୭୦ ଲକ୍ଷ୍ୟ ଟଙ୍କାର ଗହଣା ପିନ୍ଧି ବୁଲୁଥିଲା ‘ଦେଶୀ ଗୋଲଡ ମ୍ୟାନ’, ପୁଲିସ ବାଲା ଦେଖିଲେ ତ ହେଲା ଏପରି ଅବସ୍ଥା କି …

ସୁନା ଏକ ଏପରି ଜିନିଷ ଯାହା ଦେଖି ମନୁଷ୍ୟ ମନ ରେ ଲୋଭ ସୃଷ୍ଟି ହେଇଥାଏ I ମଧ୍ୟପ୍ରଦେଶ ର ଦେବାସ ରେ ଏକ ଗୋଲଡ ମ୍ୟାନ ଦୁଇ କିଲୋ ଓଜନ ର ସୁନା ପିନ୍ଧିବା ତାଙ୍କୁ ଭାରି ପଡିଲା ତାଙ୍କୁ ନିର୍ବାଚନ ସ୍କ୍ୱାର୍ଡ ଗିରଫ କରିଛନ୍ତି I

ସୂଚନା ମୁତାବିକ ଲୁଇସ ପାଲ ନାମ ଏହି ବ୍ୟକ୍ତି ନିଜ କାର ରେ ଝାନ୍ସୀ ଯାଉଥିଲା ବେକ ରେ ମୋଟା ମୋଟା ସୁନା ର ଚେନ , ବ୍ରେସଲେଟ , ହାତ ରେ ସୁନା ର ମୁଦି ଆଦି ପିନ୍ଧିଥିଲା , ଯାହା ର ଆନୁମାନିକ ମୂଲ୍ୟ 70 ଲକ୍ଷ୍ୟ ଟଙ୍କା ଅଟେ I ସୱର୍ଡ ହାତ ରେ କିନ୍ତୁ ଏହି ବ୍ୟକ୍ତି ଧରା ପଡିଛନ୍ତି ଏବଂ ଆୟକର ବିଭାଗ ଙ୍କୁ ହସ୍ତାନ୍ତର କରିଛନ୍ତି I ତାଙ୍କୁ ବର୍ତମାନ ଏହି ସବୁ ସୁନା ର ବିଲ ଦେଖାଇବାକୁ ପଡିବ I

ଆଚାର ସହିତ ର ନିୟମ ଅନୁସାରେ ନିର୍ବାଚନ ସମୟ ରେ ମହିଳାମାନେ କେବଳ 500 ଗ୍ରାମ ସୁନା ଓ ପୁରୁଷ ମାନେ 250 ଗ୍ରାମ ର ସୁନା ପିନ୍ଧିପରିବେ I କିନ୍ତୁ ଏଠାରେ ଧରା ପଡିଥିବା ବ୍ୟକ୍ତି ପ୍ରାୟ 2 କିଲୋ ସୁନା ପିନ୍ଧିଚି I ସେହି ବ୍ୟକ୍ତି କଷ୍ଟମ ବିଭାଗ କୁ ସବୁ ବିଲ ଦେଖାଇବା ପରେ ହିଁ ସେହି ବ୍ୟକ୍ତି ଯାଇପାରିଛନ୍ତି କିନ୍ତୁ ଆୟକର ବିଭାଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି I