ଭାରତ ଉପରେ କେବେବି କୌଣସି ବିପଦ ଆସିବାକୁ ଦେଇନଥାନ୍ତ ଏହି 3ଟି ଦେଶ, ସବୁ ସମୟରେ ଭାରତ ସାଥିରେ ରହିଥାନ୍ତି.. ଜାଣନ୍ତୁ ଏହି ଦେଶ ସମ୍ପର୍କରେ

ଆମ ଜୀବନ ରେ ଅନେକ ବନ୍ଧୁ ରହିଥାନ୍ତି ଯେଉଁମାନେ ସର୍ବଦା ଆମ ର ସୁଖ ଦୁଃଖ ରେ ଠିଆ ହେବା ସହ ଆମ ଶତ୍ରୁ ଙ୍କ ଠାରୁ ଆମ କୁ ରକ୍ଷା କରିଥାନ୍ତି I ତେଣୁ ସର୍ବଦା ସମସ୍ତେ ସୁଖ ଦୁଃଖ ରେ ନିଜ ବନ୍ଧୁ ଙ୍କୁ ଖୋଜିଥାନ୍ତି I ଠିକ ସେହିପରି ଭାରତ ର ବି ଅନେକ ଶତ୍ରୁ ଅଛନ୍ତି ଏବଂ କିଛି ବନ୍ଧୁ ରାଷ୍ଟ୍ର ବି ଅଛନ୍ତି I ଏବଂ ଏହି ଦେଶ ଭାରତ ର ଅସମୟ ରେ ସହଯୋଗ ର ହାତ ବଢାଇଥାନ୍ତି I

ଆଜି ଚାଲନ୍ତୁ ଦେଖିବା ଏପରି କିଛି ରାଷ୍ଟ୍ର ଙ୍କ ସମ୍ପର୍କ ରେ ଯେଉଁମାନେ ଭାରତ ର ଏକ ଉତ୍ତମ ବନ୍ଧୁତ୍ୱ କୁ ପୁରାଣ କରିଥାନ୍ତି ଏବଂ ଭାରତ ଉପରେ କେହି ଶତ୍ରୁ ଦେଶ ଆକ୍ରମଣ କରିଲେ ଏହି ଦେଶମାନେ ଭାରତ ପାଁଇ ସହଯୋଗ ର ହାତ ବଢାଇଥାନ୍ତି I

1.ଇଜରୟାଲ

ଇଜରୟାଲ ଭାରତ ର ଜଣେ ଉତ୍ତମ ବନ୍ଧୁତ୍ୱ ଅଟେ I ସେ ଭାରତ ର ଯେ କୌଣସି ବି ସମସ୍ୟା ରେ ସହଯୋଗ ର ହାତ ବଢ଼ାଇଥାଏ I ଏବଂ ଏହି ବନ୍ଧୁତା କୁ ଅହୁର ଦୃଢ କରିବା କୁ ଅନେକ ସମୟ ରେ ଭାରତ ର ପ୍ରଧାନ ମନ୍ତ୍ରୀ ମୋଦି ଇଜରୟାଲ ଗସ୍ତ ରେ ଯାଇଥାନ୍ତି I

2.ଜାପାନ

ବର୍ତମାନ ସମୟ ରେ ଜାପାନ ବି ଭାରତ ର ଏକ ଉତ୍ତମ ବନ୍ଧୁ ଅଟେ I ଏବଂ ଭାରତ ଓ ଜାପାନ ର ବନ୍ଧୁତା ବି ଖୁବ ମଜବୁତ ଅଟେ I ଜାପାନ ବି ଖୁବ ଶକ୍ତିଶାଳୀ ଦେଶ ଅଟେ I ଯେତେବେଳେ ବି କେହି ଶତ୍ରୁ ଦେଶ ର ନଜର ଭାରତ ଉପରେ ପଡିଥାଏ ତ ଜାପାନ ସଂଗେ ସଂଗେ ନିଜ ବନ୍ଧୁତା ର ପରାକାଷ୍ଠା ଦେଖାଇଥାଏ ଏବଂ ସାମ୍ନା କୁ ଆସିଥାଏ I ଭାରତ ରେ ବୁଲେଟ ଟ୍ରେନ ଚାଲିବା ପଛ ରେ ବି ଜାପାନ ର ହିଁ ସହଯୋଗ ରହିଛି I

ରୁଷ ବି ଜାପାନ ଓ ଇଜ୍ରାଇଲ ପରି ଭାରତ ର ଏକ ବନ୍ଧୁ ରାଷ୍ଟ୍ର ଅଟେ I ଭାରତ ଓ ରୁଷ ମଧ୍ୟ ରେ ଅନେକ ବୁଝାମଣା ପତ୍ର ସ୍ଵାକ୍ଷର ହେଇଚି I ଏବଂ ଭାରତ ଓ ରୁଷ ପାଖ ରେ ଏପରି ଅନେକ ଯୁଧ୍ୟ ଜାହାଜ ରହିଛି ଯାହା ପରସ୍ପର ର ଅସୁବିଧା ସମୟ ରେ ପରସ୍ପର କୁ ସହଯୋଗ କରିଥାନ୍ତି I ରୁଷ ର ପ୍ରଧାନମନ୍ତ୍ରୀ ଅନେକ ଥର ଭାରତ କୁ ବି ଆସିଛନ୍ତି I