ତିନି ଜଣେ ଯୁବକ ବାଇକରେ ବସି ପୋଲିସକୁ ଗାଳି ଦେଉଥିଲେ, କହିଲେ- ଧରି ପାରିବୁ ତ ଧର ଆଉ ତାପରେ ତ

ବର୍ତମାନ ସାରା ଦେଶ ରେ ମୋଟର ଯାନ ଅଧିନିୟମ କୁ କଡାକଡି କରାଯାଇଛି I ପ୍ରତୋକ ଲୋକେ ଫାଇନ ରୁ ବଂଚିବା କୁ ନିଜ ଗାଡି ର କାଗଜପତ୍ର ଠିକ କରିବା ସହ ଟ୍ରାଫିକ ନିୟମ ମଧ୍ୟ ଠିକ ରେ ପାଳନ କରୁଛନ୍ତି I ଏହିପରି ଏକ ଘଟଣା ଘଟିଯାଇଛି ଚଣ୍ଡୀଗଡ଼ ରେ I ଏଠାରେ ତିନି ଯୁବକ ଏକ ବାଇକ ରେ ବସି ଯାଉଥିଲେ ଓ ରାସ୍ତା ରେ ପୋଲିସ ଙ୍କୁ ଧମକ ମଧ୍ୟ ଦେଇଥିଲେ I

ତିନି ଯୁବକ ଙ୍କ ର ଅସାମାଜିକ କାର୍ଯ୍ୟ
ଚଣ୍ଡୀଗଡ଼ ରେ ବିନା ହେଲମେଣ୍ଟ ରେ ତିନି ଯୁବକ ଏକ ବାଇକ ରେ ଯାଉଥିଲେ I ଏବଂ ଏପରି ନିୟମ ଉଲଂଘନ କରିବା କୁ ନେଇ ସେମାନେ ଦଣ୍ଡିତ ମଧ୍ୟ ହେଇଛନ୍ତି I ଏହି ତିନି ଯୁବକ ଙ୍କୁ ଦେଖି ଟ୍ରାଫିକ ପୋଲିସ ଅଟକାଇବା କୁ ଚେଷ୍ଟା କରିଥିଲା କିନ୍ତୁ ଏହି ତିନି ଯୁବକ ସେଠାରେ ନ ଅଟକି ଟ୍ରାଫିକ ପୋଲିସ ଙ୍କୁ ଖରାପ ବ୍ୟବହାର କରିଥିଲେ I ଏହା ପରେ ଟ୍ରାଫିକ ପୋଲିସ ବହୁ କଷ୍ଟ ରେ ଏହି ତିନି ଯୁବକ ଙ୍କୁ ଧରିଥିଲେ ଓ ତାଙ୍କ ଉପରେ 14 ହଜାର ଟଙ୍କା ର ଜୋରିମାନା ଲାଗିଥିଲା I

ଏହି ତିନି ଯୁବକ ରେ ବାଇକ ରେ ବସି ବିନା ହେଲମେଣ୍ଟ ରେ ବୁଲୁଥିଲେ I ସେକ୍ଟର 25-38 ଛକ ରେ ଟ୍ରାଫିକ ରେ ରେଡ ଲାଇଟ ଥାଇ ମଧ୍ୟ ସେମାନେ ଟ୍ରାଫିକ ନିୟମ କୁ ପାଳନ କରି ନ ଥିଲେ I ଦ୍ରୁତ ଗତି ରେ ଗାଡି ଚଳାଇବା ସହ ସେମାନେ ହେଲମେଣ୍ଟ ମଧ୍ୟ ପିନ୍ଧି ନ ଥିଲେ ଏହା ସହ ଏକ ଗାଡି ରେ ତିନି ଜଣ ବସିଥିଲେ I ଏହିପରି ନିୟମ ଉଲଂଘନ କରିଥିବା ଯୁବକ ଙ୍କ ର ଗାଡି ର ନମ୍ବର କୁ ଟ୍ରାକ କରାଯାଇ ସିସିଟିଭି ମାଧ୍ୟମ ରେ ତାଙ୍କୁ ଧରାଯାଇଥିଲା I ଏବଂ ଏହି 14 ହଜାର ପରେ ଗାଡି ନେବା ସମୟ ରେ ତାଙ୍କ ପାଖ ରେ ଡ୍ରାଇଭିଙ୍ଗ ଲାଇସେନ୍ସ ନ ଥିବା ରୁ ଆଉ ଏକ 10 ହଜାର ଟଙ୍କା ର ଚାଲାଣ କଟିଥିଲା I

Share Your Comments Below