ନିଜ ସୁନ୍ଦରତାର ଜଲବା ଦେଖାଇ ଭାରତୀୟ ଯବାନଙ୍କୁ ଏପରି ଫସାଇ ଥାନ୍ତି ପାକିସ୍ତାନର ଯୁବତୀ ମାନେ; ଆଉ ତାପରେ

ପାକିସ୍ତାନ ବର୍ତମାନ ପୁରା ଦେଶ ରେ ସମାଲୋଚନା ର ଶିକାର ହେଇଚି I ଏବଂ ଏହା ର ମୁକ୍ଷ୍ୟ କାରଣ ହେଉଛନ୍ତି ଏହି ଦେଶ ର ପ୍ରଧାନ ମନ୍ତ୍ରୀ I ତାଙ୍କ ର ଭୁଲ ବୟାନ ବାଜି କୁ ନେଇ ଆଜି ପୁରା ଦେଶ ର ଜନତା ନାନା ସମସ୍ୟା ଭୋଗ କରୁଛନ୍ତି I କିନ୍ତୁ ପାକିସ୍ତାନ ର ହରକତ କୁ ଆପଣ ହସିବେ ଯେତିକି କାଂଦିବେ ମଧ୍ୟ ସେତିକି I

ସୁନ୍ଦରତା ରେ ଫସାଇଥିଲା
ମିଲିଟାରୀ ଇଣ୍ଟେଲିଜେନ୍ସ ର ସେନା ଙ୍କ ର ଯବାନ ଙ୍କୁ ହନି ଟର୍ପ ର ଶିକାର କରିଥିଲେ ଜଣେ ପାକିସ୍ତାନୀ ଯୁବତୀ I ଏହି ସୁନ୍ଦରୀ ଯୁବତୀ ନିଜ ର ସୁନ୍ଦରତା ରେ ଫସାଇ ଭାରତୀୟ ଯବାନ ଙ୍କ ଠାରୁ ଅନେକ ତଥ୍ୟ ହାସିଲ କରିଥିଲେ I ବର୍ତମାନ ସୁଦ୍ଧା ଏହି ଯୁବତୀ ଙ୍କ ର ନାମ ସମୁଖ କୁ ଆସିନାହିଁ I ଏହି ଯୁବତୀ ଜଣେ ପାକିସ୍ତାନୀ ନାଗରିକ ହେବା ସହ ପାକିସ୍ତାନୀ ଗୋଇନ୍ଦା ବିଭାଗ ପାଁଇ ମଧ୍ୟ କାମ କରୁଛନ୍ତି ବୋଲି ଜଣାଯାଇଛି I ଏହା ଛଡା ଏହି ଯୁବତୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ରେ ମଧ୍ୟ ସାମିଲ ଅଛନ୍ତି I ତାଙ୍କ ନାମ ରେ 15 ଗୋଟି ମିଥ୍ୟା ଫେସବୁକ ଆକାଉଣ୍ଟ ମଧ୍ୟ ରହିଛି I

ଅକ୍ଟୋବର 2018 ରେ ଆଇଏସଆଇ କୁ ହ୍ୟାଣ୍ଡଳ କରୁଥିବା ଆସିଫ ଅଲ୍ଲୀ ଙ୍କୁ ବୁଲନ୍ଦସହର ରୁ ଗିରଫ କରାଯାଇଛି I ଏବଂ ବର୍ତମାନ ସେ ତିହାଡ଼ ଜେଲ ରେ ରହିଛି I ତାଙ୍କ ପାଖ ରୁ ଭାରତୀୟ ସେନା ଙ୍କ ର ଅନେକ କାଗଜ ପତ୍ର ଓ ପାକିସ୍ତାନୀ ପାସ୍ପୋର୍ଟ ମଧ୍ୟ ବରାମତ ହେଇଚି I ଏହା ଛଡା ତାଙ୍କ ପାଖ ରେ ପାକିସ୍ତାନ ର ଏକ ସିମ କାର୍ଡ ମଧ୍ୟ ବରାମତ ହେଇଚି I ତେବେ ଏହି ଯୁବତୀ ଙ୍କ ର ଆସିଫ ଙ୍କ ସହ ସମ୍ବନ୍ଧ ରହିଛି ଓ ଯୁବତୀ ଭାରତୀୟ ସେନା ର ଯବାନ ଙ୍କୁ ହିଁ ଟାର୍ଗେଟ କରୁଛନ୍ତି I ଏବଂ କିଛି ଗୁପ୍ତ ତଥ୍ୟ ହାସିଲ କରିବା ରେ ମଧ୍ୟ ନିଜ ର ଚେଷ୍ଟା ଜାରି ରଖିଛନ୍ତି I