ତିଆରି ହୋଇଗଲା ସେନାର ପ୍ଲାନ :ବାସ ଟିକେ ଅପେକ୍ଷା କରନ୍ତୁ ଦୁନିଆର ନକ୍ସାରୁ ଗାୟବ ହୋଇଯିବ ପାକିସ୍ତାନ

ଦୁଇ ବର୍ଷ ପୂର୍ବ ରେ ପାକିସ୍ତାନ ମଧ୍ୟ କୁ ପଶି ସେବକ ଶିଖାଇଥିଲା ଭାରତ I ଏବଂ ଏହି ଘଟଣା ର ମହାରଥ ଲେଫ୍ଟେନେନ ରଣବୀର ସିଂ ଗତକାଲି ପ୍ରଧାନମନ୍ତ୍ରୀ ଙ୍କ ର ମିଟିଂ ରେ ଯୋଗ ଦେଇଥିଲେ I ଏହି ଉଚ୍ଚ ସ୍ତରୀୟ ବୈଠକ ରେ ତିନି ସେନା ଙ୍କ ର ମୁଖ୍ୟ ଯୋଗ ଦେଇଥିଲେ I ଖବର ମୁତାବିକ ବର୍ତମାନ ଭାରତୀୟ ସେନା ଙ୍କୁ ଆତଙ୍କୀ ଙ୍କୁ ସଫା କରିବା ର ପୁର୍ଣ ସ୍ୱାଧୀନତା ଦିଆ ଯାଇଛି I ଏବଂ ପାକିସ୍ତାନ ଠାରୁ ପ୍ରତିଶୋଧ ନେବାର ଯୋଜନା ମଧ୍ୟ ଭାରତ କରିସାରିଛିI

ବିଗତ ଥର ପରି ଏଥର ମଧ୍ୟ ପାକିସ୍ତାନ କୁ ସବକ ଶିଖାଇବା ର ଦାଇତ୍ୱ ଜେନେରାଲ ରଣବୀର ସିଂ ଙ୍କୁ ଦିଆ ଯାଇଛି I କାରଣ ସେ ଉତ୍ତାରି କମନ ର ଚିଫ ଅଟନ୍ତି I ଏବଂ କାଶ୍ମୀର ର ଏହି ଆଗାମୀ ପାଲଟା ଯବାବ ଯେପରି ଭାବ ରେ ଦିଆ ଯିବ ଏହା ର ନେତୃତ୍ୱ ରଣବୀର ସିଂ କରିବେ I ରଣବୀର ପଞ୍ଜାବ ର ହୋଶିୟାରପୁର ଗ୍ରାମ ର ଆମ୍ବୁଲ ଜଟ୍ଟର ରେ ରୁହନ୍ତି I ସେ ବେଶୀ ସମୟ ତାଙ୍କ ଗ୍ରାମ ରେ ରହିନାହାନ୍ତି କିନ୍ତୁ ଆଜି ମଧ୍ୟ ନିଜ ଜନ୍ମମାଟି କୁ ଭୁଲିନାହାନ୍ତି I

ଲେଫ୍ଟେନେନ ପ୍ରାୟ 42 ବର୍ଷ ପୂର୍ବ ରୁ ଗ୍ରାମ ରୁ ଜଳନ୍ଧର ଅସିଜାଇଥିଲେ I ତାଙ୍କ ପିତା ପାକିସ୍ତାନ ର ଲୟଲପୁର ରେ ଶିକ୍ଷକ ଥିଲେ I ଏବଂ ସେ ସମୟ ରେ ଦେଶ ବିଭାଜନ ହେଇଥିଲା I ଏହା ଅପ୍ରେ ରଣବୀର ସିଂ ଓ ତାଙ୍କ ପରିବାର ସେହିଠାରେ ରହିଥିଲେ I ଏବଂ ରଣବୀର ସିଂ ଙ୍କ ଜନ୍ମ ହେବାପରେ ଗ୍ରାମ ର ସ୍କୁଲ ରେ ସେ ପାଠ ପଢିଥିଲେ I କିନ୍ତୁ ଆଗାମୀ ପାଠପଢା ସେ ଆମ୍ବୁଲ ରୁ କପୂରଥଲା ସୈନିକ ସ୍କୁଲ କୁ ଆସିଥିଲେ I ତାଙ୍କ ର ଡିଉଟି ର ପ୍ରଥମ ପୋଷ୍ଟିଙ୍ଗ 9 ଡୋଗରା ରେଜିମେଣ୍ଟ ରେ ହେଇଥିଲା I

ଯେତେବେଳେ ରଣବୀର ସିଂ ବହୁତ ଛୋଟ ଥିଲେ ସେତେବେଳେ ତାଙ୍କ ପିତା ଙ୍କ ର ଦେହାନ୍ତ ହେଇଥିଲା I ପିଲା ଦିନ ରୁ ତାଙ୍କ ର ସ୍ବପ୍ନ ଥିଲା ସେନା ରେ ଭର୍ତି ହେବାକୁ I ତାଙ୍କ ଚାଚା ମନମୋହନ ସିଂ ତାଙ୍କ ର ଲାଳନ ପାଳନ କରିଥିଲେ I ସେ ମଧ୍ୟ ଭାରତୀୟ ସେନା ରେ କର୍ଣ୍ଣଲ ଥିଲେ I ସର୍ଜିକାଲ ଷ୍ଟ୍ରାଇକ ପରେ ରଣବୀର ଙ୍କ ର ଲୋକପ୍ରିୟ ବଢିବା ରେ ଲାଗିଥିଲା I

Leave a Reply

Your email address will not be published. Required fields are marked *