ସ୍ୱାମୀଙ୍କ ବିଦେଶ ଯିବା ପରେ ନିଜ ଧରମ ଭାଇକୁ ଡାକି ସବୁବେଳେ ରୁମରେ ପଶି ରହୁଥିଲେ ସ୍ତ୍ରୀ, ଗୋଟେ ଦିନ ଶାଶୁ-ଶଶୁର ଗଳିକି ଦେଖିଲ ତ

ୟୁପି ର ଊଂନଵ ରେ ଏପରି ଏକ ମାମଲା ଦେଖିବାକୁ ମିଳିଛି ଏହା ଦେଖି ପୋଲିସ ବି ଆଶ୍ଚଯ୍ୟ ହେଇଚି I

ଏହା ଏକ ଅନୈତିକ ପ୍ରେମ କାହାଣୀ ଅଟେ ଏବଂ ଏହା ବର୍ତ୍ତମାନ ୟୁପି ରେ ଖୁବ ଚର୍ଚା ରେ ରହିଛି I ଏକ ଘରେ ପତି ପତ୍ନୀ ଓ ଶାଶୁ ଶଶୁର ବି ରହିଥାନ୍ତି I ପତି ସର୍ବଦା ବିଦେଶ ରେ ରୁହନ୍ତି ନିଜ କାମ ରେ I

ପତ୍ନୀ ଙ୍କ ର ଜଣେ ପ୍ରେମିକ ଥିଲେ ଓ ସେ ସର୍ବଦା ତାଙ୍କୁ ସାକ୍ଷାତ କରିବାକୁ ଆସିଥାନ୍ତି ଏବଂ ଘରେ କେହି ନ ଥିବା ର ସୁଯୋଗ ପାଇ ପତ୍ନୀ ତାଙ୍କ ପ୍ରେମୀ ଙ୍କୁ ଘର କୁ ଡାକିଥାନ୍ତି I କିନ୍ତୁ ଦିନେ ତାଙ୍କ ଶାଶୁ ଶଶୁର ଙ୍କୁ ସନ୍ଦେହ ହେଇଥିଲା I

ଶାଶୁ ଶଶୁର ବି ନିରୁପାୟ ଥିଲେ ଏବଂ ବୋହୁ କଥା ରେ ହିଁ ଚାଲିଲେ I କାରଣ ତାଙ୍କ ପୁଅ ବିଦେଶ ରେ ରହୁଥିଲା ଓ ତାଙ୍କ ବର୍ଢ୍ୟକ୍ୟ କାଳ ରେ ଏକମାତ୍ର ସାହାରା ତାଙ୍କ ବୋହୁ ଥିଲା I

ଘଟଣା ଦିନ ସ୍ୱାମୀ ବିଦେଶ ଯାଇଥିଲେ ଏବଂ ସେ ତାଙ୍କ ବୟଫ୍ରେଣ୍ଡ କୁ ଘର କୁ ଡାକିଥିଲେ I ବୋହୁ ତାଙ୍କ ଶାଶୁ ଶଶୁର ଙ୍କ ସମୁଖ ରେ ହିଁ ତାଙ୍କ ବୟଫ୍ରେଣ୍ଡ କୁ ନେଇ ରୁମ କୁ ଯାଇଥିଲେ ଏହା ଦେଖି ଶାଶୁ ଶଶୁର ବାହାରୁ କବାଟ ଦେଇ ପୋଲିସ କୁ ସୂଚନା ଦେଇଥିଲେ I ବେଡ୍ରୁମ ରୁ ଆଉ ବାହାର କୁ ଯିବାର କୌଣସି ରାସ୍ତା ନ ଥିଲା I

ପୋଲିସ ରୁମ ରେ ଆସି ଖୋଜିଥିଲା କିନ୍ତୁ ସେଠାରେ କାହାରିକୁ ବି ପାଇ ନ ଥିଲା I ଏହା ପରେ ବୋହୁ ଶାଶୁ ଶଶୁର ଙ୍କ ଉପରେ ନିର୍ଯ୍ୟାତନା ର ଅଭିଯୋଗ ଆଣିଥିଲେ I

ପୋଲିସ ସତ୍ୟତା କୁ ପାଇପାରି ନ ଥିଲା ଏବଂ ଶାଶୁ ଶଶୁର ଙ୍କୁ ଭୁଲ ବୁଝିଥିଲେ I କିନ୍ତୁ ସେହି ସମୟ ରେ ରୁମ ରେ ଥିବା ଏକ ବଡ଼ ସିଂଧୁକ ରେ ନଜର ପଡିଥିଲା ଓ ଏହି ସିଂଧୁକ ଯେତେବେଳେ ଖୋଲାଯାଇଥିଲା ତ ତାଙ୍କ ବୋହୁ ଙ୍କ ର ପ୍ରେମୀ ଙ୍କୁ ଦେଖିବାକୁ ମିଳିଥିଲା I

Share Your Comments Below