ରତନ ଟାଟାଙ୍କର ଆଉ ଏକ ଉପହାର,କେବଳ ୨ ଲକ୍ଷ ଟଙ୍କାରେ ଲଞ୍ଚ ହେବ ଟାଟାର ଏହି ନୁଆ କାର, ଅନ୍ୟ କମ୍ପାନୀ ମାନଙ୍କର ଉଡିଲା ହୋସ

ଭାରତ ରେ ସବୁଠାରୁ ଶସ୍ତା କାର କଥା ଦେଖିବା ଯଦି ନାନୋ କାର କଥା ହିଁ ଉଠିଥାଏ I କିନ୍ତୁ ଆଗାମୀ 15 ଦିନ ରେ ନାନୋ ବନାଉଥିବା କମ୍ପାନୀ ଏକ ସୁନ୍ଦର ଓ ଶସ୍ତା କାର ଲଞ୍ଚ କରିବାକୁ ଯାଉଛନ୍ତି I

ଏହି କାର ର ନାମ ହେଉଛି ଟାଟା ” ପିକ୍ସେଲ ” I ଏହି କାର ର ମୂଲ୍ୟ ମାତ୍ର 1.99 ଲକ୍ଷ ଟଙ୍କା ଅଟେ I ତେବେ 2007ରେ ସାଧାରଣ ଲୋକଙ୍କ ପାଁଇ ରତନ ଟାଟା ଏକ କାର ଲଞ୍ଚ କରିଥିଲେ ତାହା ହେଲା ନାନୋ କାର I କିନ୍ତୁ ଏହି କାର ବଜାର ରେ ଏତେ ବି ସଫଳତା ପାଇ ନ ଥିଲା I କିନ୍ତୁ ଅନ୍ୟ ଦେଶ ରେ ଏହା ବେଶ ଭଲ ବିକ୍ରୟ ହେଇଥିଲା I

ତେବେ ଇତି ମଧ୍ୟ ରେ ଏପରି ଏକ ଖବର ଶୁଣିବାକୁ ମିଳୁଛି କି ଟାଟା 1 ଜୁନ ରେ ପିକ୍ସେଲ ଲଞ୍ଚ କରିବାକୁ ଯାଉଛି I ଅର୍ଥାତ ଏହା ଆଗାମୀ 1 ଜୁନ ରେ ଆପଣ ଙ୍କ ର ନିକଟସ୍ଥ ଟାଟା ସୋ ରୁମ ରେ ବିକ୍ରୟ ପାଇଁ ଉପଲବ୍ଧ ହେବ I

ଟାଟା ର ଏହି ନୂଆ କାର ପିକ୍ସେଲ ର 799 ସିସି ର 1.2 ଲିଟର ର ଟରବୋ ଇଂଜିନ I 5250 RPM ସହ 65 BHP ଶକ୍ତି ର 3000 RPM ରେ 48 NM ର ଶକ୍ତି ଉତ୍ପାଦନ କରିଥାଏ I ଏହା ର ଗ୍ରାଉଣ୍ଡ ବଳିୟାରେନ୍ସ 180 MM ଅଟେ I

ତେବେ ସୂଚନା ମୁତାବିକ ଟାଟା କମ୍ପାନୀ ଏହା ଠାରୁ ବି ଶସ୍ତା ମୂଲ୍ୟ ର କାର ଲଞ୍ଚ କରିବାକୁ ଯାଉଛି ଆଗାମୀ ଦିନ ରେ I ତେବେ ଏହା ବି କୁହାଯାଇଛି କି ରତନ ଟାଟା ନିଜ ର ଜ୍ଞାନ କୌଣସି ବଳ ରେ ପ୍ରତୋକ ସାଧାରଣ ଲୋକେ କିପରି ସ୍ୱଳ୍ପ ମୂଲ୍ୟ ରେ ବି ଏହି କାର ବ୍ୟବହାର କରିପାରିବେ ଏହି ଯୋଜନା କରୁଛନ୍ତି I