ପ୍ରତୋକ ଘରେ ଲୋକେ ଟୁଥ ପେଷ୍ଟ ବ୍ୟବହାର କରିଥାନ୍ତି I ଲୋକେ ନିଜ ର ମନ ପସନ୍ଦ ଅନୁସାରେ ଘର କୁ ଟୁଥ ପେଷ୍ଟ ଆଣିଥାନ୍ତି I କିନ୍ତୁ ଏହି ଟୁଥ ପେଷ୍ଟ ର ଉପରି ଭାଗ ରେ କିଛି ରଙ୍ଗ ର ଦାଗ ରହିଥାଏ I ଏହା ହୁଏତ ଆପଣ କେବେ ଜାଣିବା କୁ ଚେଷ୍ଟା କରି ନ ଥିବେ I
ସାକାହାରୀ ଲୋକେ ଯେତେବେଳେ କୌଣସି ଖାଦ୍ୟ ପଦାର୍ଥ କିଣିଥାନ୍ତି ତ ତାଙ୍କ ର ପ୍ରଥମ ନଜର ଏହିଠାରେ ହିଁ ପଡିଥାଏ I ଟୁଥ ପେଷ୍ଟ ର ଉପରି ଅଂଶ ରେ ଏକ ସ୍ଥାନ ରେ ଲାଲ କିମ୍ବା ସବୁଜ ରଙ୍ଗ ର ଚିହ୍ନ ଦେଖିବା କୁ ମିଳିଥାଏ I ତେବେ ଲାଲ ରଙ୍ଗ ଥିବା ବସ୍ତୁ ନଂନ ଭେଜ ହେଇଥାଏ I ଆମେ ଏଠାରେ କେବଳ ଟୁଥ ପେଷ୍ଟ ବିଷୟ ରେ ହିଁ ଆଲୋଚନା କରୁଛେ I
ଟୁଥ ପେଷ୍ଟ ଉପରି ଭାଗ ରେ ଥିବା ଲାଲ ରଙ୍ଗ ର ଅର୍ଥ
ଯଦି ଆପଣ ଠିକେ ଧ୍ୟାନ ଦେଇ ଟୁଥ ପେଷ୍ଟ ର ଉପରି ଭାଗ ର ତଳ ଅଂଶ କୁ ଦେଖିବେ ତେବେ ଜାଣିପାରିବେ ପ୍ରତୋକ ଟୁଥ ପେଷ୍ଟ ର ରଙ୍ଗ ଅଲଗା ଅଲଗା ରହିଥାଏ I ଯେଉଁ ଟୁଥ ପେଷ୍ଟ ଉପରି ଭାଗ ରେ ଲାଲ ରଙ୍ଗ ରହିଥାଏ ଏହା ର ଅର୍ଥ ଏହି ପେଷ୍ଟ ଅଧିକ ରାସାୟନିକ ଜିନିଷ ର ନିର୍ମିତ ଅଟେ I ଏଥିରେ ଅଧିକ କେମିକାଲ ର ବ୍ୟବହାର ହେଇଥାଏ I ତେଣୁ ଏହା ଆପଣ ଙ୍କ ଶରୀର ପାଁଇ ହାନିକାରକ ଅଟେ I ଯେଉଁ ଟୁଥ ପେଷ୍ଟ ର ଉପରି ଭାଗ ରେ ଏକ ଛୋଟ ହଳଦିଆ ରଙ୍ଗ ର ଚିହ୍ନ ରହିଥାଏ ଏହା ସ୍ଵାସ୍ତ୍ୟ ପାଁଇ ଉତ୍ତମ ବୋଲି କୁହାଯାଇଥାଏ I ଅର୍ଥାତ ଏହା ହର୍ବଲ ଓ ପ୍ରାକୃତିକ ଜଡିବୁଟି ରେ ହିଁ ନିର୍ମିତ ଅଟେ I
କଳା ରଙ୍ଗ ର ଦାଗ
ଯେଉଁ ଟୁଥ ପେଷ୍ଟ ରେ କଳା ରଙ୍ଗ ର ପଟି ରହିଥାଏ ତାହା ପ୍ରତି ସାବଧାନ ରହିବା ଜରୁରୀ ଅଟେ I ଏବଂ ଏହା ର ଅର୍ଥ ଏଥିରେ ଅଧିକ କେମିକାଲ ରହିଥାଏ I ଏହା ସ୍ଵାସ୍ତ୍ୟ ପାଁଇ ହାନିକାରକ ଅଟେ I ଯେଉଁ ଟୁଥ ପେଷ୍ଟ ରେ ନୀଳ ରଙ୍ଗ ର ଚିହ୍ନ ରହିଥାଏ ତାହା ସ୍ଵାସ୍ତ୍ୟ ପାଁଇ ସବୁଠାରୁ ଭଲ ହେଇଥାଏ I ଏହା ଦାନ୍ତ ର ସଫା ସହ ମୁଖ ସମସ୍ୟା କୁ ମଧ୍ୟ ଦୂର କରିଥାଏ I ଏହା ଆପଣ ଙ୍କ ର ଦାନ୍ତ କୁ ରୋଗମୁକ୍ତ ରଖିଥାଏ I