ଟ୍ରେନରେ ଯାଉଥିବା ସମୟରେ ହଟାତ ଯୁବତୀଙ୍କର ଆରମ୍ଭ ହେଇଗଲା ଋତୁସ୍ରାବ, ତାପରେ ପୁଅଟି ଯାହା କରିଲା ଜାଣିଲେ ଝଟକା ଖାଇଯିବେ

ଆଜି ର ଏହି ଘଟଣା ବିଷୟ ରେ ପଢିବା ପରେ ଆପଣ ଜାଣିପାରିବେ କି ଆଜି ମଧ୍ୟ ଆମ ସମାଜ ରେ ମଣିଷପଣିଆ ରହିଛି I କେହି ବି ମହିଳା ଯଦି କେଉଁଠାରେ ଯାତ୍ରା କରୁଛନ୍ତି ଓ ତାଙ୍କ ର କେହି ସାଙ୍ଗ ଯଦି ତାଙ୍କ ସହ ଅଛନ୍ତି ତେବେ ଅଚାନକ ତାଙ୍କ ର ଋତୁସ୍ରାବ ଜନିତ ସମସ୍ୟା ଆରମ୍ଭ ହେଲେ ସେ କାହାରି କୁ କିଛି ମୁହଁ ଖୋଲି କହିପାରନ୍ତି ନାହିଁ I ଏବଂ ଯଦି କେହି କୁହନ୍ତି ତ ସାଙ୍ଗ ସାଥି ରେ ହିଁ ସେମାନେ ବୁଝିପାରନ୍ତି I ଅନେକ ସମୟ ରେ ଦୋକାନ ରୁ ଯେତେବେଳେ ଯୁବତୀ ମାନେ ପ୍ୟାଡ଼ କିଣିଥାନ୍ତି ତ ଦୋକାନୀ ଏକ କଳା ଜରି ରେ ଏହା କୁ ଦେଇଥାଏ I ତେବେ ଯଦି କୌଣସି ଯୁବତୀ ଯେଉଁ ଦୂର ଯାତ୍ରା କରୁଛନ୍ତି ତେବେ ନିଜ ପାଖ ରେ ଏହି ସବୁ ବ୍ୟବସ୍ତା ମଧ୍ୟ ରଖିବା ଉଚିତ I କାରଣ ଟ୍ରେନ ପରି ଯାତ୍ରା ରେ ଆପଣ ଙ୍କୁ ଏହି ସୁବିଧା ମିଳିବ ନାହିଁ I

ତେବେ ଆଜି ର ଏହି ଘଟଣା ରେ ଜଣେ ମହିଳା ଏହିପରି କିଛି ସମସ୍ୟା ର ସମୁଖୀନ ହେଇଥିଲେ I ଜଣେ ମହିଳା ଟ୍ରେନ ରେ ଯାତ୍ରା କରୁଥିଲେ ଏବଂ ସେ ସମୟ ରେ ତାଙ୍କ ର ଋତୁସ୍ରାବ ଆରମ୍ଭ ହେଇଥିଲା ଏବଂ ମହିଳା ଙ୍କ ପାଖ ରେ ଏହି ସମ୍ବନ୍ଧିତ କୌଣସି ବ୍ୟବସ୍ତା ନ ଥିଲା I ତେଣୁ ମହିଳା ଖୁବ ଲଜିତ ହେଇଥିଲେ I ଟ୍ରେନ ରେ କୌଣସି ସାନିଟାରୀ ପ୍ୟାଡ଼ ନ ଥିଲା କି କୌଣସି ପେନ କ୍ଳିଅର ଔଷଧ I ତେବେ ଏହି ସମୟ ରେ ଯୁବତୀ ଟ୍ୱିଟ୍ର ଜରିଆ ରେ ସହାୟତା ମାଗିଥିଲେ ଏବଂ ଯେଉଁ ଯୁବକ ତାଙ୍କ ର ସହାୟତା କରିଥିଲେ ତାଙ୍କ ନାମ ବିଶାଳ ଅଟେ I ବିଶାଳ ଜଣେ ଆର୍କେଟେକଚର ଛାତ୍ର ଅଟନ୍ତି I ଏବଂ ବ୍ୟଙ୍ଗଲୋର ରୁ ବଲୋରି ଯିବାକୁ କୁ ସେହି ଟ୍ରେନ ରେ ଯାଉଥିଲେ I

ଯାତ୍ରା ସମୟ ରେ ଯୁବତୀ ଙ୍କ ର ଋତୁସ୍ରାବ ଆରମ୍ଭ ହେଇଥିଲା ଏବଂ ଟ୍ରେନ ରାତି 10.15 ରେ ବ୍ୟଙ୍ଗଲୋର ରୁ ବାହାରିଯାଇଥିଲା I ଆଗାମୀ ଦିନ ସକାଳ 9.40 ରେ ବଲୋରି ରେ ପହଂଚିବ I ତେଣୁ ଗାଡି ଯେତେବେଳେ ଯଶବନ୍ତପୁର ରୁ ବାହାରିଲା ତ ଖାନେପୁର ରେ ଭାରତୀୟ ରେଳବାଇ ଓ ପିୟୁଷ ଗୋୟଲ କେନ୍ଦ୍ରୀୟ ରେଳ ଙ୍କୁ ଟ୍ୱିଟ କରି ଯୁବତୀ ସହାୟତା ମାଗିଥିଲେ I ଏବଂ ଏହା ପରେ ଟିଓଆଇ ଙ୍କ ସହ କଥା ହେଇ ଖାନେପୁର ରେ କହିଲେ 11.06 ରେ ଆପଣ ଙ୍କ ସାଙ୍ଗ ଙ୍କ ପାଖ ରେ ଜଣେ ସହାୟତା ପାଁଇ ପହଂଚିବେ I ପିଏନଆର ସୂଚନା ରେ ମୋବାଇଲ ନମ୍ବର ନେଇଥିଲେ ଏବଂ ରାତି 2 ଘଂଟିକା ରେ ଯେତେବେଳେ ଟ୍ରେନ ଷ୍ଟେସନ ରେ ପହଞ୍ଚିଥିଲା ତ ଡିବିସନ ଅଧିକାରୀ ଉକ୍ତ ଯୁବତୀ ଙ୍କ ର ସାଙ୍ଗ ଙ୍କୁ ସବୁ ସହାୟତା ପହଞ୍ଚିଥିଲେ I ତେବେ ବର୍ତମାନ ଅନେକ ସ୍ଥାନ ରେ ସାନିଟାରୀ ବେଡିଙ୍ଗ ମେସିନ ମଧ୍ୟ ଲଗାଯାଇଛି