୩ଟି କାରଣ ଯେଉଁଥିରୁ ଜଣା ଯାଇଥାଏ କି ରୋହିତ ଶର୍ମା, ବିରାଟ କୋହଲିଙ୍କ ଠାରୁ ବହୁତ ଭଲ କ୍ୟାପଟେନ, କିନ୍ତୁ ଏବେ ବି …

ଭାରତୀୟ କ୍ରିକେଟର ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା ଭାରତୀୟ ଟିମ ର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଙ୍କୁ ବର୍ତମାନ ପର୍ଯ୍ୟନ୍ତ ଦେଶ ର ସବୁଠାରୁ ସର୍ବଶ୍ରେଷ୍ଟ କ୍ୟାପଟେନ ବୋଲି କହିଛନ୍ତି I ଭାରତୀୟ ଟିମ ର ସୀମିତ ଓଭର ର ଉପକ୍ୟାପଟେନ ରୋହିତ ଶର୍ମା ଏହା କହିଛନ୍ତି କି ଯୁବା ଖେଳାଳି ଙ୍କୁ ସମ୍ଭାଳିବା ର ତାଙ୍କ ର ଶୈଳୀ ରୁ ହିଁ ପ୍ରମାଣିତ ହେଇଥାଏ ଧୋନି ସବୁଠାରୁ ଭଲ କ୍ୟାପଟେନ ଅଟନ୍ତି I

ବିଗତ ଦିନ ରେ ଏକ ସୋ ରେ ଯୋଗ ଦେଇଥିଲେ ରୋହିତ ଶର୍ମା ଯେଉଁଠାରେ ସେ ଧୋନୀ ଙ୍କ ବିଷୟ ରେ ଅନେକ କିଛି ଆଲୋଚନା କରିଥିଲେ I

“ଧୋନୀ ସବୁଠାରୁ ଶାନ୍ତ କ୍ରିକେଟର ଅଟନ୍ତି I ମୈଦାନ ରେ ଧୋନୀ ସଠିକ ନିଷ୍ପତି ହିଁ ନେଇଥାନ୍ତି I ଧୋନୀ ତିନି ଗୋଟି ଫର୍ମଟ ରେ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି I ସେ IPL ରେ ମଧ୍ୟ ଅନେକ ମ୍ୟାଚ ରେ ବିଜେତା ହେଇଛନ୍ତି I ଏହିପରି ଧୋନୀ ଜଣେ ସର୍ବଶ୍ରେଷ୍ଟ କ୍ୟାପଟେନ ଅଟନ୍ତି I ”

ଦେଖନ୍ତୁ କଣ ସେହି 3ଟି କାରଣ
କୋହଲି କରିଥାନ୍ତି ଖରାପ ଟିମ ର ଚୟନ
ବିରାଟ କୋହଲି ବିଗତ ଦିନ ରେ ଏକ ଇଣ୍ଟରଭିୟୁ ରେ ଏହା ପ୍ରକାଶ କରିଛନ୍ତି କି , ଏହି ବର୍ଷ ୱାନଡେ କ୍ରିକେଟ କୁ ଅଧିକ ଗୁରୁତ୍ୱ ଦିଆ ଯାଇ ନାହିଁ I ରୋହିତ ଶର୍ମା 4 ଗୋଟି IPL ର ମ୍ୟାଚ ଜିତିସାରିଛନ୍ତି I କାରଣ ରୋହିତ ଶର୍ମା ପ୍ରତୋକ ମ୍ୟାଚ କୁ ଗୁରୁତ୍ୱ ର ସହ ନେଇଥାନ୍ତି I

ରୋହିତ ଶର୍ମା କ୍ୟାପଟେନ ଥିବା ସମୟ ରେ ଭାରତୀୟ ଟିମ ନିଦ୍ଧଷ ଟ୍ରଫି ଓ ଏସୀୟ କପ ଜିତିଥିଲେ I କିନ୍ତୁ କୋହଲି ଙ୍କ ର କ୍ୟାପଟେନ ଥିବା ସମୟ ରେ ଭାରତୀୟ ଟିମ ICC ବିଶ୍ୱକପ 2019 ଓ ICC ଚମ୍ପିୟନ ଟ୍ରଫି 2017 ରେ ବିଜେତା ପାଖାପାଖି ପହଂଚି ପାରିଥିଲା I

ବିରାଟ କୋହଲି ଟିମ ର ଖେଳାଳି ଙ୍କ ର ପାଖ ରେ ବିଶ୍ୱାସ ଦେଖନ୍ତି ନାହିଁ
ନ୍ୟୁଜଲାଣ୍ଡ ର ବୋଲର ମିଶେଲ ମେଙ୍କକଲେନାଘନ ଏକ ଏପରି ଉଦାହରଣ ଅଟନ୍ତି ଯିଏ କି ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ସଫଳ ହେଇ ନ ଥିଲେ I କିନ୍ତୁ ରୋହିତ ଶର୍ମା କ୍ୟାପଟେନ ଥିବା ସମୟ ରେ ସର୍ବଦା ହିଁ ଭଲ ଖେଳ ପ୍ରଦର୍ଶନ କରିଛନ୍ତି I

ବିରାଟ କୋହଲି ଏକ ଏପରି ଖେଳାଳି ଯିଏ କି ଦୁଇଟି ଖରାପ ମ୍ୟାଚ ପରେ ଟିମ ରେ ପରିବର୍ତନ କରିଥାନ୍ତି I ୱାନଡେ ମ୍ୟାଚ ରେ ବିରାଟ କୋହଲି ନମ୍ବର 4 ରେ ଖେଳିବା ପାଁଇ ନମ୍ବର 10-11 ର ଖେଳାଳି ଙ୍କୁ ସୁଯୋଗ ଦେଇଛନ୍ତି I କିନ୍ତୁ କୌଣସି ବି ଖେଳାଳି ଙ୍କୁ ଲଗାତାର 10 ମ୍ୟାଚ ଦେଇ ନାହାନ୍ତି I ଯେଉଁ କାରଣ ରୁ କି ଜଣେ ଖେଳାଳି ଙ୍କୁ ନିଜ ର ଖେଳ ର ପ୍ରତିଭା ଦେଖାଇବା କୁ ସଠିକ ସମୟ ମିଳିବ I ଏବଂ ଋଷବ ଏହି କାରଣ ରୁ ମୈଦାନ ରେ ନିଜ ର ଉତ୍ତମ ଖେଳ ପ୍ରଦର୍ଶନ କରିବା ରେ ବିଫଳ ହେଉଛନ୍ତି I