ତିନିଟି ରଙ୍ଗର ଗୋଲାପ ମଧ୍ୟରୁ ବାଛନ୍ତୁ ଗୋଟିଏ; ଆଉ ଦେଖନ୍ତୁ ଆପଣଙ୍କ ଭାଗ୍ୟରେ କଣ ଅଛି

ଗୁଳାପ ଫୁଲ ଦେଖିବାକୁ ଖୁବ ସୁନ୍ଦର ଅଟେ I ପ୍ରତୋକ ଗୋଲାପ ଫୁଲ ରେ କିନ୍ତୁ କଣ୍ଟା ମଧ୍ୟ ରହିଥାଏ I ଗୋଲାପ ର 100 ଗୋଟି ପ୍ରଜାତି ରହିଛି I ପ୍ରତୋକ ଗୋଲାପ ମୂଳ ରୂପେ ଏସିଆ ର ଅଟେ I ଗୋଲାପ ଫୁଲ ତାର ସୁନ୍ଦରତା କୁ ନେଇ ପରିଚିତ ଅଟେ I ଭାରତ ସରକାର 12 ଫ୍ରେବୁଆରି କୁ ଗୋଲାପ ଦିବସ ରୂପେ ମଧ୍ୟ ଘୋଷଣା କରିଛନ୍ତି I

1.ଲାଲ ଗୋଲାପ
ଆପଣ ଙ୍କ ର ଜୀବନ ରେ ବହୁତ ଖୁସି ଆସିଥାଏ I , ପ୍ରତୋକ କାର୍ଯ୍ୟ ରେ ସଫଳତା ମିଳିଥାଏ I ଆପଣ ଯେଉଁ କାର୍ଯ୍ୟ ରେ ହାତ ଦେଇଥାନ୍ତି ସଫଳ ହେଇଥାନ୍ତି I ଆପଣ ଙ୍କର ସବୁ ମନୋକାମନା ପୁରା ହେଇଥାଏ I

2.ସବୁଜ ଗୋଲାପ
ଏହି ରଙ୍ଗ ଗୋଲାପ ଆପଣ ଙ୍କ ଜୀବନ ର ସବୁ ଦୁଃଖ ଦୂର କରିଥାଏ i ଆପଣ ଙ୍କ ଜୀବନ ରେ ଧନ ବର୍ଷା ହେବ I ଆପଣ ଆଖି ରେ ନ ଦେଖିଲେ କିଛି ବିଶ୍ୱାସ କରିବେ ନାହିଁ I

3.ନୀଳ ରଙ୍ଗ ର ଗୋଲାପ
ଏହି ରଙ୍ଗ ର ଗୋଲାପ ଦ୍ୱାରା ଆପଣ ଙ୍କ ର ଜୀବନ ରେ ଯେ କୌଣସି ଆପଣ କାର୍ଯ୍ୟ କରିବେ କଷ୍ଟକର ହେଇପାରେ କିନ୍ତୁ ଆପଣ ଏଥିରେ ସଫଳ ହେବେ I ପରିବାର ପ୍ରତି ଆପଣ ଙ୍କ ର ସହଯୋଗ ବୃଦ୍ଧି ହେବ I ଆପଣ ଙ୍କ ର ପ୍ରେମ ଜୀବନ ରେ ଏକ ସଚୋଟ ଜୀବନସାଥୀ ଟେ ମିଳିବ I ଆପଣ କୌଣସି ଖୁସି ଖବର ପାଇପାରନ୍ତି I