ଟ୍ରେନର କୋଚ ଗୁଡିକ କେବଳ ଲାଲ ଓ ନୀଳ ରଙ୍ଗର ହିଁ କାହିଁକି ହେଇଥାଏ… କଣ ଆପଣ କେବେ ଭାବିଛନ୍ତି… କୁହନ୍ତୁ

ଆପଣ ଟ୍ରେନ ରେ ଦେଖିଥିବେ ଟ୍ରେନ କୋଚ ର ରଙ୍ଗ ଦୁଇ ପ୍ରକାର ର ହେଇଥାଏ I ଗୋଟେ ନୀଳ ରଙ୍ଗ ର କୋଚ ଯେଉଁଥିରେ ସାଧାରଣ ଲୋକେ ଯାତାୟାତ କରିଥାନ୍ତି I ଏକ କୋଚ ଆପଣ ଦେଖିଥିବେ ଯେପରି ସିଲଭର ଓ ଲାଲ ରଙ୍ଗ ର ହେଇଥାଏ I ତେବେ ଏହି ଦୁଇଟି କୋଚ ରେ ରଙ୍ଗ କୁ ନେଇ କଣ ଫରକ ରହିଛି I ତେବେ ଚାଲନ୍ତୁ ଜାଣିବା ଟ୍ରେନ କୋଚ ର ରଙ୍ଗ କୁ ନେଇ କଣ ରହିଛି ଫରକ I

ସାଧାରଣ ଲୋକେ ଅଧିକ ଯାତାୟାତ କରିଥାନ୍ତି ଏହା ହେଉଛି ନୀଳ ରଙ୍ଗ ର କୋଚ I ଏହି କୋଚ କୁ ଇନ୍ତ୍ରୀଗଲ କୋଚ I ଏହି କୋଚ ଫ୍ୟାକ୍ଟ୍ରି ରେ ପ୍ରସ୍ତୁତ ହେଇଥାଏ I ଭାରତ ରେ ସବୁଠାରୁ ଅଧିକ ଗାଡ଼ିରେ ଏହି କୋଚ ର ବ୍ୟବହାର ହେଇଥାଏ I ନୀଳ ରଙ୍ଗ ଛଡା ସିଲଭର ଓ ନାଲି ରଙ୍ଗ ର କୋଚ ଆପଣ ଦେଖିଥିବେ I ଏହି କୋଚର ଲିଙ୍କ ଏଲଏଚବି କୋଚ କୁହାଯାଇଥାଏ I ଦ୍ରୁତ ଗତି ରେ ଯେଉଁ ଟ୍ରେନ ଯାତାୟାତ କରିଥାଏ ଏହାର ରଙ୍ଗ ଲାଲ ରଙ୍ଗ ହେଇଥାଏ I

ଏହି କୋଚକୁ ଫାଷ୍ଟ ସ୍ପିଡ଼ ଟ୍ରେନ କୁହାଯାଇଥାଏ ଏହାର କ୍ଷମତା 160 ରୁ 180 କିମି ପ୍ରତି ଘଣ୍ଟା ହେଇଥାଏ I ସେହିପରି ନୀଳ ରଙ୍ଗ ର କୋଚ ର ବେଗ 70 ରୁ 140 କିମି ପ୍ରତି ଘଣ୍ଟା ବେଗ ରହିଥାଏ I ତେବେ ଏହି ରଙ୍ଗ ଅନୁସାରେ ଏହି ଟ୍ରେନ ର କୋଚ ର ଯାତାୟାତ ର ବେଗ ମଧ୍ୟ ଫରକ ଦେଖିବା କୁ ମିଳିଥାଏ I

ସ୍ତୁଲନଏସ ଷ୍ଟିଲ ତଥା ଆଲୁମିନିୟମ ରେ ତିଆରି ହେଇଥିବା ଆଣ୍ଟି ଟେଲିସ୍କୋପିକ ସିଷ୍ଟମ ଲେସ ଏଲଏଚବି କୋଚ ର ଡ଼ବା ନିଜ ଲାଇନ ଚ୍ୟୁତ ହେଇ ନ ଥାଏ I ଏହି ଟ୍ରେନ ର ଦୁର୍ଘଟଣା ଶୀଘ୍ର ହେଇ ନ ଥାଏ I ଏହି ଗାଡି କୁ ଶୀଘ୍ର ଅଟକାଇବା ପାଁଇ ଏୟାରବ୍ରେକ ସିଷ୍ଟମ ଲାଗିରହିଥାଏ I

ପ୍ରତୋକ 5 ଲକ୍ଷ କିମି ଗତି କରିବା ପରେ ଏଲଏଚବେ କୋଚ ର ମେଣ୍ଟେନ କରିବା ର ଆବଶ୍ୟକ ରହିଛି I ସେହିପରି ଆଇସିଏଫ କୋଚ ରେ ଯାତ୍ରା କରିବା ର 2 ରୁ 4 ଲକ୍ଷ କିମି ଚାଲିବା ପରେ ଏହା ର ମେଣ୍ଟେନାନ୍ସ କରାଯାଇଥାଏ I ଏହା ର ସାଉଣ୍ଡ ଡେସିବ୍ଲ 60 ରଖାଯାଇଥାଏ I ଓ ଆଇସିଏଫ କୋଚ ର ସାଉଣ୍ଡ ଲେବଲ 100 ଡେସିବ୍ଲ ରହିଥାଏ I