୪୨ ଟଙ୍କାର ଏହି ଫର୍ମ ପୁରଣ କଲେ, ପ୍ରତି ମାସରେ ୫୦୦୦ ଟଙ୍କା ଦେବେ ମୋଦି ସରକାର, ସିଧା ଏକାଉଣ୍ଟକୁ ଆସିବ ପଇସା

ଯଦି ଆପଣ ଅସାଙ୍ଗଠନିକ କ୍ଷେତ୍ର ରେ କାର୍ଯ୍ୟ କରୁଛନ୍ତି ତ ଆପଣ ଙ୍କ ର ଭବିଷ୍ୟତ ପାଁଇ ଆପଣ ଚିନ୍ତିତ ଥିବେ I ଏବଂ ଆପଣ ଙ୍କ ର ବାର୍ଦ୍ଧକ୍ୟ ସମୟ କୁ ନେଇ ଆପଣ ଅଧିକ ଚିନ୍ତିତ ଥିବେ I ତେବେ ଆପଣ ଏହି ଯୋଜନା ରେ କମ ଅର୍ଥ ବିନିଯୋଗ ରେ ଅଧିକ ପେନ୍ସନ ପାଇପାରିବେ I

କେବେ ହେଲା ଶୁଭାରମ୍ଭ : ଏହି ଯୋଜନା 9 ମଇ 2015 ରେ ଲଞ୍ଚ ହେଇଥିଲା I ଆପଣ ବ୍ୟାଙ୍କ ରୁ ଫର୍ମ ନେଇ କିମ୍ବା ୱେବସାଇଟ ରୁ ଫର୍ମ ଡାଉନଲୋଡ କରିକି ଏହି ଯୋଜନା ର ଲାଭ ଉଠାଇପାରିବେ I

କଣ ଏହି ଯୋଜନା ର ଉଦେଶ୍ୟ : ବାର୍ଦ୍ଧକ୍ୟ ସମୟ ରେ ସାହାରା ଦେବାପାଁଇ ଏହି ଯୋଜନା ଖୁବ ଲାଭକାରୀ ଅଟେ I ତେବେ ଏହି ଯୋଜନା କୁ ଇନ୍ସୁରାନ୍ସ ରେଗୁଲାରଇଟି ଆଣ୍ଡ ଡେଭଲପ୍ମେଣ୍ଟ ଅଥରିଟି ଚଳାଉଛନ୍ତି I ଏହା ବାର୍ଦ୍ଧକ୍ୟ ସମୟ ରେ ଆପଣ ଙ୍କ ର ସାହାରା ଦେବ I

କଣ ଏହି ଯୋଜନା ର ଲାଭ : ଏହା ଅସାଙ୍ଗଠନିକ କ୍ଷେତ୍ର ରେ କାମ କରୁଥିବା 18 ରୁ 40 ବର୍ଷ ବୟସ ର ବ୍ୟକ୍ତି ଙ୍କ ପାଁଇ ଅଟେ I ଏହି ସୁବିଧା ସେହି ଲୋକେ ପାଇପାଇରବେ ଯେଉଁମାନେ ଆୟକର ଡିପୋଜିଟ କରୁ ନାହାନ୍ତି ଏବଂ ତାଙ୍କ ର କୌଣସି ବି ଇପିଏଫ ଓ ଇପିଏସ ଆକାଉଂଟ ନାହିଁ I

ଏହି ଯୋଜନା ଅନୁସାରେ ଆପଣ 60 ବର୍ଷ ବୟସ ରେ ପେନ୍ସନ ର ହକଦର ହେଇପାରିବେ ଏବଂ ଏହି ଯୋଜନା ରେ 1000 ଟଙ୍କା ରୁ ନେଇ 5000 ଟଙ୍କା ପର୍ଯ୍ୟନ୍ତ ପେନ୍ସନ ମିଳିବ I

ଯଦି ଆପଣ ଅଟଳ ପେନ୍ସନ ଯୋଜନା ରେ ମାସ କୁ 42 ଟଙ୍କା ର ବି ଜମା ରାଶି ଦେଉଛନ୍ତି ତେବେ ଆପଣ 60 ବର୍ଷ ବୟସରେ 1000 ଟଙ୍କା ର ପେନ୍ସନ ପାଇପାରିବେ I ଯଦି ଆପଣ 210 ଟଙ୍କା ର ଜମାରାଶି ଦେଉଛନ୍ତି ତେବେ ଆପଣ 60 ବର୍ଷ ବୟସ ରେ 5000 ଟଙ୍କା ର ପେନ୍ସନ ପାଇପାରିବେ I ଏହି ଯୋଜନା ରେ ଯଦି ଆପଣ ଭାଗିଦାରୀ ହେବେ ତ ଆପଣ ଙ୍କ ଆକାଉଂଟ ରୁ ମାସ ର ନିର୍ଧାରିତ ତାରିଖ ରେ ଆପେ ଆପେ କଟିଯିବ ଏବଂ ଆପଣ ଙ୍କୁ କୌଣସି ଟେନ୍ସନ ନେବା ର ଆବଶ୍ୟକତା ନାହିଁ I

ଯଦି 60 ବର୍ଷ ପରେ ସେହି ଆକାଉଂଟ ଥିବା ବ୍ୟକ୍ତି ଙ୍କ ର ମୃତ୍ୟୁ ହେଇଯାଇଥାଏ ତ ଏହି ପଇସା ର ଅଧିକାରୀ ତାଙ୍କ ର ଜୀବନସାଥୀ ହେଇପାରିବେ I

ତେବେ ଏଠାରେ ଆପଣ ଜାଣିପାରିବେ କେତେ ଟଙ୍କା ର ପେନସନ ପାଁଇ କେତେ ଟଙ୍କା I ଆଜି ଆପଣ ନିକଟସ୍ଥ ବ୍ୟାଙ୍କ କୁ ଯାଇ ଏହି ଯୋଜନା ର ଲାଭ ଉଠାଇପାରିବେ I ଏବଂ ବାର୍ଦ୍ଧକ୍ୟ ସମୟ କୁ ଆପଣ ମଜବୁତ କରିପାରିବେ I