ସ୍ୱାମୀ ଙ୍କ ମୃତ୍ୟୁର ୩ ବର୍ଷ ପରେ ତାଙ୍କରୀ ପିଲାର ମା ହେଲେ ଏହି ମହିଳା, ପଡୋଶୀ ବି କରୁଛନ୍ତି ତାଙ୍କର ଏପରି କାମର ପ୍ରଶଂସା

ଯଦି ଜଣେ ବିବାହିତା ମହିଳା ଙ୍କ ର ସ୍ୱାମୀ ଙ୍କ ର ଦେହାନ୍ତ ର 3 ବର୍ଷ ପରେ ଜଣେ ମହିଳା ଏକ ସନ୍ତାନ କୁ ଜଣ ଦିଅନ୍ତି ତେବେ ନିଶ୍ଚିତ ରୂପେ ଏହା ଆପଣ ଙ୍କ ପାଁଇ ଆଶ୍ଚଯ୍ୟ ର କଥା ଅଟେ I ଭୋପାଲ ରେ ଜଣେ ମହିଳା ନିଜ ସ୍ୱାମୀ ଙ୍କ ର ଦେହାନ୍ତ ର 3 ମାସ ପରେ ଏକ ସନ୍ତାନ କୁ ଜନ୍ମ ଦେଇଛନ୍ତି I ତାଙ୍କ ସ୍ୱାମୀ ଙ୍କ ର ଏକ ସଡକ ଦୁର୍ଘଟଣା ରେ ଦେହାନ୍ତ ହେଇଥିଲା I ମଞ୍ଜୁ ନାମ ଏହି ମହିଳା ବିଗତ ସପ୍ତାହ ରେ ଭୋପାଲ ର ଏକ ହସ୍ପିଟାଲ ରପିଲାଟି କୁ ଜନ୍ମ ଦେଇଥିଲେ I

ସୂଚନା ମୁତାବିକ , ଭୋପାଲ ରେ କିସନଲଲ ଓ ମଞ୍ଜୁଦେବୀ ଙ୍କ ର ବିବାହ ର ପାଞ୍ଚ ବର୍ଷ ପରେ ବି ତାଙ୍କ ର ଏକ ପିଲାଟି ଜନ୍ମ ହେଇ ନ ଥିଲା ଏବଂ ସେ ବିଶେଷଜ୍ଞ ଙ୍କ ସହ ପରାମର୍ଶ ନେଇଥିଲେ I କିନ୍ତୁ ସେ କିଛି ସଫଳତା ପାଇ ନ ଥିଲେ I କିନ୍ତୁ କିସନଲାଲ ଙ୍କ ର ପିତା ହେବାକୁ ପ୍ରବଳ ଇଚ୍ଛା ଥିଲା ଏବଂ 2017 ରେ ଏକ ସଡକ ଦୁର୍ଘଟଣା ରେ କିସାନଲାଲ ଙ୍କ ର ମୃତ୍ୟୁ ହେଇଥିଲା I

ଯେତେବେଳେ ମଞ୍ଜୁ ଙ୍କୁ ତାଙ୍କ ପତି ଙ୍କ ଖବର ମିଳିଲା ତ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା I ମଞ୍ଜୁ ସମ୍ପୂର୍ଣ ରୂପେ ଭାଙ୍ଗିପଡିଥିଲେ I କିନ୍ତୁ ମଞ୍ଜୁ ନିଷ୍ପତି ନେଇଥିଲେ କି ସେ ଏକ ପିଲାଟି କୁ ଜନ୍ମ ଦେଇ ନିଜ ସ୍ୱାମୀ ଙ୍କ ର ସ୍ବପ୍ନ ପୁରା କରିଛନ୍ତି I ଏବଂ ଏଥିପାଇ ସେ ଆଇବିଏଫ ର ସହାୟତା ମାଗିଥିଲେ ଏବଂ ଜଣେ ଡାକ୍ତର ଙ୍କ ସହ ପରାମର୍ଶ ନେଇଥିଲେ I

କିନ୍ତୁ ଏହି ଦୁର୍ଘଟଣା ପୂର୍ବ ରୁ ଆଇବିଏଫ ପ୍ରକ୍ରିୟା ଆରମ୍ଭ ହେଇସାରିଥିଲା ଏବଂ ତାଙ୍କ ସ୍ୱାମୀ ଙ୍କ ର ସ୍ପରମ ସୁରକ୍ଷିତ ଥିଲା I ଯାହା ଦ୍ୱାରା କି ବିଗତ ସପ୍ତାହ ରେ ହିଁ ମଞ୍ଜୁ ଏକ ସନ୍ତାନ କୁ ଜନ୍ମ ଦେଇଛନ୍ତି I ସେ ନିଜ ର ଏହି ଚତୁରପଣିଆ କାରଣ ରୁ ମା ହେବାର ସ୍ବପ୍ନ କୁ ପୁରା କରିଛନ୍ତି କିନ୍ତୁ ଏଥିପାଇ ମଞ୍ଜୁ ଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡିଥିଲା I ଏହିପରି ମଞ୍ଜୁ ନିଜ ପତି ଙ୍କ ର ସୁରକ୍ଷିତ ସ୍ପରମ ରୁ ଏକ ସନ୍ତାନ କୁ ଜନ୍ମ ଦେଇଥିଲେ I