ଏହି ଗାଁରେ 50ବର୍ଷ ହେବ ଜନ୍ମ ହୋଇନାହିଁ କୌଣସି ପିଲା, କାରଣ ଜାଣିଲେ ଚକିତ ହୋଇଯିବେ

ଗୋଟେ ପୁତ୍ର କିମ୍ବା କନ୍ୟା ସନ୍ତାନକୁ ଜନ୍ମ ଦେବା ନାରୀ ପାଇ ଅତି ସୌଭାଗ୍ୟ ର ବିଷୟ କିନ୍ତୁ ଆମ ଭାରତ ବର୍ଷରେ ଏପରି ଏକ ଦେଶ ଅଛି ଯେଉଁଠାରେ ଅନେକ ବର୍ଷ ହେବ କୌଣସି ପିଲା ଜନ୍ମ ହୋଇନାହାନ୍ତି .

କଣ ଆଟେ ଏହାର କାରଣ ?

*ଏହି ସ୍ଥାନର ଲୋକଙ୍କ କହିବା ଅନୁସାରେ ଯଦି କୌଣସି ପିଲା ଏଠାରେ ଜନ୍ମ ହୁଅ ତ ସେ ଜନ୍ମ ହେବ କ୍ଷଣି ମରିଯିବା କିମ୍ବା ବିକଳାଙ୍ଗ ହୋଇଯିବ .

*ଏହି ଅନ୍ଧ ବିଶ୍ୱାସ କାରଣରୁ ଯେବେବି ଏଠାରେ କୌଣସି ନାରୀ ତାର ପିଲା କୁ ଜନ୍ମ କରିବାର ସମୟ ଆସେ ତ ତାକୁ ଗ୍ରାମ ବାହାରେ ହୋଇଥିବା ଏକ ଘରକୁ ସ୍ଥାନାନ୍ତରିତ କରିଦିଆଯାଇଥାଏ .

*ଅନ୍ୟ କିଛି ଗ୍ରାମର କୋକାଙ୍କ କହିବା ଅନୁସାରେ ଏଠାରେ ଆଗରୁ ଶ୍ୟାମ ଙ୍କ ମନ୍ଦିର ଥିଲା ଓ ସେଥିପାଇ ଏଠାର ବୟସ୍କ ଲୋକଙ୍କ ଏହା ନିଷ୍ପତି ଥିଲା .

Share Your Comments Below

Leave a Reply

Your email address will not be published. Required fields are marked *