ସୁଇଟର କିଣିବା ମାମଲାରେ ସବୁଠାରୁ ଭଲ ହେଉଛି ଏହି ମାର୍କେଟ, ୧୦୦ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ଭିତରେ ମିଳିବ ସବୁଠୁ ଭଲ

ଥଣ୍ଡା ଋତୁ ରେ ଆପଣ ଗରମ ପୋଷାକ ବାହାରୁ କିଣି ଆଣିଥାନ୍ତି I ଏବଂ ଏହି ଗରମ ପୋଷାକ ଓଡିଶା ବାହାର ରୁ ହିଁ ଆମଦାନୀ ହେଇଥାଏ I ଥଣ୍ଡା ଦିନ ରେ ଏହା ଖୁବ ସମୟ ପାଁଇ ହିଁ ଓଡିଶା ବଜାର ରେ ବିକ୍ରୟ ହେଇଥାଏ I ଏବଂ ଅଧିକ ବର୍ଷ ଏହା ଆଲମାରୀ ରେ ରହିଲେ ମଧ୍ୟ ଖରାପ ହେଇଯାଇଥାଏ I ତେଣୁ ଥଣ୍ଡା ଦିନ ରେ ଅଧିକାଂଶ ଲୋକେ ଏହି ଗରମ କପଡା କିଣିବା କୁ ଇଚ୍ଛା କରିଥାନ୍ତି I

ଆପଣ ଯଦି ଗରମ କପଡା କୁ କମ ମୂଲ୍ୟ ରେ କିଣିବାକୁ ଚାହୁଁଛନ୍ତି ତେବେ ଦିଲ୍ଲୀ ର ଗାନ୍ଧୀ ମାର୍କେଟ ହିଁ ବେଶ ଭଲ ଅଟେ I ଏଠାରୁ ଆପଣ ସ୍ଵେଟର ଓ ଜ୍ୟାକେଟ ବହୁତ କମ ମୂଲ୍ୟ ରେ ସହଜ ରେ କିଣିପାରିବେ I ଆପଣ ଏଠାରୁ ସିଙ୍ଗଲ ପିସ ମଧ୍ୟ ସହଜ ରେ କିଣିପାରିବେ I

ଦିଲ୍ଲୀ ର ଗାନ୍ଧୀ ନଗର ମାର୍କେଟ ଏକ ଏପରି ମାର୍କେଟ ଯେଉଁଠାରେ 15000 ରୁ ଅଧିକ ଦୋକାନ ରହିଛି I ଏବଂ ଏହା ଏସିଆ ର ସବୁଠାରୁ ବଡ଼ ହୋଲସେଲ ମାର୍କେଟ ଅଟେ I ଦେଶ ରେ ଅଲଗା ଅଲଗା ସ୍ଥାନ ରୁ ଲୋକେ ଆସି ଏଠାରୁ କପଡା କିଣିଥାନ୍ତି I ଏଠାରେ 180 ଟଙ୍କା ମୂଲ୍ୟ ରେ ମଧ୍ୟ ଜ୍ୟାକେଟ ମିଳିଯାଇଥାଏ I

ଆପଣ ଏହା ହିଁ ଚିନ୍ତା କରୁଥିବେ ଏତେ ଶସ୍ତା ରେ ଆପଣ କିପରି ଅଧିକ କପଡା ପାଇପାରୁଛନ୍ତି I ଏହି ଠାରେ ଥିବା ଦୋକାନ ନିଜେ ହିଁ କପଡା ତିଆରି କରି ବିକ୍ରୟ କରିଥାନ୍ତି I ଯେଉଁ କାରଣ ରୁ ଭଲ କ୍ୱାଲିଟି ର କପଡା ଆପଣ କମ ମୂଲ୍ୟ ରେ ସହଜ ରେ ପାଇପାରିଥାନ୍ତି I

ଆପଣ ଅନ୍ୟ ମାର୍କେଟ ଯେପରି ଚାନ୍ଦିନୀ ଚୌକ ଜାଣପାଠ ଲଜପଥ ସରାଜନୀ ନଗର କରୋଲ ବାଗ ଓ ସାହାଦରା ମାର୍କେଟ ରୁ ସପିଙ୍ଗ କରିପାରିବେ I ଲୁଧିଆନା ର ଘୁମର ମଣ୍ଡି ମାର୍କେଟ ଓ କରିମ ପୁରା ମାର୍କେଟ ରୁ ଆପଣ ସହଜ ରେ ଓ ଖୁବ କମ ମୂଲ୍ୟ ରେ କପଡା କିଣିପାରିବେ I