ସୂର୍ଯ୍ୟାସ୍ତ ପରେ ଏହି 4ଗୋଟି ଜିନିଷର କେବେ ଦେବା-ନେବା କରିବା ଉଚିତ ନୁହେଁ !

ଆପଣଙ୍କ ର ଆପଣ ଙ୍କ ପଡୋଶୀ ଙ୍କ ସହ ଦିଆ ନିଆ ଅନେକ ସମୟ ରେ ଦେଖିବାକୁ ମିଳିଥାଏ I କିନ୍ତୁ ଆପଣ କେବେ ଚିନ୍ତା କରି ନ ଥିବେ କି ଏପରି କିଛି ଜିନିଷ ରହିଛି ଯାହା କି ସୂର୍ଯ୍ୟାସ୍ତ ପରେ କାହାରିକୁ ଦେବା କି ତାଙ୍କ ଠାରୁ ଆଣିବା ଉଚିତ ନୁହେଁ I ତେବେ ଆସନ୍ତୁ ଜଣିବା କଣ ସେ ଜିନିଷ –

1.ଧନ

ହିନ୍ଦୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ଧନ ନେବା କି ଦେବା ଉଚିତ ନୁହେ , ଏପରି ମାନ୍ୟତା ରହିଛି କି ଏହି ସମୟ ରେ ଧନ ର ଆଦାନ ପ୍ରଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ର ଅପମାନ ହେଇଥାଏ I

2.ଝାଡୁ
ଝାଡୁ ପ୍ରତୋକ ଲୋକଙ୍କ ର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅଟେ I ଯାହା କି ସର୍ବଦା ଘର ସଫେଇ କାମ ରେ ଆସିଥାଏ ଏବଂ ଲୋକ ମାନ୍ୟତା ଅନୁସାରେ ଏହି ଝାଡୁ କୁ ସୂର୍ଯ୍ୟାସ୍ତ ପରେ କାହାରିକି ଦେବା କି କାହାରୀଠାରୁ ଆଣିବା ଉଚିତ ନୁହେଁ I

3.କ୍ଷୀର
ମନୁଷ୍ୟ ଶରୀର କୁ ସୁସ୍ଥ ରହିବ ପାଁଇ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଜରୁରୀ ହେଇଥାଏ I ଏବଂ ଏପରି କ୍ଷେତ୍ରରେ କ୍ଷୀର ଏକ ଉତ୍ତମ ପୁଷ୍ଟିକର ଖାଦ୍ୟ ଅଟେ I କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ କେବେ ହେଲେ କ୍ଷୀର କାହାରି କୁ ଦିଅନ୍ତୁ ନାହିଁ କି କାହାରୀଠାରୁ ଆଣନ୍ତୁ ନାହିଁ I

4.ହଳଦୀ
ହଳଦୀ ଏକ ଏପରି ମସଲା ଯାହା କି ସବୁ ରୋଷେଇ ରେ ବ୍ୟବହାର ହେଇଥାଏ ଯାହା କି ରୋଷେଇ ରେ ଖାଦ୍ୟ ର ରଙ୍ଗ କୁ ସୁନ୍ଦର କରିଥାଏ I କିନ୍ତୁ ଜତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ କାହାରିକୁ ହଳଦୀ ଦେବା ଅନୁଚିତ ଅଟେ I