ଗୋଟେ ପୁତ୍ର କିମ୍ବା କନ୍ୟା ସନ୍ତାନକୁ ଜନ୍ମ ଦେବା ନାରୀ ପାଇ ଅତି ସୌଭାଗ୍ୟ ର ବିଷୟ କିନ୍ତୁ ଆମ ଭାରତ ବର୍ଷରେ ଏପରି ଏକ ଦେଶ ଅଛି ଯେଉଁଠାରେ ଅନେକ ବର୍ଷ ହେବ କୌଣସି ପିଲା ଜନ୍ମ ହୋଇନାହାନ୍ତି .
କଣ ଆଟେ ଏହାର କାରଣ ?
*ଏହି ସ୍ଥାନର ଲୋକଙ୍କ କହିବା ଅନୁସାରେ ଯଦି କୌଣସି ପିଲା ଏଠାରେ ଜନ୍ମ ହୁଅ ତ ସେ ଜନ୍ମ ହେବ କ୍ଷଣି ମରିଯିବା କିମ୍ବା ବିକଳାଙ୍ଗ ହୋଇଯିବ .
*ଏହି ଅନ୍ଧ ବିଶ୍ୱାସ କାରଣରୁ ଯେବେବି ଏଠାରେ କୌଣସି ନାରୀ ତାର ପିଲା କୁ ଜନ୍ମ କରିବାର ସମୟ ଆସେ ତ ତାକୁ ଗ୍ରାମ ବାହାରେ ହୋଇଥିବା ଏକ ଘରକୁ ସ୍ଥାନାନ୍ତରିତ କରିଦିଆଯାଇଥାଏ .
*ଅନ୍ୟ କିଛି ଗ୍ରାମର କୋକାଙ୍କ କହିବା ଅନୁସାରେ ଏଠାରେ ଆଗରୁ ଶ୍ୟାମ ଙ୍କ ମନ୍ଦିର ଥିଲା ଓ ସେଥିପାଇ ଏଠାର ବୟସ୍କ ଲୋକଙ୍କ ଏହା ନିଷ୍ପତି ଥିଲା .