ଷଡଯନ୍ତ୍ର କରିଥିଲେ ଏବଂ ଜଣେ ବ୍ୟକ୍ତି ଙ୍କ ସହ 2 ଅକ୍ଟୋବର ରାତି ରେ ସେ ତାଙ୍କ ସହଯୋଗୀ କପିଲ ଧୋବୀ , ଦୀପକ ଧୋବୀ ଙ୍କୁ ନେଇ ଶିବାଜୀ ପାର୍କ ରେ ପହଂଚି ଥିଲେ | ସନ୍ତୋଷ ଘର ର କବାଟ ଖୋଲିଥିଲେ ଏବଂ ସେ ପୂର୍ବ ରୁ ପରିବାର ଲୋକ ଙ୍କ ର ଖାଦ୍ୟ ରେ କିଛି ମିଶାଇ ଦେଇଥିଲେ ଯାହା ଦ୍ୱାରା ପରିବାର ର ସବୁ ଲୋକେ ବେହୋସ ଥିଲେ ଏବଂ ତିନି ଆରୋପି ଘରେ ବସି ତାଙ୍କ 3 ପୁଅ ଓ ଭଣଜା ଙ୍କ ର ଛୁରୀ ରେ ହତ୍ୟା କରିଥିଲେ |

ନିଜ ସ୍ୱାମୀ , ପିଲା ଓ ଭଣଜା ଙ୍କ ର ହତ୍ୟା କରିବା ପରେ ମହିଳା ସନ୍ତୋଷ ଶର୍ମା ଯଥା ସମ୍ଭବ ପ୍ରୟାସ କରିଥିଲେ ପୋଲିସ ରୁ ରକ୍ଷା ପାଇବାକୁ | ଏବଂ ପୋଲିସ ର ପଚରାଉଚରା ରେ ସେ ପୋଲିସ କୁ ଭୁଲାଇବାକୁ ଚେଷ୍ଟା ବି କରିଥିଲେ ଏବଂ ଶେଷ ରେ ପୋଲିସ ଜାଣିବାକୁ ପାଇଛି କି ସନ୍ତୋଷୀ ନିଜ ପ୍ରେମୀ ଙ୍କ ସହ ମିଶି ଏହି ହତ୍ୟା କାଣ୍ଡ ଘଟାଇଛନ୍ତି |

ସନ୍ତୋଷୀ ଓ ପ୍ରେମୀ ହନୁମାନ ପ୍ରସାଦ ଙ୍କ ର ଗିରଫ ହେବା ପରେ ବି ପରିବାର ର 5 ସଦସ୍ୟ ଙ୍କ ର ହତ୍ୟା କୁ ସେ ଗ୍ରହଣ କରି ନ ଥିଲେ କିନ୍ତୁ ଶେଷରେ ହନୁମାନ ଏହି ଘଟଣା ସମ୍ପର୍କ ରେ ସବୁ ସତ୍ୟ କହିଥିଲେ ସେ ପୋଲିସ କୁ କହିଥିଲେ କିପରି ସେ ଅଢେଇ ବର୍ଷ ପୂର୍ବ ରୁ ସନ୍ତୋଷୀ ଙ୍କୁ ସାକ୍ଷାତ କରିଥିଲେ କିନ୍ତୁ ଯେତେବେଳେ ଦୁହିଁଙ୍କ ମଧ୍ୟ ରେ ପ୍ରେମ ବଢିବାକୁ ଲାଗିଥିଲା | ଏହି ସମ୍ପର୍କ ରେ ଖବର ପାଇ ପୁଅ ମୋହିତ ନିଜ ପିତା ଙ୍କୁ ଏହା ଜଣାଇବାକୁ ଚାହୁଁଥିଲା ତେଣୁ ନିଜ ର ଏପରି ଅନୈତିକ ସମ୍ପର୍କ କୁ ଲୁଚାଇବାକୁ ଯାଇ ସନ୍ତୋଷୀ ଏହି ହତ୍ୟାକାଣ୍ଡ ଘଟାଇଥିଲେ | ବର୍ତମାନ ହନୁମାନ ଙ୍କ ର ସହଯୋଗୀ ଦୀପକ ଓ କପିଳ ଙ୍କୁ ବି ଗିରଫ କରାଯାଇଛି |