୨୦୦୦ ଟଙ୍କିଆ ନୋଟକୁ ପାଣିରେ ଧୋଇଲା ପରେ ଯାହା ହେଲା, ତାକୁ ଦେଖିକି ଝଟକା ଖାଇଯିବେ ଆପଣ, ଦେଖନ୍ତୁ ଭିଡ଼ିଓ

ପ୍ରଧାମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦି ଶପଥ ନେବା ପରେ ପ୍ରଥମେ ନୋଟ ବନ୍ଧୀ କରିଥିଲେ I କେହି ଆଶା କରି ନ ଥିଲେ କି ଅଚାନକ ରାତାରାତି ନୋଟ ବନ୍ଧି ଘୋଷଣା କରାଯିବ I ଏହି ଘୋଷଣା ଦ୍ୱାରା ସବୁ 500 ଓ 1000 ଟଙ୍କିଆ ପୁରୁଣା ନୋଟ ବାଜ୍ୟାପ୍ତି କରାଯାଇଥିଲା I ଏବଂ ଏହା ବଦଳ ରେ ସରକାର ନୂଆ 500 ଓ 2000 ଟଙ୍କିଆ ନୂଆ ନୋଟ ର ପ୍ରଚଳନ କରିଥିଲେ I

ସେ ସମୟ ରେ ଏହି ନୂଆ ନୋଟ କୁ ନେଇ କିଛି ଗୁଜବ ଦେଖିବାକୁ ମିଳିଥିଲା କି ନୋଟ ରେ ଚିପ ରହିଛି ରଙ୍ଗ ଛାଡ଼ିଯାଉଛି I କିନ୍ତୁ ଏହି ନୂଆ ନୋଟ ରଙ୍ଗ ରୂପ ରେ ପୁରୁଣା ନୋଟ ଠାରୁ ଥିଲା ସମ୍ପୂର୍ଣ ଭିର୍ନ I ଏବଂ ସୋସିଆଲ ମିଡ଼ିଆ ରେ ଏହା ଭାଇରଲ ହେଇଥିଲା କି 2000 ଟଙ୍କିଆ ଏହି ନୋଟ ଯେତେ ଧୋଇଲେ ମଧ୍ୟ ନଷ୍ଟ ହେଇ ନ ଥାଏ I ତେବେ ବର୍ତମାନ ଏହା ର ଏକ ଭିଡିଓ ଦେଖିବାକୁ ମିଳିଛି I

ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି I ଏଠାରେ ଆପଣ ଦେଖିବେ ଏକ 2000 ଟଙ୍କିଆ ନୋଟ କୁ ପାଣି ରେ ଧୋଇବା ଦ୍ୱାରା ନୋଟ କୌଣସି ପ୍ରକାର ର ନଷ୍ଟ ହେଉନାହିଁ I ଏହି ବ୍ୟକ୍ତି ଏଠାରେ ଅନେକ ସମୟ ଧରି ନୋଟ କୁ ପାଣି ରେ ଧୋଉଛନ୍ତି କିନ୍ତୁ ନୋଟ ଟି କିଛି ନଷ୍ଟ ହେଉନାହିଁ I

ଦେଖନ୍ତୁ ଭିଡିଓ