ସ୍ଵାମୀଙ୍କୁ ୱାଟସଆପରେ ମେସେଜ କଲେ ତୁ କାନ୍ଦିବୁ… ବହୁତ କାନ୍ଦିବୁ ଆଉ ତାପରେ ପୁଅ ସହ କରିଦେଲେ ଏପରି କାମ …

ମାମଲା ଟି ରାଜଧାନୀ ଭାକରୋଟା ର ଅଟେ I ସେଠାରେ ରୟାଲ ଗ୍ରୀନ ଭେଲି ରେ ନବିତା ମୀନ ନିଜ ର ଦୁଇ ପିଲା ଙ୍କ ସହ ରହୁଥିଲେ I ଏବଂ ତାଙ୍କ ପତି ରାଜେଶ ଯୌତୁକ ଆଦି କୁ ନେଇ ତାଙ୍କ ସହ ଅନେକ ଝଗଡା ମଧ୍ୟ କରୁଥିଲେ I ଯାହା କୁ ନେଇ ନବିତା ବିରକ୍ତ ହେଇଯାଇଥିଲେ I ତେଣୁ ନବିତା ଆତ୍ମହତ୍ୟା କରିବା କୁ ଉଦ୍ୟମ କରିଥିଲେ I ତେଣୁ ପ୍ରଥମେ 3 ବର୍ଷ ର ପୁଅ ର ମୁହଁ ରେ ତକିଆ ଦବାଇ ତାକୁ ମାରିବାକୁ ଚେଷ୍ଟା କରିଥିଲେ I

ପୁଅ ର ହତ୍ୟା କରିବା ପରେ ପରିବାର ଲୋକ ଙ୍କୁ ଏହା କହିଥିଲେ କି ଦିବ୍ୟାନସ ବେହୋସ ଅଛନ୍ତି I ଲୋକେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ ଓ ଡାକ୍ତର ମୃତ ଘୋଷିତ କରିଥିଲେ I ଏହା ପରେ ନବିତା ନିଜ ବାପ ଘର ଲୋକ ଙ୍କୁ ନେଇ ଅନ୍ତିମ ସଂସ୍କାର କରିଥିଲେ I ଅନ୍ୟପଟେ ପତି ରାଜେଶ ଙ୍କୁ ଖବର ଲାଗିଥିଲା I ଏବଂ ତାଙ୍କ ପିଲାଟି ର ଅନ୍ତିମ ସଂସ୍କାର ରେ ଯୋଗ ଦେଇଥିଲେ I କିନ୍ତୁ ଏହା ପୂର୍ବ ରୁ ପୁଅ ର ମୃତ୍ୟୁ କୁ ନେଇ ସନ୍ଦେହ ହେବାରୁ ସେ ପୋଲିସ କୁ ଫୋନ କରି ଜଣାଇଥିଲେ I ପୋଲିସ ପୋଷ୍ଟମଟମ ପରେ ନବିତା ଙ୍କୁ ଗିରଫ କରିଥିଲା I

ନବିତା ପୋଲିସ ସମୁଖ ରେ ଏହା ସ୍ୱୀକାର କରିଥିଲେ କି ପୁଅ ଦିବ୍ୟାନସ କୁ ମାରିବା ପରେ ବଡ଼ ପୁଅ ନକ୍ଷ କୁ ମଧ୍ୟ 8 ମହଲା ରୁ ତଳ କୁ ପକାଇବା ର ଯୋଜନା କରିଥିଲେ I ସେ ଛାତ ଉପର ର ଜାଲି କାଟି ଦେଇଥିଲେ ଓ ପୁଅ କୁ ଡାକିଥିଲେ କିନ୍ତୁ ପୁଅ ଆସି ଯେତେବେଳେ ମା ଙ୍କୁ କୁଣ୍ଢାଇ ପକାଇଥିଲେ ତ ମା ଙ୍କ ର ହୃଦୟ ପରିବର୍ତନ ହେଇଯାଇଥିଲା I ତେଣୁ ସେ ଅନ୍ୟ ପୁଅ ଟି ର ହତ୍ୟା କରି ନ ଥିଲେ I ପତି ରାଜେଶ ପୁଅ ର ମୃତ୍ୟୁ ପରେ ମାନସିକ ଦୁଶ୍ଚିନ୍ତା ରେ ଆସିଥିଲେ ଓ ପତ୍ନୀ ଙ୍କ ର ମ୍ୟାସେଜ କୁ ନେଇ କହିଥିଲେ ତୁ ରୋଏଗା .. ବହୁତ ରୋଏଗା I ଏହି ମ୍ୟାସେଜ କୁ ନେଇକି ହିଁ ତାଙ୍କ ର ତାଙ୍କ ପତ୍ନୀ ଙ୍କ ଉପରେ ସନ୍ଦେହ ହେଇଥିଲା I