ସୁନାର Car ମିଳିବ ଯୈାତୁକରେ, ଯିଏ ଏହି ଝିଅକୁ Marriage କରିବ, କିନ୍ତୁ ମାନିବାକୁ ପଡିବ ଏହି ସବୁ ସର୍ତ୍ତ…

ଭାଇ ଭଉଣୀ ର ସମ୍ପର୍କ ଅତି ନିଆରା ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଆଉ ଭାଇ ତାକୁ ରକ୍ଷା କରିବାର ବଚନ ଦେଇଥାଏ ଏବଂ ଭଉଣୀ ର ବାହାଘର କୁ ନେଇ ଭାଇ ର ଅନେକ ସ୍ବପ୍ନ ଥାଏ ସେଇପରି ଜଣେ ଭାଇ ଯାହାର ଭଉଣୀ ର ବାହା ଘରକୁ ନେଇ ଅନେକ ସ୍ବପ୍ନ ଏବଂ ସେ ନିଜ ଭଉଣୀକୁ ବାହାଘରରେ ଦେବାକୁ ଚାହୁଁଛନ୍ତି ଗୋଟେ ସୁନାର କାର ଏବଂ ଏକ ହଜାର କୋଟି ଟଙ୍କା ଏମିତି ବହୁତ ସାରା ଜି୪ ତଥାପି ମଧ୍ୟ ଆଜି ଯାଏ ତାଙ୍କ ଭଉଣୀ କୁଆଁରୀ ହୋଇ ରହିଛନ୍ତି|

ତାଙ୍କ ଭଉଣୀ ଙ୍କୁ ମିଳିନି ଗୋଟେ ମନ ପସନ୍ଦ ର ବର ଓ ତାଙ୍କ ଭାଇ କୁ ଭି ମିଳିନି ଯେ ଏମିତି ଜଣେ ବ୍ୟକ୍ତି ଯିଏକି ତାଙ୍କ ଭେଣେଇ ହୋଇପାରିବ ତେବେ ଆସନ୍ତୁ ଜାଣିବା କାହିଁକି ଭାଇ ଜଣଙ୍କ ଏତେ ଟଙ୍କା ଦେବାକୁ ଚାହୁଁଛନ୍ତି ନିଜ ଭଉଣୀ ଙ୍କୁ ଓ ଆଜି ପର୍ଯ୍ୟନ୍ତ କାହିଁକି ତାଙ୍କ ଭଉଣୀ କୁ ମିଳିନି ମନ ଲାଗି ବର ଟିଏ ସେ କଣ ଅସୁନ୍ଦର ନା ସୁନ୍ଦର ଆସନ୍ତୁ ଜାଣିବା | ସୋସିଆଲ ମିଡିଆରେ ଭାଇ ଭଉଣୀ ଙ୍କୁ ନେଇ ଆସେ ଅନେକ ନ୍ୟୁଜ ଭାଇ ଭଉଣୀଙ୍କ ଭଲପାଇବା କୁ ନେଇ ଭାଇ ଭଉଣୀଙ୍କ ଝଗଡା କୁ ନେଇ ଏପରି ଅନେକ |


ଆଜି ଆସନ୍ତୁ ଜାଣିବା ଏବଂ ସୁନ୍ଦର କାହାଣୀ ଯେଉଁ କାହାଣୀ ରେ ସାଉଥ କୋରିଆ ର ଜଣେ ଭାଇ ନିଜ ଭଉଣୀ ଙ୍କୁ ତାଙ୍କର ବାହା ଘରରେ ଗୋଟେ ସୁନାର କାର ଦେବେ ବୋଲି କହିଛନ୍ତି ଏହା ମଧ୍ୟ କହିଛନ୍ତି ଓ ଏହା ମଧ୍ୟ କହିଛନ୍ତି ଯିଏ ତାଙ୍କ ଭଉଣୀ ଙ୍କୁ ବିବାହ କରିବ ସେ ତାଙ୍କୁ 1 ହଜାର କୋଟି ଟଙ୍କା ଦେବେ ଏବଂ ସୁନାର ବାସନ କୁସନ ଦେବେ ତାଙ୍କ ଭଉଣୀ ତା ଶାଶୁ ଘରକୁ ଯାହା ନେଇକି ଯିବ ସେ ଜିନିଷ ସୁନାର ଏବଂ ହୀରାର ହୋଇଥିବା ତଥାପି ଏହିପରି ଅନାଉନ୍ସ କରି ମଧ୍ୟ ତାଙ୍କ ଭଉଣୀ ଙ୍କୁ ଆଜି ପର୍ଯ୍ୟନ୍ତ ମିଳିନି |


