ସୁପ୍ରିମ କୋର୍ଟର ବଡ଼ ନିଷ୍ପତି, କହିଲେ ଯେଉଁ ରାଜନୈତିକ ଦଳ ଅପରାଧୀ ମାନଙ୍କୁ ଟିକେଟ ଦେବେ ସେମାନେ …

ସୁପ୍ରିମ କୋର୍ଟ ଗୁରୁବାର କୁ ରାଜନୈତିକ ଦଳ ପାଁଇ ଏକ ବଡ଼ ନିର୍ଦେଶ ଦେଇଛନ୍ତି I ସୁପ୍ରିମ କୋର୍ଟ ର ଏହି ନିର୍ଦେଶ ସବୁ ରାଜନୈତିକ ଦଳ ପାଁଇ I ଅଦାଲତ ର ଏହି ନିଷ୍ପତି ଆସିଛି କି ରାଜନୀତି ରେ ଅନେକ ଅପରାଧୀ କାର୍ଯ୍ୟ ରେ ସମ୍ପୃକ୍ତ ଥିବା ନେତା ଙ୍କ ର ସଂଖ୍ୟା ବୃଦ୍ଧି ହେଇଚି I ସୁପ୍ରିମ କୋର୍ଟ ର ଏହି ନିର୍ଦେଶ ରହିଛି କି ସବୁ ରାଜନୈତିକ ଦଳ ନିଜ ର ୱେବସାଇଟ ରେ ଏହା ଉଲେଖ କରିବା କୁ ହେବ କି ତାଙ୍କ ର ଥିବା ସଦସ୍ୟ ମାନଙ୍କ ର କାହାର ଅପରାଧିକ କାର୍ଯ୍ୟ ରେ ସେମାନେ ଜଡିତ ରହିଛନ୍ତି I ନିର୍ବାଚନ ଆୟୋଗ କୁ 72 ଘଣ୍ଟା ମଧ୍ୟ ରେ ଏହି ରିପୋର୍ଟ ଦେବାକୁ ହେବ I

ସୁପ୍ରମ କୋର୍ଟ ର ଏହି ନିର୍ଦେଶ ରହିଛି କି ଯଦି କୌଣସି ଅପରାଧିକ କାର୍ଯ୍ୟ ରେ ଜଡିତ ଥିବା ଲୋକ ଙ୍କୁ ଆପଣ ପାର୍ଟି ରେ ଟିକେଟ ଦେଉଛନ୍ତି ତେବେ ଏହା ର ସ୍ପଷ୍ଟୀକରଣ ପାର୍ଟି କୁ ଦେବାକୁ ହେବ I ଏହା ସହ ଉକ୍ତ ବ୍ୟକ୍ତି ଙ୍କ ର ପରିଚୟ ପତ୍ର ମଧ୍ୟ ଦେବାକୁ ହେବ I ଏହା ଦ୍ୱାରା ରାଜନୈତିକ ପାର୍ଟି ମଧ୍ୟ ରେ ଅପରାଧିକ ମାମଲା ରେ ଜଡିତ ଥିବା ଲୋକ ଙ୍କ ର ପରିଚୟ ମିଳିପାରିବ I

ରାଜନୈତିକ ପାର୍ଟି କୁ ଏହି ନିର୍ଦେଶ ଦେବା ଛଡା ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛି ଯେଉଁ ପାର୍ଟି ଏପରି କାର୍ଯ୍ୟ ରେ ଅବମାନନା କରନ୍ତି ସେହି ପାର୍ଟି ନାମ ରେ ସୁପ୍ରିମ କୋର୍ଟ ରେ ମକୋଡାମ ଦାୟର ହେବ I


ଏହି ନିର୍ଦେଶନାମା ସମୟ ରେ ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛନ୍ତି କି ନିର୍ବାଚନ ପାଁଇ ପ୍ରାର୍ଥୀ ଙ୍କ ର ତାଙ୍କ ଯୋଗ୍ୟତା ଆଧାର ରେ ହିଁ ଚୟନ କରାଯିବ I ଯେଉଁ ବ୍ୟକ୍ତି ଯୋଗ୍ୟ ନ ଥିବେ ସେହି ବ୍ୟକ୍ତି ଙ୍କୁ ଟିକେଟ ମିଳିବ ନାହିଁ I

ଏହା କୁ ନେଇ ରାଜନୈତିକ ପାର୍ଟି ନିଜ ର ମତାମତ ଦେଇଛନ୍ତି I ସୁପ୍ରିମ କୋର୍ଟ ର ଆଦେଶ ପରେ କଂଗ୍ରେସ , ବିଜେପି କୁ ଜେରା କରିଛି I କଂଗ୍ରେସ କହିଛି କି କର୍ଣ୍ଣାଟକ ରେ ଭାଜପା ସରକାର ଜଙ୍ଗଲ କାଟିବା ର ଅପରାଧ କରିଛି I ଏବଂ ପର୍ଯାବରଣ ମନ୍ତ୍ରାଳୟ ଏହା କୁ ଅବମାନନା କରିକି ସୁପ୍ରିମ କୋର୍ଟ କୁ ଅବମାନନା କରିଛି I

କଂଗ୍ରେସ ର ମୁକ୍ଷ୍ୟ ପ୍ରବକ୍ତା ଶୂରଃଯେବଲ ଟ୍ୱିଟ କରି କହିଛନ୍ତି କି ନିଜେ ପ୍ରଧାନମନ୍ତ୍ରୀ ହିଁ ତାଙ୍କ ପାର୍ଟି ରେ ଅନେକ ଅପରାଧିକ ବ୍ୟକ୍ତି ଙ୍କୁ ମିଶାଇଛନ୍ତି ଓ ସୁପ୍ରିମ କୋର୍ଟ ର ଆଦେଶ କୁ ଅବମାନନା କରିଛନ୍ତି I

ଅପରାଧିକରଣ ରେ ଜନ ପ୍ରତିନିଧିତ୍ୱ ଅଧିନିୟମ କଣ ଅଟେ I ଜନ ପ୍ରତିନିଧିତ୍ୱ ଅଧିନିୟମ 1971 ର ଧାରା 8 ଅନୁସାରେ ଅପରାଧିକ କାର୍ଯ୍ୟ ରେ ଜଡିତ ଥିବା ବ୍ୟକ୍ତି ଙ୍କୁ ନିର୍ବାଚନ ଲଢ଼ିବା କୁ ଦିଆ ଯିବ ନାହିଁ I କିନ୍ତୁ ଯେଉଁ ନେତା ଙ୍କ ମକୋଦମା ଚାଲିଛି ସେମାନେ ନିର୍ବାଚନ ଲଢ଼ିପାରିବେ I

Share Your Comments Below