Breaking ବଡ ଖବର: ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ, ଏହା ପଛର କାରଣ ଜାଣିଲେ ଆପଣ ବି ଚମକି ପଡିବେ… ସବୁଦିନ ଖାଲି ସେ…

ନମସ୍କାର ବନ୍ଧୁଗଣ ଶୋଇଥିବା ସମୟରେ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ। ତେବେ କଣ ରହିଛି ଏହାକୁ ନେଇ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ ବିହାରର ପାଟନାରେ ସ୍ଵାମୀଙ୍କ ଯୌନାଙ୍ଗ କାଟି ଦେଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ହଠାତ୍ ଆକ୍ରମଣ ଯୋଗୁଁ ସ୍ଵାମୀ କିଛି ବୁଝି ପାରିନଥିଲେ |

ଯେତେବେଳେ ସେ ଆଖି ଖୋଲିଲେ ସେ ତାଙ୍କ ପତ୍ନୀଙ୍କ ହାତରେ ଏକ ଛୁରୀ ଦେଖିଲେ ନିଜକୁ ରକ୍ଷା କରିବା ପାଇଁ ସ୍ଵାମୀ ପତ୍ନୀଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ତାଙ୍କ ଅବସ୍ଥା ବିଗିଡି ଯାଉଥିବା ଦେଖି ସ୍ଵାମୀ ଘରୁ ପଳାଇ ପୋଲିସ୍ ଷ୍ଟେସନ୍ ରେ ପହଞ୍ଚିଥିଲେ। ଆହତ ସ୍ଵାମୀ ଡାକ୍ତରଖାନାରେ ଭର୍ତ୍ତି ହେବା ମାତ୍ରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଫୁଲୁୱାରି ସରିଫ୍ ପୋଲିସ୍ ଷ୍ଟେସନରେ ପହଞ୍ଚିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ପୋଲିସ୍ ଷ୍ଟେସନରେ ପହଞ୍ଚିବା ବେଳକୁ ସେ ବୋହୁ ରକ୍ତ ହରାଇଥିଲେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏହି କାରଣରୁ ପୋଲିସ୍ ତଦନ୍ତ ତାଙ୍କୁ ନିକଟସ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

ଏହି ମାମଲାରେ ଅଭିଯୁକ୍ତ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆସିଛି ପୋଲିସ୍ ଏହି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ତେବେ କୁହାଯାଇଛି ଯେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ନଥିଲା ପୂର୍ବରୁ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା ଏହାପରେ ଏକ ପଞ୍ଚାୟତ ହୋଇଥିଲା ଏବଂ ମାମଲା ଶାନ୍ତ ହୋଇଥିଲା।

ଫୁଲୁୱାରି ସରିଫ୍ ପୁର ଥାନାଦାର ରହମାନ୍ କହିଛନ୍ତି ଯେ ଆହତଙ୍କ ଦ୍ଵାରା ଏକ ଲିଖିତ ଆବେଦନ କରାଯାଇଛି ଯେ ଯେଉଁଥିରେ ପତ୍ନୀ ଖାଦ୍ୟରେ ବିଷ ଦେଇ ସ୍ବାମୀଙ୍କ ଗୁପ୍ତାଙ୍ଗ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଏବଂ ପୋଲିସ୍ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।