ଇଣ୍ଟରଭିୟୁରେ ପଚରାଗଲା- ତୁମ ଆଗରେ ଗୋଲ ଗୋଲ ୨ଟା କଣ ଓଳୀଛି? ଯୁବତୀ ଦେଲେ ଏପରି ଉତ୍ତର କି ସମସ୍ତେ ଦେଲେ ମୁଣ୍ଡରେ ହାତ

ଆମ ଦେଶ ର ସବୁ ପରୀକ୍ଷା ମଧ୍ୟ ରେ |AS ପରୀକ୍ଷା ସବୁଠାରୁ କଷ୍ଟକର ଅଟେ | ଏବଂ ଏହି ପରୀକ୍ଷା ରେ ପାସ ହେବା ବହୁତ କଷ୍ଟକର ଅଟେ | ତେବେ ଲିଖିତ ପରୀକ୍ଷା ରେ ଯଦି ବା ପାସ କରିଯାନ୍ତି କିନ୍ତୁ ଏହା ପର ର ପରିକ୍ଷା କଷ୍ଟକର ଅଟେ |

ଅଜବ ପ୍ରଶ୍ନ
ଇଣ୍ଟରଭିୟୁ ସମୟ ରେ ଜାଣିଶୁଣି କିଛି ଏପରି ପ୍ରଶ୍ନ ପଚରାଯାଇଥାଏ ଯାହା କି ଖୁବ କଷ୍ଟକର ଅଟେ | ବିଦ୍ୟାର୍ଥୀମାନେ ଅଚାନକ ଏପରି ପ୍ରଶ୍ନ ଶୁଣି ବି ଘାବରେଇ ଯାଇଥାନ୍ତି , କାରଣ ଏଠାରେ ପଚରାଯାଉଥିବା ପ୍ରଶ୍ନ ଗୁଡିକ ର ଡବଲ ମିନୀଙ୍ଗ ରହିଥାଏ | କିନ୍ତୁ ଆପଣ ଙ୍କୁ ଏହି ପ୍ରଶ୍ନ କୁ ପଯ୍ଏଟିଭ ଭାବ ରେ ଦେଖିବାକୁ ହେଇଥାଏ | ଯଦି ସାମାନ୍ୟ ଭୁଲ କରିବେ ତେବେ ଆପଣ ଫେଲ ହେଇଯିବେ |

ପ୍ରଶ୍ନ – କେଉଁ ସମୟ ରେ ଯୁବତୀ ସବୁ କପଡା କାଢିଥାଏ ?
ଉତ୍ତର – ଯେତେବେଳେ ସବୁ କପଡା ଶୁଖିଯାଇଥାଏ |

ପ୍ରଶ୍ନ -ତୁମ ଆଗରେ ଗୋଲ ଗୋଲ ୨ଟା କଣ ଓହଳିଚି ?
ଉତ୍ତର – ମୋ ବେକ ରେ ଏକ ଲକେଟ ର ଚେନ ରହିଛି ଯାହା କି ଗୋଲ ଅଟେ |

ପ୍ରଶ୍ନ – ଯଦି ତୁମ ଭଉଣୀ ମୋ ସହ ଚାଲିଯିବେ ତ ତୁମେ କଣ କରିବ ?
ଉତ୍ତର -ସାର ଆପଣ ଙ୍କ ର ପରି ଏତେ ବଡ଼ ଅଫିସର ଙ୍କ ପରି ମୋ ଭଉଣୀ ଙ୍କୁ ଆଉ ଭଲ ଜୀବନସାଥୀ ମିଳିବ ନାହିଁ |

ଏହିପରି ପ୍ରଶ୍ନ ପଚରାଯାଇଥାଏ IAS ଇଣ୍ଟରଭିୟୁ ରେ |