ବିଗତ 122ବର୍ଷରୁ ଗୋଟେ ବି ରୋଗରେ ନ ପଡି ଜୀବିତ ଅଛନ୍ତି ଶିବାନନ୍ଦ ବାବା ,ଜାଣନ୍ତୁ ଏହା ପଛର ରହସ୍ୟ

ଏହା ଅଟଳ ସତ୍ୟ କି ପୃଥୀବିରେ ଯିଏ ଜନ୍ମ ହେଇଚି ତାର ମୃତ୍ୟୁ ସୁନିଶ୍ଚିତ ଅଟେ I କୌଣସି ବି ମନୁଷ୍ୟ ସବୁଦିନ ପର୍ଯ୍ୟନ୍ତ ଜୀବିତ ରହିପାରିବ ନାହିଁ I କେବଳ ସେହି ଅମର ରହିଥାଏ ଯିଏ ଭଗବାନ ଙ୍କ ର ଅମରତ୍ୱ ର ବରଦାନ ପାଇଥାଏ I

ହିନ୍ଦୁ ଶାସ୍ତ୍ର ରେ ଆଜି ବି କିଛି ହିନ୍ଦୁ ଦେବତା ଙ୍କୁ ଜୀବିତ ବୋଲି କୁହାଯାଇଛି I କିନ୍ତୁ ଆଜିପର୍ଯ୍ୟନ୍ତ କେହି ତାଙ୍କୁ ଦେଖି ନାହାନ୍ତି I ଏହି ଦେବତା ଙ୍କ ମଧ୍ୟ ରେ ଜଣେ ହେଉଛନ୍ତି ଭଗବାନ ହନୁମାନ I


ତେବେ ଗୌହାଟୀ ରେ ଥିବା କାମାକ୍ଷ୍ୟା ମନ୍ଦିର ରେ 22 ଜୁନ ରେ ଅମ୍ବୁବଚି ମେଳା ର ଆୟୋଜନ ହେଇଥାଏ ଏବଂ ଏହି ମେଳା ର ସମାପ୍ତି 27 ଜୁନ ରେ ହେଇଥାଏ I ଏହି ମେଳା ରେ ଭାଗ ନେବାକୁ ଦେଶ ର କୋଣ ଅନୁକୋଣ ରୁ ଯାଇ ଲୋକେ ପହଂଚିଥାନ୍ତି I 800 ଫୁଟ ଉଞ୍ଚା ରେ ଅବସ୍ତିତ ଏହି ଦେବୀ ମାତା ଙ୍କ ର ମନ୍ଦିର ର ନିଜର ହିଁ ବିଶେଷ୍ୟତ୍ୱ ରହିଛି I ଏବଂ ଏହା 51 ଶକ୍ତିପୀଠ ମଧ୍ୟ ରୁ ଅନ୍ୟତମ ଅଟେ I ଏହି ମେଳା ରେ ସବୁ ଲୋକ ଙ୍କ ମଧ୍ୟ ରେ ଶିବାନନ୍ଦ ବାବା ନାମ ଜଣେ ବ୍ୟକ୍ତି ବି ସାମିଲ ହେଇଥାନ୍ତି I

ବିଶ୍ୱ ର ଏକମାତ୍ର ବ୍ୟକ୍ତି ଯିଏକି ଏ ବୟସରେ ଜୀବିତ ଅଛନ୍ତି 
ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଶିବାନନ୍ଦ ବାବା ଙ୍କ ର ବୟସ 122 ବର୍ଷ ଅଟେ ଏବଂ ବାବା ଏହା କହୁଛନ୍ତି କି ସେ ଦୁନିଆ ରେ ଏକମାତ୍ର ଏତେ ବର୍ଷ ଜୀବିତ ଅଛନ୍ତି I ଏହି ମେଳା ରେ ଦେଖିବାକୁ ବାବା ଙ୍କୁ ଲୋକଙ୍କ ର ଭିଡ ବି ଜମିଥାଏ I ଏବଂ ବାବା ଙ୍କ ର ପାସ୍ପୋର୍ଟ ଓ ଆଧାରକାର୍ଡ଼ ରେ ବି ଜନ୍ମ ତାରିଖ 8 ଅଗଷ୍ଟ 1898 ଉଲେଖ ରହିଛି I

ବାବାଜି କେବେ ହେଇନାହାନ୍ତି ବୀମାର
ଶିବାନନ୍ଦ ବାବା ଙ୍କ ର କହିବା ଅନୁସାରେ ସେ କେବେ ହେଲେ କୌଣସି ରୋଗ ରେ ପଡି ନାହାନ୍ତି I ଏବଂ ସେ ଖୁବ ସାଧାରଣ ଭୋଜନ ଗ୍ରହଣ କରିଥାନ୍ତି I ସେ ଦିନ କୁ ଦୁଇଥର ଖାଦ୍ୟ ଗ୍ରହଣ କରିଥାନ୍ତି I ସେ କୌଣସି ମସଲାଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତି ନାହିଁ I ତେଣୁ ସେ ଆଜି ପର୍ଯ୍ୟନ୍ତ ରୋଗ ରେ ପଡ଼ିନାହାନ୍ତି I

ସୂଚନା ଅନୁସାରେ ଶିବାନନ୍ଦ ବାବା ଆଜିପର୍ଯ୍ୟନ୍ତ ବିବାହ ବି କରିନାହାନ୍ତି I ସେ ଭୋର ରୁ ଉଠିବା ପରେ ଦୁଇଘଣ୍ଟା ଧ୍ୟାନ ରେ ବସିଥାନ୍ତି I ତେବେ ଇତି ମଧ୍ୟ ରେ ଏହି ବାବା ଲୋକଗହନ ରେ ବେଶ ଚର୍ଚା ରେ ରହିଛନ୍ତି I ସେ ଆଜି ବି 122 ବର୍ଷ ବୟସ ରେ ଖୁବ ସୁସ୍ଥ ଅଛନ୍ତି I

Leave a Reply

Your email address will not be published. Required fields are marked *