ଉଚତାରେ ବହୁତ ଛୋଟ ଏହି ଅଭିନେତା, କିନ୍ତୁ ୟାଙ୍କ ପତ୍ନୀ ଙ୍କର ସୁନ୍ଦରତା ଆଗରେ ବଡ ବଡ ହିରୋଇନ ଫେଲ ମାରିବେ, ଦେଖିଲେ ଜାଣି ପାରିବେ

ସର୍ବଦା ଲୋକେ କମ ଉଚତା ର ଲୋକ ଙ୍କୁ ପରିହାସ କରିଥାନ୍ତି I ଆପଣ ଙ୍କ ର ଉଚତା କୁ ନେଇ ଆପଣ ଙ୍କ ପ୍ରତି ଲୋକ ଙ୍କ ର ଚିନ୍ତାଧାରା ମଧ୍ୟ ପରିବର୍ତନ ହେଇଥାଏ I ଏବଂ ଅଧିକ କମ ଉଚତା ର ଲୋକ ଙ୍କ ର ଜୀବନ ରେ ନାନା ସମସ୍ୟା ଆଗମନ ହେଇଥାଏ I କାରଣ ଏପରି ଲୋକ ଙ୍କୁ ସର୍ବଦା ଲୋକେ ଅଣଦେଖା କରିଥାନ୍ତି I କିନ୍ତୁ ଏହି କମ ଉଚତା କୁ ନେଇ କିଛି କଳାକାର ଦର୍ଶକ ଙ୍କ ର ବେଶ ଅଧିକ ମନୋରଞ୍ଜନ ମଧ୍ୟ କରିବାରେ ସଫଳ ରହିଛନ୍ତି I

ସର୍ବଦା ଫିଲ୍ମ ରେ ଅଭିନୟ କରିବା କୁ ଚାହୁଁଥିବା ଲୋକ ଙ୍କୁ ଆପଣ ଏହା କରିବା ର ଦେଖିଥିବେ କି ଭଲ ଫିଗର କର ଜିମ ଯାଅ ତେବେ ଯାଇ ସଫଳ ହେଇପାରିବ I କିନ୍ତୁ ସବୁ କଳାକାର ଙ୍କ କ୍ଷେତ୍ର ରେ ଏହା ଲାଗୁ ହେଇ ନ ଥାଏ I ଆପଣ ଫିଲ୍ମ ଜଗତ ରେ କିଛି ଏପରି କଳାକାର ଙ୍କୁ ଦେଖିଥିବେ ଯେଉଁମାନେ ଅନ୍ୟ କଳାକାର ଙ୍କ ଠାରୁ ସମ୍ପୂର୍ଣ ଭିର୍ନ ଅଟନ୍ତି I କିନ୍ତୁ ତାଙ୍କ ର ମନୋରଞ୍ଜନ କରିବା ର ଶୈଳୀ କୁ ନେଇ ସେମାନେ ଚଳଚିତ୍ର ଜଗତ ରେ ଅଧିକ ଲୋକପ୍ରିୟତା ହାସିଲ କରିଥାନ୍ତି I ଆଜି ଆମେ ଏଠାରେ ଯେଉଁ କଳାକାର ଙ୍କ ନାମ କହିବା କୁ ଯାଉଛୁ ତାଙ୍କ ନାମ କେ କେ ଗୋସ୍ୱାମୀ I ସେ ବିହାର ରେ ରୁହନ୍ତି I କେ କେ ଙ୍କ ର ପୁରା ନାମ କୃଷ୍ଣକାନ୍ତ ଗୋସ୍ୱାମୀ I

ଗୋସ୍ୱାମୀ ଙ୍କ ର ଉଚତା ମାତ୍ର 3 ଫୁଟ ଅଟେ I ତେବେ ସୋନୁ ଙ୍କୁ ପ୍ରଥମେ ସର୍କସ ର ଲୋକେ କିଣିବା କୁ ଆସିଥିଲେ I ଏବଂ ଏହା ବାବଦ ରେ 50 ହଜାର ଟଙ୍କା ମଧ୍ୟ ଜଚିଥିଲେ I କିନ୍ତୁ ଗୋସ୍ୱାମୀ ଙ୍କ ର ପିତା ରାଜି ହେଇ ନ ଥିଲେ I ଏହା ପରେ ଗୋସ୍ୱାମୀ ବଡ଼ ହେବା ପରେ ତାଙ୍କ ବିବାହ ପ୍ରସ୍ତାବ ଆସିଥିଲା I ଏବଂ ସେ ଯାହା ଙ୍କୁ ବିବାହ କରିଥିଲେ ତାଙ୍କ ପତ୍ନୀ ଙ୍କ ର ଉଚତା 5 ଫୁଟ ରହିଥିଲା I

ଗୋସ୍ୱାମୀ ଙ୍କ କହିବା ଅନୁସାରେ ବିବାହ ସମୟ ରେ ତାଙ୍କ ର ଡର ଥିଲା କି ବରଯାତ୍ରୀ ରେ ଯିବା ସମୟ ରେ ସେଠାରେ ସବୁ ଗ୍ରାମ ର ଲୋକେ ଏକତ୍ରିତ ଥିବେ ତେବେ ସେଠାରେ ସେ କଣ କରିବେ I ପୁରା ସମାଜ ରେ ବଦନାମୀ ହେବ I ସେ କହିଛନ୍ତି କି କିଛି ଲୋକେ ତାଙ୍କ ର ପରିହାସ ମଧ୍ୟ କରିଥିଲେ I ତେବେ ଧୀରେ ଧୀରେ ଇଣ୍ଡଷ୍ଟ୍ରି ରେ ତାଙ୍କ ଲୋକପ୍ରିୟତା ବୃଦ୍ଧି ହେଇଥିଲାI

ଗୋସ୍ୱାମୀ କୁହନ୍ତି ଏକ ଦୁଃଖ କି ମୁ ଜଣେ ହ୍ୟାଣ୍ଡଇକ୍ୟାପ ବ୍ୟକ୍ତି I କିନ୍ତୁ ଯେଉଁ ଲୋକେ ମୁକ ବଧିର ତାଙ୍କ ର କେହି ଲୋକେ ମଜାକ କରନ୍ତି ନାହିଁ I ତେବେ ମୋର ଯଦି 10 ଜଣ ବ୍ୟକ୍ତି ପରିହାସ କରନ୍ତି ତେବେ ଅନ୍ୟ ଲୋକେ ତାଙ୍କୁ ବୁଝାଇବା ପରିବର୍ତେ ତାଙ୍କ ସହ ମିଶି ମୋର ମଜାକ ଉଡନ୍ତି I ମୋର କମ ଉଚ୍ଚତା କୁ ନେଇ ମୁ ନାନା ସମସ୍ୟା ର ସମୁଖୀନ ହେଇଚି I ସେ ବିହାର ର ମୁଜାଫପୁର ର ପାନାପୁର ଗ୍ରାମ ରେ ରୁହନ୍ତି I

ଆଜିକା ସମୟ ରେ ଗୋସ୍ୱାମୀ ବଲିଉଡ ରେ ଅଧିକ ସକ୍ରିୟ ରହିଛନ୍ତି I ଏବଂ ଲୋକେ ତାଙ୍କ ଅଭିନୟ କୁ ବେଶ ଅଧିକ ପ୍ରଶଂସା ମଧ୍ୟ କରନ୍ତି I