ତାଙ୍କ ମନ ପସନ୍ଦ ର ବର କାରଣ ବିବାହ କରିବା ପାଇଁ ତାଙ୍କ ଭାଇ ରଖିଛନ୍ତି ଏହିପରି କିଛି ସର୍ତ ସେହି ସର୍ତ ଟି ହେଲା ମୋ ଭଉଣୀ କୁ ଯେଉଁ ବ୍ୟକ୍ତି ବିବାହ କରିବେ ତାଙ୍କ ହାଇଟ 5 ଫୁଟ 7 ଇଞ୍ଚ ରୁ ଜମା ଅଧିକ ହୋଇନଥିବ ଏବଂ ତାଙ୍କ ଓଜନ 75 କେଜି ହୋଇଥିବା ଆବଶ୍ୟକ ସେ ଆହୁରି ମଧ୍ୟ କହିଛନ୍ତି ଯିଏ ମୋ ଭଉଣୀ କୁ ବାହା ହେବ ତାହାର ଆର୍ମି ବ୍ୟାଗ୍ରାଉଣ୍ଡ ରହିବ ନିହାତି ଦରକାର କିମ୍ବା ସେ ଆର୍ମି ରେ କାର୍ଯ୍ୟ କରୁଥିବା ଦରକାର ଏହା ଛଡା ଯେଉଁ ବ୍ୟକ୍ତି ତାଙ୍କ ଭଉଣୀଙ୍କୁ ବିବାହ କରିବେ ତାଙ୍କର ଆଗରୁ କୌଣସି ପ୍ରେମ ସମ୍ପର୍କ ନଥିବ ତେବେ ଆଜିକା ଦୁନିଆରେ ଏମିତି କା ଲୋକ କେଉଁଠୁ ମିଳିବ ଏହା ତ ଅସମ୍ଭବ |

ଆମେ ଆପଣଙ୍କୁ କହି ରଖୁଛୁ କି ସାଉଥ କୋରିଆର ଏକ ରୁଲ ସାଉଥ କୋରିଆ ର ଲୋକ ବାହାରେ ଯାଇ କୌଣସି ବ୍ୟାଙ୍କ ଏକାଉଣ୍ଟ ଖୋଲିପାରିବେ ନାହିଁ ବା କୌଣସି ଧନ୍ଦା କରିପାରିବେ ନାହିଁ ସାଉଥ କୋରିଆ ରେ ଏମିତି କା ପୁଅ ନାହାନ୍ତି କିନ୍ତୁ ବାହାର ଦେଶରେ ଏମିତି କା ପୁଅ ଅଛନ୍ତି ଯେହେତୁ ସାଉଥ କୋରିଆରୁ ବାହାରକୁ ତାଙ୍କ ଭଉଣୀଙ୍କୁ ଛାଡିବାକୁ ଚାହୁଁନାହାନ୍ତି ତାଙ୍କ ଭାଇ ସେଥିପାଇଁ ବୋଧେ ତାଙ୍କୁ ଆଜି ଯାଏ ପୁଅ ମିଳୁନି ଯଦି ସାଉଥ କୋରିଆ ର ବାହାରୁ କୌଣସି ବ୍ୟକ୍ତି ତାଙ୍କୁ ବିବାହ କରିପାରନ୍ତି ତେବେ ହୁଏ ତ ତାଙ୍କୁ ପୁଅ ମିଳିଯାଇଥାନ୍ତା କିନ୍ତୁ ତାଙ୍କ ମନ ପସନ୍ଦ ର ବର ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ ଆସ କରୁଛୁ ଆଗକୁ ତାଙ୍କୁ ତାଙ୍କ ମନ ପସନ୍ଦ ର ବର ମିଳିଯିବ |