୩ ଥର ମରିକି ସ୍ମସାନରୁ ପୁଣି ଜୀବିତ ହେଇ ଫେରିଛନ୍ତି ଏହି ମହିଳା, ସତ୍ୟତା ଜାଣିଲେ ଆପଣ ବି ସ୍ତବ୍ଦ ହୋଇଯିବେ…

ଭୁତ ବାସ୍ତବ ରେ ରହିଥାନ୍ତି ଏହା କହିବା ସହଜ ନୁହେଁ I ଆଜିକା ସମୟ ରେ ମଧ୍ୟ ଭୁତ ପ୍ରେତ ଙ୍କ ର ରହିବାକୁ ନେଇ ଏହା ଏକ ବଡ଼ ରହସ୍ୟ ହେଇ ରହିଛି I କିଛି ଲୋକେ ଏପରି କଥା କୁ ଏକ କାହାଣୀ ପରି ହିଁ ମାନିଥାନ୍ତି I ଏବଂ ଆଉ କିଛି ଲୋକେ ଭୁତ ଓ ଆତ୍ମା ଙ୍କ ଉପରେ ବିଶ୍ୱାସ କରିଥାନ୍ତି I ଯେପରି କି ଆପଣ ଜାଣିଥିବେ ମୃତ୍ୟୁ ପରେ ପ୍ରତୋକ ବ୍ୟକ୍ତି ସ୍ମସାନ ଯାଇଥାନ୍ତି I ଏବଂ ସେଠାରେ ତାଙ୍କ ର ଶବ କୁ ଜଳାଯାଇଥାଏ I କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଜଣେ ସ୍ମସାନ ରେ ପହଂଚିବା ପରେ ପୁଣି ଜୀବିତ ହେଇଯାଇଛନ୍ତି I

ହଁ ଆଜି ଆମେ ଆପଣ ଙ୍କ ସମୁଖ ରେ କିଛି ଏପରି ଘଟଣା କହିବାକୁ ଯାଉଛୁ ଯାହା ଜାଣି ଆପଣ ଆଶ୍ଚଯ୍ୟ ହେଇଯିବେ I ଆଜି ଆମେ ଆପଣ ଙ୍କୁ ଜଣେ ମହିଳା ଙ୍କ ର କାହାଣୀ ବିଷୟ ରେ କହିବାକୁ ଯାଉଛୁ ଯିଏ କି ମୃତ୍ୟୁ ପରେ ସ୍ମସାନ ଯାଇଛନ୍ତି ଓ ତିନି ଥର ଏପରି ଜୀବିତ ଫେରି ଆସିଛନ୍ତି I ଆପଣ ହୁଏତ ଏହା କୁ ବିଶ୍ୱାସ କରି ନ ପାରନ୍ତି କିନ୍ତୁ ଏହା ବାସ୍ତବ କଥା ଅଟେ I

ଏପରି ଘଟଣା ଜୁନ ମୁର୍ଦାଘର ଏହି ମହିଳାଯାଇ ପୁଣି ତିନିଥର ଏପରି ଜୀବିତ ହେଇ ଫେରିଛନ୍ତି I ଏହି ତିନିଥର ଡାକ୍ତର ତାଙ୍କୁ ମୃତ ମଧ୍ୟ ଘୋଷିତ କରିଥିଲେ ଏବଂ ମୁର୍ଦା ଘର କୁ ମଧ୍ୟ ପଠାଯାଇଥିଲା କିନ୍ତୁ କିଛି ସମୟ ପରେ ଜୀବିତ ହେଇ ସେ ପୁଣି ଫେରିଛନ୍ତି I

ଏହିପରି ଘଟଣା ଦେଖି ଲୋକେ ଆଶ୍ଚଯ୍ୟ ହେଇଥିଲେ ଓ ଜୁନ ଙ୍କ ସହ ପୁଣି ଆଗାମୀ ଦିନ ଘଟିଥିଲା I ତେବେ ଯାଞ୍ଚ ରୁ ଡାକ୍ତର ଜାଣିବାକୁ ପାଇଥିଲେ କି ଜୁନ ଙ୍କୁ ଏକ ବଡ଼ ରୋଗ ହେଇଚି ଯାହା ର ନାମ କେତେପ୍ଲିସି ଅଟେ I ଏବଂ ଏହି ରୋଗ କାରଣ ରୁ ସେ ବେହୋସ ହେଇଯାଇଥାନ୍ତି ଏବଂ ତାଙ୍କ ର ହୃତ୍ସ୍ପଦନ ମଧ୍ୟ ବନ୍ଦ ହେଇଯାଇଥାଏ I ଏପରି ରୋଗ ରେ କିଛି ଘଣ୍ଟା ପର୍ଯ୍ୟନ୍ତ ହୋଶ ଆସି ନ ଥାଏ ତ କିଛି ମାସ ପର୍ଯ୍ୟନ୍ତ ମଧ୍ୟ ହୋସ ଆସି ନ ଥାଏ I

ଜୁନ ଙ୍କ କହିବା ଅନୁସାରେ ସେ ଆଉ ମୃତ୍ୟୁ କୁ ଡରୁ ନାହାନ୍ତି I କାରଣ ସେ ସବୁ ଦିନ ମୃତ୍ୟୁ କୁ ସମୁଖୀନ କରୁଛନ୍ତି I ତେବେ ଜାଣିରଖନ୍ତୁ କି ଏପରି ରୋଗ ରେ ଦୁନିଆ ରେ ଲକ୍ଷ ଲକ୍ଷ ଲୋକେ ପୀଡିତ ଅଟନ୍ତି I ତେଣୁ ଏହା ର ସଠିକ ଚିକିତ୍ସା କରାଇବା ଜରୁରୀ ଅଟେ I