ଟିଭିରେ ଗୋଟେ ଏପିସୋଡ କରିବା ପାଁଇ ଏତେ ଟଙ୍କା ନେଇଥାନ୍ତି ବଲିଉଡର ଏହି ବଡ କଳାକାର ମାନେ, ଜାଣିଲେ ଝଟକା ଖାଇଯିବେ

ଆଜିକା ସମୟ ରେ ଫିଲ୍ମ ଅପେକ୍ଷ୍ୟା ଟିଭି ସୋ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି I ଟିଭି ସୋ ମନୋରଞ୍ଜନ ର ଏକ ଉତ୍ତମ ମାଧ୍ୟମ ହେଇଗଲାଣି I ଏହି କାରଣ ରୁ ଅନେକ ବଡ଼ ବଡ଼ କଳାକାର ମଧ୍ୟ ଟିଭି ସୋ ରେ ନଜର ଆସୁଛନ୍ତି I ତେବେ ଆଜି ଆମେ ଆଲୋଚନା କରିବା କେଉଁ କଳାକାର ଏକ ସୋ ରେ ଭାଗ ନେବାକୁ କେତେ ଫିସ ନେଇଥାନ୍ତି I

ମାଧୁରୀ ଦୀକ୍ଷିତ
ବଲିଉଡ ଫିଲ୍ମ ଜଗତ ର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଙ୍କୁ କିଏ ବା ନ ଜାଣିଚି I ମାଧୁରୀ ଦୀକ୍ଷିତ ଙ୍କ ର ଲୋକପ୍ରିୟତା ବେଶ ଅଧିକ ଅଟେ I ତେବେ ଟିଭି ସୋ ରେ ଏକ ଏପିସୋଡ଼ ରେ ଜଜ ରୂପେ ଅଭିନୟ କରିବାକୁ ମାଧୁରୀ ଦୀକ୍ଷିତ 1 କୋଟି ଟଙ୍କା ନେଇଥାନ୍ତି I

ସୋନାକ୍ଷୀ
ବଲିଉଡ ର ଦବଂଗ ଅଭିନେତ୍ରୀ ରୂପେ ପରିଚିତ ସୋନାକ୍ଷୀ ସିଂନହ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I ସୋନାକ୍ଷୀ ସିଂନହ ଟିଭି ସୋ ନଚ ବାଲିଏ ରେ ଜଜ ରୂପେ କାମ କରିଥାନ୍ତି I ଏବଂ ଏକ ଏପିସୋଡ଼ ପାଁଇ ସୋନାକ୍ଷୀ ସିଂନହ 1 କୋଟି ଫିସ ନେଇଥାନ୍ତି I

ଜ୍ୟାକଲିନ ଫର୍ଣ୍ଣଡିଶ
ବଲିଉଡ ର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣଡିଶ ଫର୍ଣ୍ଣଦିଶ ମଧ୍ୟ ଝଲକ ଦିଖଲାଜ ର ସିଜନ 9 ର ଏକ ଏପିସୋଡ଼ ରେ ଜଜ ହେଇଥିଲେ I ଏବଂ ଏକ ସିଜିନ ପାଁଇ ସେ 1 କୋଟି 25 ଲକ୍ଷ ଟଙ୍କା ନେଇଥାନ୍ତି I

ଅମିତାଭ ବଚ୍ଛନ
ଟିଭି ର ଲୋକପ୍ରିୟ ଗେମ ସୋ ରେ ଅମିତାଭ ବଚ୍ଛନ ଙ୍କୁ ଦେଖିବାକୁ ମିଳିଥାଏ I ତେବେ ଅମିତାଭ ବଚ୍ଛନ ଏକ ଏପିସୋଡ଼ ପାଁଇ 2 କୋଟି 75 ଲକ୍ଷ ଟଙ୍କା ନେଇଥାନ୍ତି I

କରଣ ଜୋହର
ବଲିଉଡ ଫିଲ୍ମ ଜଗତ ର ଲୋକପ୍ରିୟ ଫିଲ୍ମ ମେକର କରଣ ଜୋହର ବେଶ ସୁପରିଚିତ ଅଟନ୍ତି I ଟିଭି ର ଡ୍ୟାନ୍ସ ରିୟାଲିଟି ସୋ ରେ ସେ ଜଜ ରୂପେ ନଜର ଆସିଥାନ୍ତି I କରଣ ଜୋହର ଏକ ସୋ ପାଁଇ ଏଠାରେ 10 କୋଟି ଟଙ୍କା ନେଇଥାନ୍ତି I

ସଲମାନ ଖାଁ
ବଲିଉଡ ର ଦବଂଗ ଅଭିନେତା ସଲ୍ମାନ ଖାଁ ହଷ୍ଟିଙ୍ଗ ପାଁଇ ସବୁଠାରୁ ଅଧିକ ଫିସ ନେଇଥାନ୍ତି I ସଲ୍ମାନ ଖାଁ ଏକ ସୋ ପାଁଇ 11 କୋଟି ଟଙ୍କା ର ଫିସ ନେଇଥାନ୍ତି I

ସାରୁଖ ଖାଁ
ବଲିଉଡ ର କିଙ୍ଗ ଖାଁ ସାରୁଖ ଖାଁ ଟେଡ଼ ଟ୍ୟାକ୍ସ ର ହଷ୍ଟିଙ୍ଗ କରୁଛନ୍ତି ଏବଂ ଏହା ର 10 ଗୋଟି ଏପିସୋଡ଼ ପାଁଇ ସେ 30 କୋଟି ଟଙ୍କା ନେଇଛନ୍ତି I

Share Your Comments Below