ଏହି ଖେଳାଳି ଜଣଙ୍କ ଭାରତ ପାଇଁ ଖେଳିଥିଲେ ଅନେକ ଟୁର୍ଣ୍ଣାମେଣ୍ଟ, ଆଜି ରାସ୍ତା କଡରେ ଶୀତରେ ବିତାଉଛନ୍ତି ଏପରି ଜୀବନ

ଏକ ସମୟ ରେ ଭାରତୀୟ ରାଷ୍ଟ୍ରୀୟ ହକି ଟିମ ରେ ଏହି ଖେଳାଳି ନିଜର ବିଶେଷ ଯୋଗଦାନ ଦେଇଥିଲେ I କିନ୍ତୁ କେବେ ସେ ଚିନ୍ତା କରି ନ ଥିଲେ କି ଏପରି ମଧ୍ୟ ଜୀବନ ରେ ପରିସ୍ଥିତି କୁ ଦେଖିବେ I ଏହି ହାଡ଼ଭଙ୍ଗା ଶୀତ ରେ ଏହି ଖେଳାଳି ଙ୍କୁ ଦିଲ୍ଲୀ ର ଫୁଟପାଥ ରେ ଦେଖିବା କୁ ମିଳିଥିଲା I ବର୍ତମାନ ସେ ନିଜ ଜୀବନ ରେ ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି I ଏହି ଖେଳାଳି ଙ୍କ ର ବାସ୍ତବ ପରିଚୟ ଜାଣିବା ପରେ ଖେଳ ମନ୍ତ୍ରୀ ରିଜିଯୁ ଓ ଅଭିନେତା ଅମିତାଭ ବଚ୍ଛନ ତାଙ୍କ ର ସହାୟତା କରିବା କୁ ଆଗ କୁ ଆସିଛନ୍ତି I
ଏହି ଖେଳାଳି ଙ୍କ ର ଫୋଟୋ ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଅଧିକ ଭାଇରଲ ହେଇଚି I ଏକ ପୋଷ୍ଟ ଅନୁସାରେ ଏହି ହକି ଖେଳାଳି ଙ୍କ ର ନାମ ଅମରଜିତ ସିଂ ଅଟେ I ସେ ଜୁନିୟର ହକି ରେ ଭାରତ ର ପ୍ରତିନିଧିତ୍ୱ କରିଥିଲେ I ସେ ଭାରତ ତରଫରୁ ଲଣ୍ଡନ ଓ ଜର୍ମାନ ରେ ମଧ୍ୟ ଅନେକ ସମୟ ବିତାଇଛନ୍ତି I କିନ୍ତୁ ବର୍ତମାନ ତାଙ୍କୁ ଦିଲ୍ଲୀ ର ରାଜ ରାସ୍ତା ରେ ହିଁ ଦେଖିବା କୁ ମିଳିଛି I

ଏହି ଖେଳାଳି ଙ୍କ ର ବିଷୟ ରେ ବର୍ତମାନ ସେପରି କୌଣସି ବିଶେଷ ସୂଚନା ନାହିଁ I ତେବେ ସୋସିଆଲ ମିଡ଼ିଆ ରେ ଏହି ପୋଷ୍ଟ ବେଶ ଅଧିକ ଭାଇରଲ ହେଇଚି I ରିଜିଯୁ ଓ ଅମିତାଭ ବଚ୍ଛନ ଟ୍ୱିଟର ମାଧ୍ୟମ ଏହି ଆଶ୍ୱାସନା ଦେଇଛନ୍ତି କି ଆମେ ଖୁବ ଶୀଘ୍ର ଏହି ବ୍ୟକ୍ତି ଙ୍କ ର ସହାୟତା କରିବୁ I ଲୋକେ ଏହା ହିଁ କହୁଛନ୍ତି ଭରଟିଏ ରାଷ୍ଟ୍ରୀୟ ଟିମ ପାଁଇ ଖେଳିବା ପରେ ଜଣେ ଖେଳାଳି ଙ୍କ ର ଏତେ ଦୟନୀୟ ପରିସ୍ଥିତି I ଦେଖିଲେ ଦୁଃଖ ଲାଗୁଚି I